Daily Archives

November 7, 2019

ବଲିଉଡ଼ରେ ଅମିତାଭଙ୍କ ଅର୍ଦ୍ଧଶତକ । ଫିଲ୍ମ କ୍ୟାରିୟରରେ ପୂରା ହେଲା ବିଗ୍ ବି’ଙ୍କ ୫୦ ବର୍ଷ ।

କନକ ବ୍ୟୁରୋ : ବଲିଉଡର ଆଂଗ୍ରି ୟଙ୍ଗମ୍ୟାନ୍, ଶେହନସାହ, ବିଗ୍ ବି, ଷ୍ଟାର ଅଫ ଦି ମିଲେନିୟମ ଆଦି ଅନେକ ନାମରେ ପରିଚିତ ଅମିତାଭ ବଚ୍ଚନ । ଚଳଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ବ୍ୟକ୍ତି । କୌନ ବନେଗା କରୋଡପତି ଟିଭି ଶୋ’ ଜରିଆରେ ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ନିଜର…

ବାତ୍ୟା ପାଇଁ ଛୁଟି ଘୋଷଣା: ପୁରୀରେ ୨ ଦିନ ସ୍କୁଲ, କଲେଜ ବନ୍ଦ । ବାତ୍ୟା ପାଇଁ ୮ ଓ ୯ ତାରିଖ ଜିଲ୍ଲାର ସମସ୍ତ…

କନକ ବ୍ୟୁରୋ: ବତ୍ୟା ପାଇଁ ପୁରୀରେ ବନ୍ଦ ରହିବ ସ୍କୁଲ । ପୂରା ଜିଲ୍ଲାରେ ଦୁଇ ଦିନ ଛୁଟି ରହିବ ଶିକ୍ଷାନୁଷ୍ଠାନ । ୮ ଓ ୯ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଆସନ୍ତାକାଲି ଅପରାହ୍ଣ ଠାରୁ ବର୍ଷା ଆରମ୍ଭ ହେଉଥିବାରୁ ଦୁଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା…

ଆଜମେର୍-ପୁରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ । କାରଣ ଅସ୍ପଷ୍ଟ, ଯାତ୍ରୀ ଭୟଭୀତ । 

କନକ ବ୍ୟୁରୋ : ଅନୁଗୁଳ ହଣ୍ଡପା ଷ୍ଟେସନ ନିକଟରେ ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ହଠାତ ଗୁରୁବାର ଅପରାହ୍ନରେ ନିଆଁ ଲାଗିଥିଲା । ଏହି ନିଆଁ ଲାଗିବା ଖବର ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଦିଆଯାଇଥିଲା । ଖବର ପାଇ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ନେଇଥିଲେ ।…

ନକ୍ସଲକୁ ନା: ଅନ୍ଧାରୀ ଜଙ୍ଗଲରେ ସହି ହେଲାନି ନକ୍ସଲଙ୍କ ନିର୍ଯାତନା । ନିଜ ୨ ମାସର ଶିଶୁ ସହ ଆତ୍ମସମର୍ପଣ କଲେ ମହିଳା…

କନକ ବ୍ୟୁରୋ: ଆଉ ସହି ହେଲାନି । ନକ୍ସଲଙ୍କ ନିର୍ଯାତନା ଅସହ୍ୟ ହେବା ପରେ ଲାଲଗଡ ଛାଡିଲେ ମହିଳା ନକ୍ସଲ । ନକ୍ସଲ ସଂଗଠନର ନିର୍ଯାତନା ଏତେ ବଢିଗଲା ଯେ ସେଥିରେ ଅତିଷ୍ଠ ହୋଇ ଲାଲବାହିନୀକୁ ଛି କରି ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲେ ହାଡକୋର ମହିଳା ମାଓବାଦୀ ପାର୍ବତୀ ଓରଫ ରିଙ୍କି ।…

ଶତ୍ରୁ ସାବଧାନ! ଆସନ୍ତାକାଲି ପାଣିରେ ଲକ୍ଷ୍ୟଭେଦ କରୁଥିବା ସବୁଠାରୁ ଶକ୍ତିଶାଳୀ ପରମାଣୁ ମିସାଇଲ ପରୀକ୍ଷଣ କରିବ ଭାରତ,…

ଆସନ୍ତାକାଲି ପୂରା ବିଶ୍ୱ ଦେଖିବ ଭାରତର ପରାକ୍ରମ । ଶୁକ୍ରବାର ପାଣି ଭିତରେ ଆଣିବକ କ୍ଷମତା ସଂପନ୍ନ୍ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବାକୁ ଯାଇଛି ଭାରତ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପକୂଳରେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯିବ । ମିଳିଥିବା ସୂଚନା ମୁତାବକ, ପାଣି ଭିତରେ ଥିବା…

ସ୍ୱାବଲମ୍ବୀ ମହିଳା ବ୍ୟବସାୟୀ ରାଜେଶ୍ୱରୀଙ୍କ ପ୍ରେରଣାଦାୟୀ କାହାଣୀ । ୫ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ବାଉଁଶ…

କନକ ବ୍ୟୁରୋ : ଇଂଟରନେଟ ଓ ଡ଼ିଜିଟାଲ ଯୁଗରେ ବଦଳିଛି ବ୍ୟବସାୟର ତରିକା । ଘରେ ବସି ବି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ହେବ । ଏଥିପାଇଁ କେବଳ ଇଛାଶକ୍ତି ଓ ଦୃଢ ମନୋବଳ ଆବଶ୍ୟକ । ଜଙ୍ଗଲର ଅଦରକାରୀ ବାଉଁଶ ହେଉ କି ମହାପୁରୁଷଙ୍କ ଛବି । ଏସବୁକୁ ଜୀବନ୍ତ ରୂପ ଦେଇ ଲକ୍ଷାଧିକ ଟଙ୍କା ରୋଜଗାର…