Daily Archives

November 7, 2019

ଗାଡି ପୂଜା ପାଇଁ ହେଲମେଟ୍ ଲୋଡ଼ା: ମା’ ଶାରଳା ମନ୍ଦିରରେ ଲାଗିଲା ସଡକ ସୁରକ୍ଷା ସାଇନ୍ ବୋର୍ଡ… ହେଲମେଟ୍ ନ ଥିଲେ…

କନକ ବ୍ୟୁରୋ: ହେଲମେଟ୍ ନ ଥିଲେ ଗାଡି ପୂଜା ବନ୍ଦ । ଶାରଳା ମନ୍ଦିରରେ ଲାଗିଲା ସଡକ ସୁରକ୍ଷା ବୋର୍ଡ । ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନର ସହମତିରେ ଏଭଳି ବୋର୍ଡ ଲଗାଯାଇଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିରରେ ବିନା ହେଲମେଟରେ ଆଉ ବାଇକ ପୂଜା କରାଯିବ…

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ସ୍ଥିତି, ସେପଟେ ବାତ୍ୟା ବିଗାଡିପାରେ ଖେଳ ।

କନକ ବ୍ୟୁରୋ : ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ରାଜକୋଟରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଟି ୨୦ ହାରିଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚ୍ ଜିତିଲେ ଭାରତ ସିରିଜ୍ ବଂଚାଇ ରଖିପାରିବ । ଅନ୍ୟପଟେ ବଂଲାଦେଶ ଆଜିର…

ମୋବାଇଲରୁ ମୋବାଇଲ ବୁଲୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ । କାର୍ତ୍ତିକ ମାସରେ ଲିଙ୍ଗରାଜ ହୋଇଥିବା ଦାମୋଦର ବେଶର ଫଟୋ…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ ହୋଇଛି । ପ୍ରଦୀପ୍ତ ପାତ୍ରଙ୍କ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ ଆକାଂଉଟରେ  ଏହି ଫଟୋ  ଅଛି ।  କାର୍ତ୍ତିକ ମାସରେ ଲିଙ୍ଗରାଜ ହୋଇଥିବା ଦାମୋଦର ବେଶର ଫଟୋ  ରହିଛି । ମନ୍ଦିର ଭିତରକୁ କ୍ୟାମେରା, ମୋବାଇଲ ଓ ବ୍ୟାଗ ନେବା…

ଭୂତ ଖାଇଗଲା ବାର୍ଦ୍ଧକ୍ୟ ଭତ୍ତା ! ହିତାଧିକାରୀଙ୍କ ମୃତ୍ୟୁ ପରେ ଉଠିଛି ଭତ୍ତା ଟଙ୍କା…ପଦାରେ ପଡିଲା ସରକାରୀ…

କନକ ବ୍ୟୁରୋ: ନବରଙ୍ଗପୁରରେ ଭୁତ ଖାଇଗଲେ ବାର୍ଦ୍ଧକ୍ୟ ଭତା ଟଙ୍କା । ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆସୁଥିବା ବାର୍ଦ୍ଧକ୍ୟ ଭତା ଟଙ୍କା ଖାଇଗଲେ ସରକାରୀ ବାବୁ  ଜଣକର କି ଦି ଜଣକର ନୁହଁ ସାତ ଜଣ ମୃତ ବ୍ୟକ୍ତିଙ୍କ ନାରେ ହଜାର ହଜାର ଟଙ୍କା ଉଠାଇ ଚଳୁ କରାଯାଇଛି । ସରକାରଙ୍କ ସୋସିଆଲ ଅଡିଟରେ…

ଆସିଲା ଇଣ୍ଡିଆ ଜଷ୍ଟିସ ରିପୋର୍ଟ – ୨୦୧୯ । ନ୍ୟାୟ ଦେବାରେ ମହାରାଷ୍ଟ୍ର ଦେଶର ଏକ ନମ୍ବର ରାଜ୍ୟ । ତାଲିକାରେ ଓଡିଶାର…

କନକ ବ୍ୟୁରୋ : ଆଇନ ବ୍ୟବସ୍ଥା ସୁଦୃଢ କରି ନ୍ୟାୟ ଯୋଗାଇବାରେ ମହାରାଷ୍ଟ୍ର ଆଗୁଆ । ନାଗରିକଙ୍କୁ ନ୍ୟାୟ ଦେବାର କ୍ଷମତା ଉପରେ ଭାରତକୁ ମିଳିଲା ପ୍ରଥମ ରାଙ୍କ । ଏଥିରେ ୧୮ଟି ବଡ ଓ ମଧ୍ୟମ ଆକାର ( ୧କୋଟି ଜନସଂଖ୍ୟାରୁ ଅଧିକ) ରାଜ୍ୟଗୁଡିକୁ ସାମିଲ କରାଯାଇଛି । ଏହି ରାଙ୍କିଙ୍ଗରେ ମହାରାଷ୍ଟ୍ର…

ଭବାନୀପାଟଣାରୁ ହାତୀ ଦାନ୍ତ ଓ ବାଘ ଛାଲ ଜବତ । ବେପାରୀ ବେଶରେ ଯାଇ ୩ ଜଣଙ୍କୁ ଗିରଫ କଲା ଏସଟିଏଫ

କନକ ବ୍ୟୁରୋ: ଭବାନୀପାଟଣାରୁ ହାତୀ ଦାନ୍ତ ଓ ବାଘ ଛାଲ ଜବତ । ହାତୀ ଦାନ୍ତ ଓ ବାଘ ଛାଲ ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ତେବେ କୁଆଡେ ଓ କେଉଁ ଉଦେଶ୍ୟରେ ଏହି ବାଘ ଛାଲ ଓ ହାତୀ ଦାନ୍ତ ନିଆଯାଉଥିଲା ସେ ନେଇ ତଦନ୍ତ ଜାରି ରହିଛି । ବେଶ କିଛିଦିନ ହେବ ରାଜ୍ୟ…