Daily Archives

November 4, 2019

ଚାଷୀ ଆତ୍ମହତ୍ୟାର ଉପତ୍ୟକା ପାଇଁ ଶ୍ୟାମଘନଙ୍କ ସଞ୍ଜିବନୀ ! ବିଲରେ ବିନା ସାର, ବିଷରେ ଫଳାଉଛନ୍ତି ଫସଲ । ଜୈବିକ…

କନକ ବ୍ୟୁରୋ: ବିନା ସାରରେ ବିଲରେ ଫଳିବ ଫସଲ । ସାର, ବିଷ ନପକାଇ ବି ଭଲ ଚାଷ ହୋଇ ପାରିବ, ଅଧିକ ଉତ୍ପାଦନ ହୋଇ ପାରିବ । ଜୈବିକ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି । ଏହାକୁ ପ୍ରମାଣିତ କରିଛନ୍ତି ବରଗଡ ସହର ଉପକଣ୍ଠ ବାରଗାଡର ସଫଳ ଚାଷୀ ଶ୍ୟାମଘନ ପ୍ରଧାନ । ଜୈବିକ ପଦ୍ଧତିରେ ପନିପରିବା ଚାଷ…

୨ ଦିନ ମଧ୍ୟରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ଆଇଏମଡି ମୁଖ୍ୟଙ୍କ ବଡ ସୂଚନା, ବାତ୍ୟା ହେବା ନହେବା ନେଇ ରହିଛି ୫୦-୫୦…

କନକ ବ୍ୟୁରୋ : ଆସନ୍ତା ୨ ଦିନ ମଧ୍ୟରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର । ଉତର ଆଣ୍ଡାମାନରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଦୁଇ ଦିନ ଭିତରେ ଅବପାତର ରୂପ ନେବେ । ଏହାପରେ ଏହା ଉତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ…

ଶ୍ରୀନଗରରେ ଗ୍ରେନେଡ ମାଡ । ୧୦ରୁ ଅଧିକ ଆହତ, ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କଲା ସେନା

କନକ ବ୍ୟୁରୋ: ଘାଟିରେ ପୁଣି ଗର୍ଜିଲା ଗ୍ରେନେଡ୍ । ଜାମ୍ମୁକାଶ୍ମୀର ଶ୍ରୀନଗରରେ ଗ୍ରେନେଡ ମାଡ । ଲାଲ ଚୌକରେ ଗ୍ରେନେଡ ମାଡରେ ୧୦ରୁ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ବଜାର ମଧ୍ୟରେ ଗହଳି ଥିବା ସମୟରେ ଏହି ଗ୍ରେନେଡ ମାଡ…

ସ୍କୁଲ ଆମକୁ ଶିଖାଇଥିଲା, ଆମେ ସ୍କୁଲ ପିଲାଙ୍କୁ ଶିଖାଇବୁ… ୧୦ ବର୍ଷ ହେବ ସ୍ୱେଚ୍ଛାକୃତ ଶିକ୍ଷାଦାନ…

କନକ ବ୍ୟୁରୋ: ସ୍କୁଲରେ ଚାଲିଛି ସ୍ୱେଚ୍ଛାକୃତ ଶିକ୍ଷାଦାନ । ନିଜେ ଶିଖିଥିବା ପାଠକୁ ପିଲାଙ୍କୁ ଜଣାଇବା ଆଉ ନିଜ ଅଭିଜ୍ଞତାକୁ ନିଜ ସ୍କୁଲର ସାନସାନ ଭାଇ ଭଉଣୀଙ୍କୁ ଜଣାଇବାକୁ ସ୍ୱେଚ୍ଛାକୃତ ଭାବେ ସ୍କୁଲରେ ହାଜର ହୋଇ ପିଲାଙ୍କୁ ପଢାଉଛନ୍ତି ପୂରାତନ ଛାତ୍ରଛାତ୍ରୀ । ତେବେ ଏହି ସ୍ୱେଚ୍ଛାକୃତ…

ପରିବା ବଜାରରେ ନିଆଁ । ବ୍ୟାଗ୍ ଭର୍ତ୍ତି ହେଉନି କିନ୍ତୁ ପକେଟ ଫାଙ୍କା ହୋଇଯାଉଛି । ଶହେ ଡେଇଁଲାଣି ଫୁଲକୋବି, ବାଇଗଣ…

କନକ ବ୍ୟୁରୋ : କାର୍ତ୍ତିକରେ ଚାଲିଛି ହବିଷ ମାସ । ହେଲେ ଆମିଷ ହେଉ କି ନିରାମିଷ, ମାଛମାଂସ, ପନିପରିବା ସବୁ ଦର ଆକାଶ ଛୁଆଁ । ବର୍ତମାନ ବଜାରକୁ ଗଲେ ପରିବା ଦର ଶୁଣିଲେ ଗ୍ରାହକଙ୍କୁ ଡର ଲାଗୁଛି । କୌଣସି ପରିବା ଦର ୭୦ ଟଙ୍କାରୁ କମ ନୁହେଁ । ବ୍ରହ୍ମପୁର ବଜାରରେ ଶାଗ ବିଡାକୁ ୩୦ ଟଙ୍କାରେ…

ଦିଲ୍ଲୀରେ ପୁଣି ମୁହାଁମୁହିଁ ଓକିଲ ପୋଲିସ । କଡକଡଡୁମା କୋର୍ଟରେ ଓକିଲଙ୍କ ପ୍ରତିବାଦ ବେଳେ ପୋଲିସ କର୍ମୀ ମାଡ…

କନକ ବ୍ୟୁରୋ : ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରତିବାଦରେ ଆଜି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ।ଏହାରି ଭିତରେ କଡକଡଡୁଗା କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ…