Daily Archives

November 4, 2019

ଦିଲ୍ଲୀ ପ୍ରଦୂଷଣକୁ ନେଇ ନାସା ଜାରି କଲା ଫଟୋ । ଜାରି ହୋଇଥିବା ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଦିଲ୍ଲୀରେ କେଉଁ…

କନକ ବ୍ୟୁରୋ : ଦିଲ୍ଲୀ-ଏନସିଆରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନଜରରେ ରଖି ହେଲଥ ଇମରଜେନ୍ସି ଜାରି ହୋଇଛି । ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ଅନୁଭବ ହେଉଛି । ପଡୋଶୀ ରାଜ୍ୟରୁ ବଳକା ଶସ୍ୟ ଜାଳିବା ଯୋଗୁଁ ଏଭଳି ପରିସ୍ଥିତି ଦେଖାଯାଇଥିବା କୁହାଯାଉଥିବା ବେଳେ  ନାସା ପକ୍ଷରୁ…

ଜେଲରେ କଏଦୀଙ୍କ ମୃତ୍ୟୁ ଘଟଣା ! ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ, କହିଲେ ଭୁଲ ଇଂଜେକସନ ପାଇଁ ସ୍ୱାମୀଙ୍କର ଗଲା ଜୀବନ

କନକ ବ୍ୟୁରୋ : କଏଦୀ ମୃତୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନ। ଭୁଲ ଇଂଜେକସନ , ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି।  ମୃତ କଏଦୀ ଯୋଶେଫ ତିର୍କୀଙ୍କ ପତ୍ନୀ…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ । ୨୪ଟି ନିର୍ଦ୍ଦେଶନାମା ଜାରି କଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଆସିଲା ମଧ୍ୟବର୍ତ୍ତୀକାଳୀନ ରାୟ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ପ୍ରକାଶ ପାଇଲା ସୁପ୍ରିମକୋର୍ଟଙ୍କ ରାୟ । ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ନିଜ ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି…

ବୟସ ବଢୁଛି ଯନ୍ତ୍ରଣା ବି ବଢୁଛି…୬ ବର୍ଷ ହେଲା ରୋଗଶଯ୍ୟାରେ ରାମଦାସ…ଚିକିତ୍ସା ପାଇଁ ନାହିଁ…

କନକ ବ୍ୟୁରୋ: ବର୍ଷେ କି ୨ ବର୍ଷ ନୁହେଁ , ଦୀର୍ଘ ୬ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାମଦାସ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ରୋଗୀଣା ପୁଅର ଚିକିତ୍ସା କରିନପାରି ପୂରା ପୂରି ଭାଙ୍ଗିପଡିଛନ୍ତି ରାମଦାସଙ୍କ ବାପାମାଆ । ଘରର ଭେଣ୍ଡିଆ ପୁଅ ଶଯ୍ୟାଶାୟୀ…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ବିଦା ହେଲେ ଆଉ ୬ ଅଧିକାରୀ, ୧୦ ଜଣଙ୍କୁ ଦିଆଗଲା ବାଧ୍ୟତାମୂଳକ…

କନକ ବ୍ୟୁରୋ : ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ…

ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା ! ୨ ଗୋଡ ନାହିଁ କିନ୍ତୁ କାହା ଉପରେ ନିର୍ଭର କରନ୍ତି ନାହିଁ, ପାନ ଦୋକାନ…

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମ । ଜନ୍ମର ମାତ୍ର ୨ ବର୍ଷ ପରେ ୨ ଗୋଡ ଅକାମୀ ହୋଇଗଲା । ଆଉ ସେହିଦିନରୁ ହିଁ ବଂଚିବା ପାଇଁ ଆରମ୍ଭ ହେଲା ସଂଘର୍ଷ । ଗୋଡ ନାହିଁ ହେଲେ କାହାରି ଉପରେ ନିର୍ଭର କରିନାହାନ୍ତି । ନିଜକାମ ନିଜେ କରିବା ସହ ପରିବାରର ବୋଝ ଉଠାଇବାକୁ ବି ସକ୍ଷମ…