Daily Archives

October 19, 2019

ସ୍ମିତାରାଣୀ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଲା ପୋଲିସ । ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଥିଲା ସ୍ମିତାରାଣୀଙ୍କର ପ୍ରେମ…

କନକ ବ୍ୟୁରୋ : ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା । ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ର ଗିରଫ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣସିଂ ମୀନା । ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ କହିଛନ୍ତି ଏସପି । ପୋଷ୍ଟମର୍ଟମ ରିପୋର୍ଟରେ ସ୍ମିତାରାଣୀଙ୍କ ଗଳାରେ ରଶିର ଦାଗ…

ପୁରୀ ଜିଲ୍ଲାରେ ଚାରା ଘୋଟାଲା ଅଭିଯୋଗ : ଗଛ ନଲଗାଇ ଅର୍ଥ ହରିଲୁଟ ଅଭିଯୋଗ ପରେ ପ୍ରଶାସନର ତନାଘନା, ୨୧ଟି ଫାଇଲକୁ…

କନକ ବ୍ୟୁରୋ : ମୃତ୍ତିକା ସଂରକ୍ଷଣ ବିଭାଗ ବିରୋଧରେ ଚାରା ଦୁର୍ନୀତି ଅଭିଯୋଗ । ବିଭାଗ ଚାରା ରୋପଣ ନକରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ଆସିଛି ପୁରୀ ଅସ୍ତରଙ୍ଗ ବ୍ଲକରୁ । ମହାତ୍ମାଗାନ୍ଧି ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏଥିରେ ବ୍ୟତିକ୍ରମ…

ହାଇଦ୍ରାବାଦରେ ଅଭାବନୀୟ ଘଟଣା : ଲିପ୍ଟରେ ଚାପି ହୋଇ ୯ ବର୍ଷୀୟ ବାଳିକା ମୃତ, ପ୍ରାଣ ହରାଇବାର ୨ଘଣ୍ଟା ପରେ ବାହାର…

କନକ ବ୍ୟୁରୋ : ହାଇଦ୍ରାବାଦ୍‌ରେ ଏକ ଦୁଃଖଦାୟକ ଘଟଣା ଘଟିଛି । ୯ବର୍ଷୀୟା ନାବାଳିକା ଲିପ୍ଟରେ ଫସି ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ନାବାଳିକାଟି ତୃତୀୟ ମହଲାରେ ଥିବା ନିଜ ଘରକୁ ଲିପ୍ଟରେ ଆସୁଥିବା ବେଳେ ବାହାରିବା ସମୟରେ ତାଙ୍କ ଗୋଡ଼ ଲିପ୍ଟର ଫାଙ୍କରେ…

 ସୀମାରେ ମୁତୟନ ଯବାନ ପିନ୍ଧିବେ ସ୍ୱଦେଶୀ ବୁଲେଟଫ୍ରୁଫ୍ ଜ୍ୟାକେଟ୍ : ଭେଦ କରିପାରିବ ନାହିଁ ଏକେ-୪୭ର ଗୁଳି

କନକ ବ୍ୟୁରୋ : ଯବାନ ପିନ୍ଧିବେ ବୁଲଟ୍ପ୍ରେୁଫ୍ ଜ୍ୟାକେଟ୍ । ଏକେ-୪୭ର ଗୁଳି ଆଉ ଭେଦ କରିପାରିବ ନାହିଁ । ଜମ୍ମୁ-କାଶ୍ମୀରର ସୀମାରେ ମୁତୟନ ତଥା ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଯବାନ ମାନଙ୍କୁ ଏହି ବୁଲେଟଫ୍ରୁଫ୍  ଜ୍ୟାକେଟ୍ ପ୍ରଦାନ କରାଯିବ । ଯବାନଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି…

‘କୌନ ବନେଗା କରୋଡପତି’ରେ ନଜର ଆସିବେ ଦୂତୀ ଚାନ୍ଦ । ବିଗବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର…

କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ନଜର ଆସିବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ । କେବିସି ବିଗ ବିଙ୍କ ସାମନାରେ ହଟ ସିଟରେ ବସିବେ ଦୂତୀ ଚାନ୍ଦ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ଓଡିଶାର ଦୌଡରାଣୀ ଦୂତୀ । ଏନେଇ ଖୁବ ଶୀଘ୍ର ସେ ସୁଟିଂ ପାଇଁ…

ଅନ୍ଧବିଶ୍ୱାସୀ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଫାପ ଡୁପଲେସିସ । ଭାରତ ବିପକ୍ଷରେ ଟସ ଜିତିବାକୁ ପଡିଆକୁ ଆଣିଲେ ପ୍ରକ୍ସି…

କନକ ବ୍ୟୁରୋ: ପଡିଆ ବଦଳିଲା । ଟସ୍ ପାଇଁ ଆସିଲେ ପ୍ରକ୍ସି କ୍ୟାପଟେନ ଟେମ୍ଭା ବାଭୁମା । ତଥାପି ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକାର ଭାଗ୍ୟ ବଦଳିଲାନି । ପୁଣି ଥରେ କୋହଲିଙ୍କ ବିପକ୍ଷରେ ଟସ୍ ହାରିଲେ ଫାଫ୍ ଡୁପ୍ଲେସିସ୍ । ଗତ ଦୁଇଟି ଯାକ ମ୍ୟାଚରେ ଟସ୍ ହାରିଥିଲା ଭ୍ରମଣକାରୀ ଟିମ୍ । ଆଶା…