Daily Archives

October 19, 2019

ମହିଳାଙ୍କଠାରୁ ମୋବାଇଲ ଛଡାଇବା ବେଳେ ଧରାପଡିଲା ଲୁଟେରା । ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ମୋବାଇଲ ଚୋରକୁ ଧରି ନିସ୍ତୁକ ପିଟିଲେ ଲୋକେ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଂଚଳରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଶ୍ରୀକ୍ଷେତ୍ର ବିହାର ଆଇଗିଣିଆ ଅଂଚଳରେ ତିନିଜଣ ମହିଳା ମର୍ଣ୍ଣିଂ ୱାର୍କ କରୁଥିଲେ । ଆଉ ଏତିକି ବେଳେ ପଛପଟୁ ଏକ ସ୍କୁଟି ତାଙ୍କୁ ଫଲୋ କରିଥିଲା । ସ୍କୁଟରେ…

ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡ଼ରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ : ବଜାରରୁ ୩୩ ହଜାର ଡବା ଫେରାଇନେଲା…

କନକ ବ୍ୟୁରୋ : ବେବି କେୟାର ମାର୍କେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜନସନ୍ ଆଣ୍ଡ ଜନସନ୍ ପାଉଡ଼ରରେ ରହିଛି କ୍ୟାନସର ସଷ୍ଟିକାରୀ ତତ୍ୱ । କୋମଳମତିଙ୍କ କୋମଳ ତ୍ୱଚା ପାଇଁ ବ୍ୟବହୃତ ହେଉଥିବା ଏହି ପାଉଡ଼ରରେ ଅଛି ମାରାତ୍ମକ ରୋଗର ଉପାଦାନ । ଜନସନ୍ ଓ ଜନସନ୍ ବେବି ପାଉଡ଼ରରେ ଏସବେଷ୍ଟସ୍…

ଲାଇସେନ୍ସ କରାଇଦେବାକୁ ଲାଞ୍ଚ ନେଉଥିଲେ ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟର କିରାଣୀ ବଲ୍ଲଭ ନାଗ। କ୍ୟାମେରାରେ କଏଦ ହେଲା…

କନକ ବ୍ୟୁରୋ: ଲାଇସେନ୍ସ ପାଇଁ ଲାଂଚ । ଆଉ ଏହି ଲାଂଚ ମାଗୁଛନ୍ତି ବଲାଙ୍ଗୀର ଜିଲ୍ଳା ଶ୍ରମ ବିଭାଗର କିରାଣୀ । ନାଁ ତାଙ୍କର ବଲ୍ଲଭ ନାଗ । ସରକାରୀ କିରାଣୀ ହୋଇ ମଧ୍ୟ ଲାଇସନ୍ସ ଟିଏ ପାଇଁ ଲୋକଙ୍କୁ ଲାଂଚ ଦେବାକୁ ବାଧ୍ୟ କରୁଛନ୍ତି । ଆଉ ଲାଂଚ ନେବାର ଏତମାମ୍ ଦୃଶ୍ୟ କଏଦ ହୋଇଯାଇଛି…

ଧର୍ମଶାଳା ଭିଏଲଡବ୍ଲୁଙ୍କ ମୃତ୍ୟୁ ଘଟଣାରେ ବିଜେପି ଆଣିଲା ସଂଗୀନ ଅଭିଯୋଗ। ଇନ୍ଦିରା ଆବାସ ଦୁର୍ନୀତି ସଂପର୍କରେ…

କନକ ବ୍ୟୁରୋ: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିଜେପିର ପ୍ରେସମିଟ । ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅନୁଧ୍ୟାନ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ବେଶ ରହସ୍ୟଜନକ । ସ୍ମିତାଙ୍କ ମୃତ୍ୟୁକୁ ନେଇ ତାଙ୍କ…

ବିରଳ ପ୍ରତିଭାର ଅଧିକାରୀ ଦିପ୍ତୀ ଶର୍ମା : ଆଖିରେ ପଟି ବାନ୍ଧି ଇଂରାଜୀର ସମସ୍ତ ଆଲଫାବେଟ୍ ଅତି ସହଜରେ ଟାଇପ୍…

କନକ ବ୍ୟୁରୋ : କଠିନ୍ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସବୁ କିଛି ସମ୍ଭବ । ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ । ଆଉ ଏପରି ପ୍ରମାଣିତ କରିଛନ୍ତି ବିରଳ ପ୍ରତିଭାର ଅଧିକାରୀ ତଥା ବିସ୍ମୟ ବାଳିକା କୁନି ଦିପ୍ତୀ । ବୟସ ସିନା କମ୍ ହେଲେ କୁନି କୁନି ହାତରେ ଆଖିରେ ପଟି ବାନ୍ଧି ଟାଇପ୍ କରିବାରେ…

କପି ରୋକିବାକୁ ଅଦ୍ଭୁତ ଉପାୟ: ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ; ପେଟିର ଗୋଟିଏ ପଟେ…

କନକ ବ୍ୟୁରୋ: କପି ରୋକିବାକୁ ଅଦ୍ଭୁତ ଉପାୟ । ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କାଗଜ ପେଟି । ଅର୍ଥାତ ଛାତ୍ରଛାତ୍ରୀଙ୍କ ମୁଣ୍ଡକୁ କାଗଜ ପେଟିରେ ସଂପୂର୍ଣ୍ଣ ଆବଦ୍ଧ କରି ପରୀକ୍ଷା ହଲରେ ବସିବାକୁ କୁହାଯାଇଥିଲା । କେବଳ ଗୋଟିଏ ପାଶ୍ୱର୍କୁ କଣା କରାଯାଇଥିଲା, ଫଳରେ ସେମାନେ ଉତର ଖାତା ଦେଖିପାରିବେ…