Daily Archives

October 6, 2019

ଦଶହରା ଭିଡକୁ ସାବଧାନ୍ ! ପୂଜା ପେଣ୍ଡାଲରେ ବୁଲୁଛନ୍ତି ଲୁଟେରା, ଟାର୍ଗେଟରେ ମହିଳା । ରାଜଧାନୀରେ ଗୋଟିଏ ଦିନରେ ୫…

କନକ ବ୍ୟୁରୋ : ମହାମାୟୀ ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆଉ ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଉ ଏହି ଭିଡର ଫାଇଦା ଉଠାଇ ଶ୍ରଦ୍ଧାଳୁଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ଏଭଳି ଖବର ଆଜି ସମସ୍ତଙ୍କୁ ଚମକାଇ…

ଆସନ୍ତା ୪୮ ଘଣ୍ଟାରେ ବର୍ଷା ସମ୍ଭାବନା: ଭିଜିବ ଓଡିଶା, ପାଣିଚିଆ ହୋଇପାରେ ଦଶହରା ମାହୋଲ

କନକ ବ୍ୟୁରୋ: ଦଶହରାରେ ମାଡି ଆସୁଛି ବର୍ଷା । ଆଗାମୀ ୪୮ ଘଣ୍ଟା ଭିତରେ ଭିଜିବ ସାରା ରାଜ୍ୟ । ଉତ୍ତର ଏବଂ ଉପକୂଳ ଓଡିଶାରେ ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ଲଗାଣ ବର୍ଷା ହେବାର…

ପାଣିପାଗ ବିଭାଗର ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି ଗଞ୍ଜାମ, କୋରାପୁଟ,…

ମୁରଲିଧରନଙ୍କ ରେକର୍ଡର ସମକକ୍ଷ ହେଲେ ଅଶ୍ୱିନ୍ । ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ୱିକେଟ୍ କ୍ଲବରେ ହେଲେ ସାମିଲ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନ୍ ବୋଲର ଆର୍ ଅଶ୍ୱିନ୍ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ୟୁନିସ୍ ଡି ବ୍ରୁଇନଙ୍କ ୱିକେଟ୍ ଦଖଲ କରି ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦…

ପଶୁପ୍ରେମୀଙ୍କ ପାଇଁ ପ୍ରେରଣା: ପଶୁ, ପକ୍ଷୀଙ୍କୁ ପୁଅ ଝିଅ ଭଳି ପାଳୁଛନ୍ତି, ବାପା-ମାଆଙ୍କ ପରି ପୂଜା କରୁଛନ୍ତି ଏହି…

କନକ ବ୍ୟୁରୋ: ପୋଷ୍ୟ ପଶୁ ପାଲଟିଛନ୍ତି ପରିବାର । କେରଣଳର ଏମିତି ଏକ ଦମ୍ପତି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ପାଲଟିଯିବ । କେରଳସ୍ଥିତ କୋଚିର ଏକ ଦମ୍ପତି ଉଷା ଏବଂ ଦିନେଶ ତାଙ୍କ ଘରେ ଗୋଟିଏ ନୁହେଁ କି ଦୁଇଟା ନୁହେଁ କୁକୁର, ବିରାଡ଼ି, ପେଚା, ଗାଈ, ପାରା…

ସହିଦ ବାୟୁସେନା ଅଧିକାରୀଙ୍କୁ ସମ୍ମାନ ! ଜାତୀୟ ଯୁଦ୍ଧ ସ୍ମାରକୀରେ ରହିବ ୧୯୯୦ ଆକ୍ରମଣରେ ସହିଦ ବାୟୁସେନା ଅଧିକାରୀଙ୍କ…

୧୯୯୦ ମସିହାରେ ବିଚ୍ଛିନ୍ନତାବାଦୀ ୟାସିନ୍ ମଲିକଙ୍କ ଦ୍ୱାରା ନିହତ ସ୍କ୍ଵାଡର୍ଣ୍ଣ ଲିଡର୍ ରବି ଖାନ୍ନାଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ଅନ୍ତର୍ଭୁକ୍ତ କରିବାକୁ ଭାୟତୀୟ ବାୟୁସେନା ଅନୁମୋଦନ କରିଛି । ତାଙ୍କର ନାମ ସେଠାରେ ରଖାଯିବା ଉଚିତ ବୋଲି ସମ୍ପୃକ୍ତ ବାୟୁସେନା କର୍ତ୍ତୃପକ୍ଷମାନେ…