Daily Archives

October 6, 2019

ପୂଜା ଭିଡ ଭିତରକୁ ଯାଉଥିଲେ ସାବଧାନ ! ଭକ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା , ଗହଳି ଭିତରେ ହେଉଛି ଲୁଟ୍ 

ପୂଜା ଭିଡକୁ ଘାରିଛି ଲୁଟ୍ ଭୟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଦଶହରାରେ ଆସିଛି ଲୁଟର ଖବର । ପୂଜାମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ସହଜରେ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ରାଜଧାନୀର ନୟାପଲ୍ଲୀ ପୂଜା ମଣ୍ଡପରେ ୩ ଜଣ ମହିଳା ହୋଇଛନ୍ତି ଲୁଟର ଶିକାର । ଭିଡ ଭିତରେ ୩ ଜଣ…

ବିଶାଖାପାଟଣା ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ । ୩୯୫ ରନକୁ ପିଛା କରି ୨୦୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ: ବିଶାଖାପାଟଣା ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ । ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଶେଷ ଦିନରେ ମ୍ୟାଚ ଜିତି ନେଇଛି କୋହଲି ବ୍ରିଗେଡ୍ । ଭାରତର ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ସମସ୍ତ ୱିକେଟ୍ ହରାଇ ୧୯୧ ରନରେ ଅଲଆଉଟ୍…

ମୁରାଦାବାଦରେ ଲକ୍ଷ୍ନୌ-ଆନନ୍ଦବିହାର ଡ଼ବଲ ଡ଼େକର ଟ୍ରେନ୍ ଲାଇନ୍ ଚ୍ୟୁତ । ଫସିରହିଥିବା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ…

କନକ ବ୍ୟୁରୋ: ଟ୍ରାକରୁ ଖସିଲା ଟ୍ରେନ୍ । ଉତରପ୍ରଦେଶ ମୁରାଦାବାଦରେ ଲକ୍ଷ୍ନୌ-ଆନନ୍ଦବିହାର ଡ଼ବଲ ଡ଼େକର ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ଏହି ଘଟଣାରେ କିଛି ଯାତ୍ରୀ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଂଚାଇବା ପ୍ରଥମ କାମ…

ବିଶ୍ୱ କବି ସମ୍ମିଳନୀରେ ମାତୃଭାଷାକୁ ଗୁରୁତ୍ୱ ଦେଲେ ଉପରାଷ୍ଟ୍ରପତି ! କହିଲେ , ପ୍ରଥମେ ନିଜ ମାତୃଭାଷା ଶିଖନ୍ତୁ…

ବିଶ୍ୱ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏହି ସମ୍ମିଳନୀରେ ମାତୃଭାଷା ଶିକ୍ଷା ଉପରେ ଜୋର ଦେଇଛନ୍ତି ଉପ-ରାଷ୍ଟ୍ରପତି । ଭାବନାକୁ ପରିପ୍ରକାଶର ସବୁଠାରୁ ଶ୍ରେଷ୍ଠ ମାଧ୍ୟମ ମାତୃଭାଷା ବୋଲି କହିଛନ୍ତି ଶ୍ରୀ ନାଇଡୁ । ଭୁବନେଶ୍ୱର କିଟ୍ ପରିସରରେ ଅନୁଷ୍ଠିତ…

ସମ୍ବଲପୁରରେ ଦଶହରାରେ ବଡ ଅଘଟଣ । ସଡକ ଘାଟରେ ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ୬ ଜଣ ଝିଅ

କନକ ବ୍ୟୁରୋ: ସାରା ଦେଶରେ ଦଶହରାକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ସମ୍ବଲପୁରରୁ ଆସିଛି ଏକ ଅଭାବନୀୟ ଖବର । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଛନ୍ତି ୬ ଜଣ ଝିଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସଡକ ଘାଟ ନିକଟରେ । ୬ ଜଣ ଝିଅ ପାଣିରେ ଭାସିଯିବା ଖବର…

ଧିରେ ଧିରେ ପିଶାଚ ପାଲଟୁଛି ମଣିଷ ! ବିବାହିତା ମହିଳାଙ୍କୁ ୬ ଦିନ ଧରି କରାଗଲା ଦୁଷ୍କର୍ମ , ସେଥିରେ ମନ ବୁଝିଲାଣି…

ମଧ୍ୟପ୍ରଦେଶର ବଡବାନୀରେ ଜଣେ ବିବାହିତାଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିବାର ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ହାତରେ ଲେଖା ଥିବା ତାଙ୍କ ସ୍ୱାମୀ, ଭାଇ ଓ ଓମ୍ ନାମକୁ ସିଗାରେଟ୍ ଚେଙ୍କ ଦେଇ ଅଭିଯୁକ୍ତ ଲିଭାଇ ଦେଇଥିବା ଜଣା ପଡ଼ିଛି । ଏଭଳି ଅମାନବିକ…