Daily Archives

October 2, 2019

ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ପରାଜୟ ପରେ ପୂର୍ବ ପେଶାକୁ ଫେରିଲେ ଭେଟେରାନ…

କନକ ବ୍ୟୁରୋ : ପୁଣି ଡାକ୍ତର ଭୂମିକାରେ କଂଗ୍ରେସର ପୂୂର୍ବତନ ବିଧାୟକ । କଂଗ୍ରେସର ହେଭିୱେଟ୍ ନେତା ତଥା ତିନି ତିନିଥରର ବିଧାୟକ ପ୍ରଫୁଲ ମାଝୀଙ୍କ ନୂଆ ଲୁକ । ଚଳିତ ନିର୍ବାଚନରେ ପରାଜିତ ହୋଇଥିବା ପ୍ରଫୁଲ୍ଲ ମାଝି ଏବେ ବି ଲୋକଙ୍କ ସେବାରେ ଲାଗିଛନ୍ତି  । ସେହି ସମାନ ସ୍ଥାନ ତଳସରା, ଖାଲି…

ଗାନ୍ଧୀ ଜୟନ୍ତୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଜାତିସଂଘ । ସଂଯୁକ୍ତ ରାଷ୍ଟ୍ର ମହାସଚିବ କଲେ ଟ୍ୱିଟ୍,…

କନକ ବ୍ୟୁରୋ : ଗାନ୍ଧି ଜୟନ୍ତୀ ଅବସରରେ ବାପୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି ଜାତିସଂଘ । ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଂଟୋନିୟୋ ଗୁଟାରିସ ଏନେଇ ଟୁଇଟ କରିବା ସହ ଲେଖିଛନ୍ତି ମହାତ୍ମାଗାନ୍ଧି ଏପରି ଏକ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ ଯାହାକି ଇତିହାସ ବଦଳାଇଦେଲା । ମିଳିତ ଜାତିସଂଘରେ…

ସର୍ତମୂଳକ ପଦଯାତ୍ରା କରିବାକୁ ପ୍ରିୟଙ୍କାଙ୍କୁ ଅନୁମତି ଦେଲା ଲକ୍ଷ୍ନୌ ପ୍ରଶାସନ ! ହେଲେ ପଦଯାତ୍ରାରେ ଅଭିଭାଷଣ ଉପରେ…

କନକ ବ୍ୟୁରୋ : ଉତରପ୍ରଦେଶ ଲକ୍ଷ୍ନୌରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପଦଯାତ୍ରା । ତାଙ୍କୁ ସର୍ତମୂଳକ ଭାବେ ପଦଯାତ୍ରା କରିବାକୁ ଅନୁମତି ଦେଇଛି ପ୍ରଶାସନ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ କଂଗ୍ରେସ ଗାନ୍ଧୀ ସନ୍ଦେଶ ଯାତ୍ରାର ଆୟୋଜନ…

ଭକ୍ତ ଦାସଙ୍କ ଦିଲ୍ଲୀ ମୋହ ଭାଙ୍ଗିିଲା : ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କଲେ ବରିଷ୍ଠ ନେତା ଭକ୍ତ ଚରଣ ଦାସ

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେନି ଭକ୍ତଚରଣ ଦାସ । ଲୋକସଭା ନିର୍ବାଚନରୁ ମୁହଁ ମୋଡ଼ିଲେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ।  ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଦିଲ୍ଲୀ ମୋହ ଭାଙ୍ଗିଛି । ଆଗକୁ ଆଉ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ଏକ ସାମ୍ବାଦିକ…

ଓଡିଶାରେ ଲାଗୁ ହୋଇପାରେ ଏନଆରସି । ଭାରତୀୟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ

କନକ ବ୍ୟୁରୋ: ଓଡିଶାରେ ଲାଗୁ ହୋଇପାରେ ଏନଆରସି । ଏନେଇ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ଗୃହ ମନ୍ତ୍ରଣାଳୟ । ଚିଠିରେ କେନ୍ଦ୍ରାପଡାରେ ଏନଆରସି ଲାଗୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ଚଳିତବର୍ଷ ଜାନୁଆରୀ ୨୧ରେ ଓଡିଶା ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ…

ସିଏସି ଅଧ୍ୟକ୍ଷ ପଦରୁ କପିଲ ଦେବଙ୍କ ଇସ୍ତଫା। ବିସିସିଆଇ ଏଥିକ୍ସ କମିଟିର ନୋଟିସ ପରେ କପିଲ ପଦରୁ ଇସ୍ତଫା ଦେଇଥିବା…

କନକ ବ୍ୟୁରୋ:  ସିଏସି ବା କ୍ରିକେଟ ଏଡଭାଇଜରି କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ କପିଲ ଦେବ । କପିଲ ଦେବ ଇସ୍ତଫା ଦେବା ନେଇ ଔପଚାରିକ ଭାବେ ଘୋଷଣା କରିପାରନ୍ତି ସିଓଏ ବିନୋଦ ରାୟ । ବିସିସିଆଇର ଏଥିକ୍ସ କମିଟିର ନୋଟିସ ପରେ କପିଲ ଦେବ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି ।…