Daily Archives

October 2, 2019

ଡ୍ୟାନ୍ସ ବାର ଗୁଡିକର ବଢିଲା ଅଡୁଆ: ପୁଲିସ ଡିଜି କହିଲେ, ଫାୟାର ଏନଓସି ତ୍ରୁଟିପୂର୍ଣ୍ଣ; ଏନଓସି ଦେଇଥିବା ଅଧିକାରୀଙ୍କ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଡ୍ୟାନ୍ସ ବାରକୁ ଝଟକା । ଡ୍ୟାନ୍ସବାରକୁ ମିଳିଥିବା ଫାୟାର ଏନଓସିକୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି ଡିଜିପି । ଡିଜିପି କହିଛନ୍ତି, ଏନଓସି ଦେଇଥିବା ଅଫିସରଙ୍କ କୌଣସି ଅଧିକାର ନାହିଁ । ତେଣୁ ପ୍ରୋସିଜର ଅନୁସାରେ ବାରମାଲିକମାନେ ପୁଣି ଥରେ ଲାଇଲେନ୍ସ ପାଇଁ…

ଗାନ୍ଧୀ ଜୟନ୍ତୀରେ ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ: ପଦଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ,…

କନକ ବ୍ୟୁରୋ: ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ବିଜେଡି ଜନସମ୍ପର୍କ ପଦଯାତ୍ରା । ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ବିଜେଡିର ଏହି ପଦଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ସହ ଯୋଡି ହେବା ଆଉ…

କେନ୍ଦୁଝର ଉପରସୁମଠ ଜଙ୍ଗଲରେ ପଡିଥିବା ହାତୀର ଅବସ୍ଥା ସଂକଟାପର୍ଣ୍ଣ : ଫେରିଗଲେ ଶିମିଳପାରୁ ଚିକିତ୍ସା ପାଇଁ ଆସିଥିବା…

କନକ ବ୍ୟୁରୋ : କେନ୍ଦୁଝର ଉପରସୁମଠ ଜଙ୍ଗଳରେ ମାଈ ହାତୀ ଅବସ୍ଥା ଗୁରୁତର ରହିଛି । ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଆସିଥିବା ଶିମିଳପାଳ ଡାକ୍ତରୀ ଦଳ ମଧ୍ୟ ଫେରିଯାଇଛନ୍ତି । ଏବେ କେନ୍ଦୁଝରର ସ୍ଥାନୀୟ ଡାକ୍ତରୀ ଦଳ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏଯାଏ ହାତୀଙ୍କୁ କେଉଁ ରୋଗ…

ଅସହାୟ, ନିସ୍ୱ ବୃଦ୍ଧ : ଭଙ୍ଗା ଦଦରା ଗାଡ଼ିରେ ବିତୁଛି ୭୫ ବର୍ଷିୟ ରାଜନଙ୍କ ଜୀବନ, ଦୃଷ୍ଟି ଦିଅନ୍ତୁ ସରକାର

କନକ ବ୍ୟୁରୋ : ପରିଣତ ବୟସରେ ନିସ୍ୱ ଓ ଅସହାୟ । ଭଙ୍ଗା ଗାଡ଼ିରେ ବିତୁଛି ଜୀବନ । ନିରାଶ୍ରୟଙ୍କ ବୃଦ୍ଧଙ୍କ ପାଇଁ ଶେଷ ଭରସା ପାଲିଟିଛି ଭଙ୍ଗା ଦଦରା ଗାଡ଼ି । ଏ ବୟସରେ ବେସାହାରା ହୋଇ ରାସ୍ତା କଡ଼ରେ ପଡ଼ି ରହିଛନ୍ତି କେନ୍ଦ୍ରାପଡ଼ା ମାର୍ଶାଘାଇର ରାଜନ୍ ସାହୁ । ଭଙ୍ଗା ଗାଡ଼ିରେ ଆଶ୍ରୟ ନେଇଥିବା…

ଖଣ୍ଡପଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବାଣପୁରର ବିଭିନ୍ନ ଗାଁରେ…

କନକ ବ୍ୟୁରୋ: ଖଣ୍ଡପଡାରେ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବାଇଗୁଣିଆ ଗାଁରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏହାପରେ ବାଣପୁର ଗାଁର ବିଭିନ୍ନ ଗାଁରେ ପଦଯାତ୍ରା କରିଛନ୍ତି ବହୁସଂଖ୍ୟାରେ କର୍ମୀ ଓ ନେତା ।…

ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ପାଳୁଛି ଦେଶ: ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ…

କନକ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ । ଆଜି ତାଙ୍କ ଜନ୍ମ ଜୟନ୍ତୀ ସାରା ଦେଶରେ ପାଳିତ ହେଉଥିବାବେଳେ ସେ ଛାଡି ଯାଇଥିବା ଅଭୁଲା ସ୍ମୃତି ପୁଣି ଥରେ ମାନସପଟରେ ତରଙ୍ଗାୟିତ ହୋଇଛି । ଗାନ୍ଧୀ ଥିଲେ ଭାତରୀୟ ମୁକ୍ତି ସଂଗ୍ରାମର ମହାନାୟକ, ଅହିଂସାର…