Daily Archives

September 17, 2019

ବିନି ଦିଦି ପରେ ଏବେ ଚର୍ଚ୍ଚାରେ ପୁଷ୍ପଲତା: ରୋଗୀଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗାନ୍ତି, ନଈ ପାର ହୋଇ…

କନକ ବ୍ୟୁରୋ: ଭରା ନଈ, ପ୍ରଖର ସ୍ରୋତ । ନଈ ମଝିରେ ଅଣ୍ଟେ ଅଣ୍ଟେ ପାଣି । ପାଣି ଭିତରେ ପାଦେ ପାଦେ ବିପଦ, ଗୋଡ ଟିକେ ଏପଟ ସେପଟ ହେଲେ ଭାସିଯିବାର ଭୟ, ପାଣି ବଢିଗଲେ ବୁଡିଯିବାର ଆଶଙ୍କା । ଆଉ ତାରି ଭିତରେ ଲୋକଙ୍କ ସେବା କରିବାର ଅଦମ୍ୟ ଝୁଙ୍କ, ନଈ ଡେଇଁବାର ଅଖଣ୍ଡ ଆତ୍ମବିଶ୍ୱାସ ।…

ପୁରୀରେ ପୁଣି ଆରମ୍ଭ ହେବ ଉଚ୍ଛେଦ: ୫ ଶିକ୍ଷାନବୀଶ ଆଇଏଏସଙ୍କ ନେତୃତ୍ୱରେ ଡିଜିପିଏସ ପଦ୍ଧତିରେ ଚିହ୍ନଟ ହେଲା ସ୍ଥାନ

କନକ ବ୍ୟୁରୋ: ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚାରିପଟେ ଥିବା ସମସ୍ତ ସୁରକ୍ଷିତ ଓ ଅସୁରକ୍ଷିତ କୋଠାକୁ ଉଚ୍ଛେଦ କରାଯାଇଛି । ୭୫ ମିଟର ପରିଧିରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଓ ବଡ ଆଖଡା ମଠ ଉଚ୍ଛେଦ କରାଯାଇଥିବା ବେଳେ ମଙ୍ଗୁମଠ, ସାନ ଛତା ମଠ ଓ ପଂଜାବୀ ମଠର ଉଚ୍ଛେଦ କାର୍ଯ୍ୟ…

କାଲି କଡା ଟକ୍କର । ମୋହାଲିରେ ମହାମୁକାବିଲା, ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣଆଫ୍ରିକା ।

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ହେବ କଡା ଟକ୍କର । ପଞ୍ଜାବର ମୋହାଲିଠାରେ ହେବ ମହାମୁକାବିଲା । ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ବର୍ଷା ପାଇଁ ବାତିଲ ହୋଇଥିବା ବେଳେ କାଲି ସନ୍ଧ୍ୟା ୭ଟାରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍ । ଏଥିପାଇଁ ଦୁଇ…

ସମ୍ବଲପୁରରୁ ପୁଣି ଆସିଲା ରାଗିଂର ନୃଶଂସ ଚିତ୍ର। ଘରୋଇ ଆବାସିକ କଲେଜରେ ଛାତ୍ରଙ୍କୁ ୨ ଦିନ ଧରି ବାଥରୁମରେ ବନ୍ଦ କରି…

କନକ ବ୍ୟୁରୋ: ସମ୍ବଲପୁରରୁ ପୁଣି ଆସିଲା ରାଗିଂ ଅଭିଯୋଗ । ଘରୋଇ ଆବାସିକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ମାଝିପାଲି ସ୍ଥିତ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା ଛାତ୍ରଙ୍କୁ ୨ ଦିନ ଧରି ବାଥରୁମରେ ପୁରାଇ ସିନିୟର ମାନେ ନିସ୍ତୁକ ମାଡ…

ସରକାରୀ ଚାକିରିଆ ପାଇଛନ୍ତି ‘କାଳିଆ’ ଟଙ୍କା ! ୨୦ ହଜାର କର୍ମଚାରୀ ଓ ପେନସେନ ଭୋଗୀଙ୍କୁ ମିଳିଛି କାଳିଆ ସହାୟତା।…

କନକ ବ୍ୟୁରୋ: ସରକାରୀ କର୍ମଚାରୀ ଫେରାଇବେ କାଳିଆ ଟଙ୍କା । ସରକାରୀ କର୍ମଚାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ୨୦ ହଜାର କର୍ମଚାରୀ ଓ ପେନସେନ ଭୋଗୀ କାଳିଆ ଟଙ୍କା ପାଇଛନ୍ତି । ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଦରମାରୁ କାଳିଆ ଟଙ୍କା କଟିବ । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ…

ପଶୁ ହେଲେ ତ କଣ ହେଲା…ନଦୀରେ ଯୁବକଙ୍କୁ ବୁଡି ଯାଉଥିବାର ଦେଖି ପାଣିକୁ ଡେଇଁ ପଡିଲା ହାତୀ ଛୁଆ

ହାତୀକୁ ସାଧାରତଃ ସବୁଠୁ ଶାନ୍ତ ଜୀବ ବୋଲି କୁହାଯାଏ କିନ୍ତୁ ଯେତେବେଳେ ସେ ରାଗି ଯାଏଁ ସେତେବେଳେ ସବୁକିଛି ଭାଙ୍ଗି ଭୁଙ୍ଗି ଚୁରମାର କରିଦିଏ । ହେଲେ ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସୋସିଆଲ…