Daily Archives

September 17, 2019

ହେଲମେଟ ନପିନ୍ଧି ବାଇକ ଚଲାଇବା, ମୃତ୍ୟୁକୁ ଖୋଲାଖୋଲି ନିମନ୍ତ୍ରଣ ଦେବା : ୨୦୧୮ରେ ବିନା ହେଲମେଟରେ ଗାଡ଼ିଚାଳନା କରି…

କନକ ବ୍ୟୁରୋ : ବିନା ହେଲମେଟରେ ଗାଡ଼ି ଚାଳନା ବିପଦପୂର୍ଣ୍ଣ । ହେଲେମେଟ୍ ନପିନ୍ଧି ଗାଡ଼ି ଚଳାଇ ପ୍ରତି ବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ତଥାପି ଚେତୁନାହାନ୍ତି ଲୋକେ । ଗତବର୍ଷ ଦୁର୍ଘଟଣାରେ ପ୍ରାୟ ୪୩ ହଜାର ୬ଶହ ହେଲମେଟ ପିନ୍ଧି ନଥିବା ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।…

ବହୁତ ହୋଇଗଲା, ଆଉ ଚଳିବନି ! ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ । ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ବନ୍ଦ ହେବ ଅତ୍ୟଧିକ ପ୍ଳାଷ୍ଟିକର ବ୍ୟବହାର । ପ୍ଲାଷ୍ଟିକ ବନ୍ଦ ନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…

ଆଇନକୁ ଫୁ ! ନିୟମ କୋହଳ ହେବା ପରେ ଚାଲିଛି ଖୁଲମଖୁଲ୍ଲା ନିୟମ ଉଲ୍ଲଂଘନ, ରାଜଧାନୀରେ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି…

କନକ ବ୍ୟୁରୋ :  ନୂଆ ଟ୍ରାଫିକ ନିୟମ ଆସିଲା । ରାଜ୍ୟରେ ବେଶ୍ କିଛି ଦିନ ନିୟମ କଡ଼ାକଡ଼ି ହେଲା । ଲୋକେ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ବି ଗଣିଲେ । ହେଲେ କେତେଦିନ? ପୁଣି ଯାହା କୁ ସେୟା ! ଲୋକଙ୍କ ସୁବିଧା ଦୃଷ୍ଟିରୁ ତିନି ମାସ ନିୟମ କୋହଳ କଲେ ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ…

ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା । ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରି,…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା । ପୁରୀ ଆସି ଅନୁଧ୍ୟାନ କରି ଯାଇଥିବା ଆମିକସ କ୍ୟୁରି  ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି । ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଥିଲେ । ଅକ୍ଟୋବର ୩ରେ ମାମଲାର ପରବର୍ତୀ…

ବିଭିନ୍ନ ସମସ୍ୟାକୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଦଳିୟ କର୍ମୀଙ୍କ ପରି ପ୍ରଶାସନିକ ଅଧିକାରୀମାନେ କାମ କରୁଥିବା…

କନକ ବ୍ୟୁରୋ: ସାମୂଦ୍ରିକ ଝଡ ଫୋନିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଏବଂ ବ୍ରହ୍ମଗିରି । ତେବେ ନିୟମ ଅନୁସାରେ କ୍ଷତିପୂରଣ ବଂଟନ ବେଳେ ସ୍ଥାନୀୟ ବିଧାୟକଙ୍କ ସାମିଲ କରାଯିବା କଥା କିନ୍ତୁ ପ୍ରଶାସନ ପକ୍ଷକୁ ଏହାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି । ଆଜି…

ରିଲ୍ ନୁହେଁ ରିୟଲ ଲାଇଫର ‘ଭାଇରସ୍’ । ଏକାସଙ୍ଗେ ଦୁଇ ହାତରେ ଲେଖୁଛନ୍ତି ସପ୍ତମ ଶ୍ରେଣୀର ଛାତ୍ରୀ

କଥାରେ ଅଛି, ଅଭ୍ୟାସ କରିବା ଦ୍ୱାରା କୌଣସି ବି ଅସିଦ୍ଧ କାମକୁ ସିଦ୍ଧ କରାଯାଇପାରେ..ଅର୍ଥାତ୍ ଯଦି ଆପଣ କୌଣସି କାମକୁ ଏକାଗ୍ରତାର ସହ କରନ୍ତି ତେବେ ତାହା ନିଶ୍ଚୟ ସଫଳ ହୋଇଥାଏ ଆଉ ଏହି କଥାକୁ ସତ ପ୍ରମାଣିତ କରିଛି ଏକ ସପ୍ତମ ଶ୍ରେଣୀର ଛାତ୍ରୀ । ଯିଏକି ସିନେମାରୁ ପ୍ରେରିତ ହୋଇ ଏକ…