Daily Archives

September 3, 2019

ଭାରତ ଝିଅ ହେବେ ଅଷ୍ଟ୍ରେଲିଆର ବୋହୂ ! ଭାରତୀୟ ଝିଅ ବିନିଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍…

କନକ ବ୍ୟୁରୋ : ଭାରତ ଝିଅ ହେବେ ଅଷ୍ଟ୍ରେଲିଆ ବୋହୂ । କୁହାଯାଏ, ପ୍ରେମକୁ କୌଣସି ସୀମା ବାନ୍ଧିକି ରଖିପାରେ ନାହିଁ । ପ୍ରେମର କୌଣସି ସୀମା ନଥାଏ । ପ୍ରେମ କେତେବେଳେ କେଉଁଠି ହୁଏ, ତାହା ଆକଳନ କରିବା କଷ୍ଟକର । ଅନେକ ସମୟରେ ପ୍ରଥମେ ଦେଖାରେ ହିଁ ପ୍ରେମ ହୋଇଯାଏ । କୁହାଯାଏ ପ୍ରେମରେ ଜାତି,…

ବାହାମାସକୁ ମାଡି ଆସିଛି ବଡ ବିପଦ । ଉଗ୍ରରୂପ ନେଇଛି ସାମୁଦ୍ରିକ ଝଡ ଡୋରିଆନ୍, ଜନବସତି ଆଡକୁ ମାଡି ଆସିଛି ଜୁଆର, ଫଶି…

କନକ ବ୍ୟୁରୋ : ବାହାମାସରେ ମହାବାତ୍ୟା । ସାମୁଦ୍ରିକ ଝଡ଼ ଡ଼ୋରିଆନ୍, ବାହାମାସ୍ ପାଇଁ ଏକ ବଡ ଧରଣର ବିପର୍ଯ୍ୟୟ ଆଣିଛି । ଘଂଟା ପ୍ରତି ପ୍ରାୟ ୨୫୦ କିଲୋମିଟର ବେଗର ପବନ ବୋହିବା ସହ ବିପର୍ଯ୍ୟୟର ତାଣ୍ଡବ ରଚିଛି ଏହି ସାମୁଦ୍ରିକ ଝଡ଼ । ବର୍ତମାନ ସୁଦ୍ଧା ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦…

ଚନ୍ଦ୍ରଯାନ-୨ର ଅବତରଣ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଇତିହାସ ରଚିବାକୁ ଆଉ ମାତ୍ର ୧୦୦ କିମିର ଦୂର, ଚନ୍ଦ୍ରର…

କନକ ବ୍ୟୁରୋ : ଇସ୍ରୋ ଯେପରି ସିଗନାଲ ଦେଉଛି, ସେହି ଅନୁରୂପ କାମ କରୁଛି ଚନ୍ଦ୍ରଯାନ-୨ । ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ । ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଛି ବିକ୍ରମ…

ଆଖଡା ମଠ ମହନ୍ତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ଶେଷ । ଜିଲ୍ଲାପାଳ କହିଲେ, ସମସ୍ତଙ୍କ ସହ ଆଲୋଚନା ହେବ, ତା ପରେ ମଠ…

କନକ ବ୍ୟୁରୋ : ପୁରୀ ବଡ ଆଖଡା ମଠ ଉଚ୍ଛେଦକୁ ବିରୋଧ ଘଟଣାରେ ମଠ ମହନ୍ତଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଆଲୋଚନା ଶେଷ । ଆଲୋଚନା ସଫଳ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । କେବଳ ବଡ ଆଖଡା ନୁହେଁ ବରଂ ଅନ୍ୟ କିଛି ମଠ ମହନ୍ତଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ…

ନିୟମ ଭାଙ୍ଗିଲେ ବି ଗାଡିରୁ ଚାବି କାଢି ନେଇପାରିବେନି ଟ୍ରାଫିକ ଅଧିକାରୀ! ବିନା ବର୍ଦ୍ଦିରେ କାଟିପାରିବେନି ଚାଲାଣ,…

ନୂଆ ମୋଟରଯାନ ଆଇନ ଆସିବା ପରେ ସକ୍ରିୟ ହୋଇଉଠିଛନ୍ତି ଟ୍ରାଫିକ ଅଧିକାରୀ । ପ୍ରତି ଛକ, ପ୍ରତି ରାସ୍ତାରେ ଗାଡି ଚାଳକଙ୍କ ଉପରେ କଡା ନଜର ରଖିଛନ୍ତି ଟ୍ରାଫିକ ପୋଲିସ । ନିୟମ ଉଲ୍ଲଂଘନ କରିବା ମାତ୍ରେ କଟାଯାଉଛି ଚାଲାଣ । ଯାହା ଦେଖିବା ପରେ ଏବେ ଗାଡି ଚାଳକଙ୍କ ମନରେ ଛନକା ପଶିଛି । ତେବେ…

ବିନା ଖାଦ୍ୟରେ ବଞ୍ଚିଛନ୍ତି: ୩୬ ବର୍ଷ ହେବ ଚା’ ପିଇ ବଞ୍ଚିଛନ୍ତି ୭୦ ବର୍ଷର ବୃଦ୍ଧା

କନକ ବ୍ୟୁରୋ: ସେ କିଛି ଖାଉ ନାହାନ୍ତି । ନା ଭାତ ଖାଉଛନ୍ତି ନା ରୁଟି ଖାଉଛନ୍ତି । କିଛି ନଖାଇ କେବଳ ଚା ପିଇ ସେ ସେମିତି ବଞ୍ଚିଛନ୍ତି । ୭୦ ବର୍ଷ ବୟସରେ ବିନା ଖାଦ୍ୟରେ ଖାଲି ଚା ପିଇ ସେ ସୁସ୍ଥ ମଣିଷ ପରି ଧାଁଦୌଡ କରୁଛନ୍ତି । କଥାଟା କାନକୁ ଟିକେ ଖଟକା ଶୁଭୁଥିଲେ ବି ଏକଦମ ସତ । ହଁ…