Daily Archives

September 3, 2019

ଆପଣ ଖାଉଥିବା ତେଲ ଅସଲି ନା ନକଲି ? ହଜାର ହଜାର ଲିଟର ନକଲି ତେଲ ଜବତ ପରେ ବଢୁଛି ଆଶଙ୍କା, ଅସଲି ବ୍ରାଣ୍ଡ ନାଁରେ…

କନକ ବ୍ୟୁରୋ : ଦୈନନ୍ଦିନ ଜୀବନରେ ଆପଣ ଯେଉଁ ତେଲ ଖାଉଛନ୍ତି କିମ୍ବା କିଣୁଛନ୍ତି, ତାହା ଅସଲି ନା ନକଲି ? ଏମିତି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ବିଗତ କିଛି ଦିିନ ମଧ୍ୟରେ ଅନେକ ନକଲି ତେଲ କାରଖାନା ଠାବ କରାଯାଇଛି । ତେଲ ଏଭଳି ଏକ ସାମଗ୍ରୀ, ଯାହାକୁ ଆମେ ଦୈନନ୍ଦିନ ଜୀବନରେ ଖାଦ୍ୟ…

ଭାରତରୁ ଔଷଧ କିଣିବ ପାକିସ୍ତାନ ! ମହଙ୍ଗା ମାଡ ସହିନପାରି ଶେଷରେ ନୁଆଁଇଲା ମୁଣ୍ଡ, ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି…

କନକ ବ୍ୟୁରୋ : କାଶ୍ମୀର ହତାଶାରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପାଇଁ ଧିରେ ଧିରେ ବଢୁଛି ଅଡୁଆ । ବିଶେଷ କରି ମହଙ୍ଗା ମାଡରେ ଘାଇଲା ହୋଇଛି ପାକ୍ । ଯାହାଫଳରେ ଭାରତରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ଏ ନେଇ ପାକିସ୍ତାନର…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ୮ଟି ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଅରେଞ୍ଜ ଓ୍ଵାର୍ଣ୍ଣିଂ…

ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ବିଜେପି ବିଧାୟକ । ଲୋକଙ୍କ ସେବା ପାଇଁ ଏବେ ନିର୍ବାଚନ ଲଢିବେ ବିଧାୟକଙ୍କ ପତ୍ନୀ…

କନକ ବ୍ୟୁରୋ : ଜନସାଧାରଣଙ୍କର ସେବା କରୁ କରୁ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ସ୍ୱାମୀ । ଆଉ ଏବେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ପତ୍ନୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ଦାନ୍ତେୱାଡାର ବିଧାୟକ ଥିବା ଭୀମ…

କଟକ ପରେ ରାଜଧାନୀରେ ନକଲି ତେଲ କାରଖାନା ଠାବ : ଅସଲି ବ୍ରାଣ୍ଡରେ ନାଁରେ ତିଆରି ହେଉଛି ନକଲି ଘିଅ ଓ ଖାଇବା ତେଲ

କନକ ବ୍ୟୁରୋ : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ତେଲ କାରଖାନା ଠାବ । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରୁ ନକଲି ତେଲ କାରଖାନା ଠାବ ହୋଇଛି । ଅସଲି ବ୍ରାଣ୍ଡରେ ନକଲି ତେଲ ତିଆରି କରି ବଜାରକୁ ଛଡାଯାଉଥିଲା । ଘିଅ , ଖାଇବା ତେଲ ଓ ରାଶି ତେଲର ଏଠାରେ ଅପମିଶ୍ରଣ ହେଉଥିଲା ।  ୨ ହଜାର…

ଛତିଶଗଡର ଝିଅକୁ ଭୁବନେଶ୍ୱରରେ ଦୁଷ୍କର୍ମ : ୟୁପିର ଜଣେ ଯୁବକ ଚାକିରି କରାଇଦେବାକୁ କହି ହୋଟେଲରେ ଦୁଷ୍କର୍ମ  କରିଥିବା…

କନକ : ଛତିଶଗଡ଼ର ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ଦୁଷ୍କର୍ମ । ଅଭିଯୁକ୍ତ ଚାକିରି ଦେବା ନାଁରେ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ । ଆଉ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।  ଅଭିଯୁକ୍ତ ଜଣକ ହେଲେ ୟୁପିର ଜୟକୁମାର । ଭୁବନେଶ୍ୱର କଟକ ରୋଡ଼…