Daily Archives

August 27, 2019

ବିନା ଅସ୍ତ୍ରଶସ୍ତ୍ରରେ ହୀରାକୁଦ ସୁରକ୍ଷା : ଦୀର୍ଘତମ ନଦୀ ବନ୍ଧରେ ଖାଲି ହାତରେ ସୁରକ୍ଷା ଦେଉଛନ୍ତି ଓଡିଶା ଶିଳ୍ପ…

କନକ ବ୍ୟୁରୋ : ସବୁଠାରୁ ବଡ ନଦୀବନ୍ଧ ହୀରାକୁଦ । ପୃଥିବୀ ବିଖ୍ୟାତ ହୀରାକୁଦ ନଦୀ ବନ୍ଧର ସୁରକ୍ଷାକୁ ନେଇ ସବୁ ବେଳେ ପ୍ରଶ୍ନ ଉଠିଛି । ହୀରାକୁଦ ନଦୀବନ୍ଧକୁ ଶିଳ୍ପ ନିରାପତ୍ତା ବାହିନୀର ଯବାନମାନେ ସୁରକ୍ଷା ଦେଉଛନ୍ତି । କିନ୍ତୁ ବନ୍ଧ ଜଗୁଥିବା ଯବାନଙ୍କ ପାଖରେ ନା ଅଛି ଲାଠି ନାହିଁ ଅନ୍ୟ…

ବନ୍ୟା ଛାଡ଼ିଯିବା ପରେ ବଢ଼ିଲା ଦୁର୍ଦ୍ଦଶା : ସୁବର୍ଣ୍ଣପୁରରେ ଭାଙ୍ଗିଛି ଘରଦ୍ୱାର, ଚାଷ ଜମିରେ ବନ୍ୟା ପାଣି

କନକ ବ୍ୟୁରୋ : ବନ୍ୟା ଛାଡ଼ିଯାଇଛି ସତ ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଘର ଦ୍ୱାର ଭାଙ୍ଗିବା ସହ ଜୀବନ ଜିବିକା ହରାଇଛନ୍ତି ସୁବର୍ଣ୍ଣପୁର ତରଭା ବ୍ଲକ ତୁଲୁଣ୍ଡା ଗାଁର ୫୦ଟି ପରିବାର । ଗତ ୧୩ ତାରିଖରେ ଗାଁ ନିକଟରେ ଥିବା ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବନ୍ଧ ଭାଙ୍ଗିଯିବା ଦ୍ୱାରା ଗାଁରେ…

ବୟସର ଅପରାହ୍ନରେ ଅଲୋଡ଼ା ଅସହାୟ ବିଜୁବାବୁଙ୍କ ସାରଥୀ : ଭଙ୍ଗାଦଦରା ଘରେ ବିତୁଛି ଜୀବନ, ଆହାପଦେ କହିବାକୁ କେହିନାହିଁ

କନକ ବ୍ୟୁରୋ : ଅଲୋଡ଼ା ଅସହାୟ ବିଜୁବାବୁଙ୍କ ସାରଥୀ । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବିଜୁବାବୁଙ୍କ ଡ୍ରାଇଭର ତଥା ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରା । ଭଙ୍ଗାଦଦରା ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ବୟସର ଅପରାହ୍ନରେ ଆହାପଦେ କହିବାକୁ କେହିନାହିଁ । ପୁଅଟି ଛଡ଼ା ନିଜର…

ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ବିଜୁଳି ବିଲ ପରେ ଏବେ ବକେୟା ପାଣି ବିଲ ଛାଡ କରିବାକୁ ଘୋଷଣା କଲେ…

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ପୁଣି ଦିଲ୍ଲୀ ବାସିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ପାଣିର ବକେୟା ବିଲ ଛାଡ କରିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ । ତେବେ ଏହି ଯୋଜନା କେବଳ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କ…

ଏବେ ଆଉ ଗରମକୁ ଡରିବାକୁ ପଡିବ ନାହିଁ , ଖୁବ୍ ଶୀଘ୍ର ବଜାରକୁ ଆସିବ ଏସି ଟି-ସାର୍ଟ , ପ୍ରଚଣ୍ଡ ଗରମରୁ ଶରୀରକୁ ରଖିବ…

ଗରମରୁ ତ୍ରାହି ଦେବାପାଇଁ ଏସି ଏବଂ କୁଲର୍ ପରେ ଏବେ ବୈଜ୍ଞାନିକଙ୍କ ଦ୍ୱାରା କୁଲ୍ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଭାଇସ୍ ଟି-ସାର୍ଟରେ ଲଗାଇବା ପରେ ପ୍ରଚଣ୍ଡ ଗରମରେ ମଧ୍ୟ ଏହା ଦେହକୁ ଥଣ୍ଡା ରଖିବ । ଏହାକୁ ମିନି ଏସି ବୋଲି ମଧ୍ୟ…

ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା: ଉଚ୍ଛେଦ କାମ ବନ୍ଦ କରିବା ପାଇଁ ହୋଇଥିଲା ୨ଟି ଆବେଦନ

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା ।  ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ ହୋଇଥିଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଆବେଦନ କରିଥିଲେ । ସୁପ୍ରିମକୋର୍ଟରେ ଆଜି ଏହି ମାମଲାକୁ ଖାରଜ କରି ଉଚ୍ଚେଦ କାମ…