Daily Archives

August 10, 2019

ବାପାଙ୍କ ଡର, ପୁଅକୁ କରିଦେଲା ଉଦ୍ଭାବକ! ବିନା ସ୍ୱିଚ୍ ଦବାଇ ବନ୍ଦ ହୋଇଯାଉଛି ଘରେ ଲାଗିଥିବା ସମସ୍ତ ଲାଇଟ୍

ଉତ୍ତରପ୍ରଦେଶର ମଉ ଜନପଦରେ ରହୁଥିବା ୧୩ବର୍ଷୀୟ ବାଳକ ଏମିତି ଏକ ଆବିଷ୍କାର କରିଛି ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। ଉତ୍ସବ ନାମକ ବାଳକ ରିମୋଟ ମାଧ୍ୟମରେ ବିଜୁଳି ବଲକୁ ଅନ୍‌-ଅଫ୍‌ ଟେକ୍‌ନିକ୍‌ ଆବିଷ୍କାର କରିଛି। ତେବେ ପିଲାର ଏଭଳି କାମକୁ ଦେଖି ପିତା-ମାତା ବହୁତ ଖୁସି…

ଆବର୍ଜନା କୁଣ୍ଡ ପାଲଟିଛି ସୋନପୁର ରାଜଉଆସ : ଗଡ଼ଜାତ ସଂସ୍କୃତି, ପରମ୍ପରା ଓ ସଭ୍ୟତା ବଖାଣୁଥିବା ରାଜବାଟୀ ଏବେ…

କନକ ବ୍ୟୁରୋ : ଶ୍ରୀହୀନ ହୋଇପଡ଼ିଛି ସୋନପୁର ରାଜପ୍ରାସାଦ । ରାଜାରାଜୁଡ଼ା ଶାସର ନାହିଁ କି ରାଜପ୍ରସାଦାର ଶୋଭା ମଧ୍ୟ ଆଉ ନାହିଁ । ଗଡ଼ଜାତର ସଂସ୍କୃତି, ପରମ୍ପରା ଓ ସଭ୍ୟତା ବଖାଣୁଥିବା ରାଜଉଆସ ଆଜି ପରିତ୍ୟକ୍ତ ହୋଇପଡ଼ିଛି  । ଗଛ, ଲତା ଓ ଆବର୍ଜନାରେ ଭରିଯାଇଛି ରାଜଉଆସ ।  ରକ୍ଷାଣାବେକ୍ଷଣ…

ନଈ କୂଳରେ କର୍ମଚାରୀ! କାମ କଲାନି ଓଡ଼ିଶା ନେଟୱର୍କ, ଛତିଶଗଡର ୪-ଜି ସେବାକୁ ଭରସା

କନକ ବ୍ୟୁରୋ: ନଈ କୂଳରେ କର୍ମଚାରୀ । କାମ କଲାନି ଓଡ଼ିଶା ନେଟୱର୍କ, ଛତିଶଗଡର ଫୋର୍ ଜି ସେବାକୁ ଭରସା । ମାଲକାନଗିରି ସାବେରୀ କୂଳରେ ବସି ସରକାରୀ କାମ କରୁଛନ୍ତି ମୋଟୁ ତହସିଲ କର୍ମଚାରୀ । ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ କାର୍ଯ୍ୟାଳୟରେ ଏବେ ବି ସ୍ଥାୟୀ ଇନ୍ଟରନେଟ ସେବା ନାହିଁ ।…

ବାସ୍ତବରେ କେଉଁ ରୋଗରେ ପୀଡିତ ଅଛନ୍ତି ଜେଟଲି? ଯେଉଁ କାରଣରୁ ମୋଦିଙ୍କଠାରୁ ବି ରହୁଛନ୍ତି ଦୂରେଇ, ଚିଠି ଜରିଆରେ…

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ରକ୍ତ ସଂଚାଳନ ଠିକ୍ ରହିଛି ବୋଲି ମେଡିକାଲ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି । ସେ ଆହୁରୀ ୨ରୁ…

ମୋବାଇଲ ରେଡ଼ିଏସନରୁ ରକ୍ଷା କରିବ ବେଲପତ୍ର : ଓଡ଼ିଆ ପୁଅ ଆୟୁଷ ତିଆରି କଲେ ବେଲପତ୍ର କଭର୍

କନକ ବ୍ୟୁରୋ : ମୋବାଇଲ ରେଡ଼ିଏସନରୁ ରକ୍ଷା କରିବ ବେଲପତ୍ର । ବେଲପତ୍ରରେ ତିଆରି ହେବ ମୋବାଇଲ କଭର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୋବାଇଲରୁ ବାହାରୁଥିବା ରେଡିସନରୁ ବଂଚିବା ପାଇଁ ଏଭଳି ଏକ ବିକଳ୍ପ ବାହାର କରିଛନ୍ତି ୧୭ ବର୍ଷର ଓଡିଆ ପୁଅ ଆୟୁଷ ଆଚାର୍ଯ୍ୟ । ଦୀର୍ଘ ତିନି…

ଗଛ କାଟି ଦେବା ପରେ ଭୋ ଭୋ କାନ୍ଦିଲା ୯ବର୍ଷର ଝିଅ: ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ; ‘ଗ୍ରୀନ ଆମ୍ବାସଡର’…

କନକ ବ୍ୟୁରୋ: ଗଛ କାଟି ଦେବା ପରେ ଭୋ ଭୋ କାନ୍ଦିଲା ୯ବର୍ଷର ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଏହାପରେ ୯ବର୍ଷୀୟ ଝିଅକୁ ଗ୍ରୀନ ଆମ୍ବାସଡର ବନାଇଦେଲେ ମଣିପୁର ମୁଖ୍ୟମନ୍ତ୍ରୀ । ମଣିପୁର କାକଚିଙ୍ଗ ଜିଲ୍ଲାରେ ରହୁଥିବା ଚତୁର୍ଥ ଶ୍ରେଣୀର ଛାତ୍ରୀ ଭେଲେନଟିନା ନିଜ ଘର ପାଖ ଦେଇ…