Daily Archives

August 3, 2019

ଦୁଷ୍କର୍ମ କରିଥିଲେ, ଦଣ୍ଡ ପାଇଲେ ! ପାଠପଢା ଆଳରେ ନାବାଳିକାକୁ ଦୁଷ୍କର୍ମ କରୁଥିଲେ ଟ୍ୟୁସନ୍ ସାର୍, କୋର୍ଟ ଦେଲେ ୨୦…

କନକ ବ୍ୟୁରୋ : ପାଠପଢା ଆଳରେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଟ୍ୟୁସନ୍ ଶିକ୍ଷକଙ୍କୁ ଦଣ୍ଡିତ କରିଛନ୍ତି କୋର୍ଟ । ଦିଲ୍ଲୀର ତିସହଜାରି କୋର୍ଟ ଏହି ଶୈତାନ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହି ଟ୍ୟୁସନ୍ ଶିକ୍ଷକଙ୍କ ନାଁ ହେଉଛି ରୋହନ କୁମାର । ଅଭିଯୁକ୍ତ ରୋହନ…

ଯାଜପୁରର ବାପା, ପୁଅ ବିବାଦର ସମାଧାନ ପରେ ଜିଲ୍ଳାପାଳ ଅଫିସରେ ପହଞ୍ଚିଲେ ପୁଅ : ଆପୋଷ ବୁଝାମଣା କରିବାକୁ…

କନକ ବ୍ୟୁରୋ : କନକ ନ୍ୟୁଜ ବିତର୍କରେ ଯାଜପୁରର ବାପା, ପୁଅ କଳିରେ କିଛିଟା ସମାଧାନର ସୂତ୍ର ବାହାରିଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୂଅ ସୂର୍ଯ୍ୟମଣି ମିଶ୍ର । ଜିଲ୍ଲାପାଳଙ୍କୁ ଭେଟି ଘଟଣାରେ ଆପୋଷ ବୁଝାମଣା କରିବାକୁ ନିବେଦନ କରିଛନ୍ତି ପୁଅ । ବାପା କ୍ଷେତ୍ରମୋହନ ମିଶ୍ରଙ୍କୁ…

ଗାନ୍ଧୀ-ଗଡସେଙ୍କୁ ନେଇ ପୁଣି ବିଧାନସଭାରେ ବିରୋଧୀ ମୁହାଁମୁହିଁ। ନାଥୁରାମଙ୍କୁ ଗୃହରେ ମୁର୍ଦାବାଦ କହିବେ କି ପ୍ରଶ୍ନ…

କନକ ବ୍ୟୁରୋ: ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ ଓ ଗଡସେ ପ୍ରସଙ୍ଗ । ସଂସଦରେ ବନ୍ଦେ ମାତରମ କହିବାକୁ ବାଧ୍ୟ କରାଯାଉଥିବା ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଏପରିକି ଏଥିପାଇଁ କାହାକୁ ବାଧ୍ୟ କରାଯାଇପାରିବନି ବୋଲି ସେ ଯୁକ୍ତି ରଖିଥିଲେ ।…

ଛତିଶଗଡରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା: ଗୁଳି ବିନିମୟ ଘଟି ୭ ନକ୍ସଲ ନିପାତ

କନକ ବ୍ୟୁରୋ: ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଟଳିପଡିଛନ୍ତି ୭ ଜଣ ହାଡକୋର ନକ୍ସଲ । ତେବେ ଏହି ଏନକାଉଂଟର ଛତିଶଗଡର ରାଜନନ୍ଦ ଗାଁର ବଗନାଦୀ ପୁଲିସ୍ ଷ୍ଟେସନ ନିକଟରେ ଘଟିଛି । ଅନ୍ୟପଟେ, ନିହତ…

ବିଜେପି ସାଂସଦଙ୍କ ପାଠଶାଳା : କ୍ଲାସ ନେବେ ମୋଦି ଓ ଶାହ

କନକ ବ୍ୟୁରୋ : ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ସାଂସଦଙ୍କ ପାଇଁ ଦୁଇ ଦିନିଆ ଅଭ୍ୟାସ ଶିବିର ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସାଂସଦ ଉପସ୍ଥିତ ରହିବା ବାଧ୍ୟତାମୂଳକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୁଣି ଘୁଞ୍ଚିଲା ମହାନଦୀ ଶୁଣାଣି । ଓଡ଼ିଶା ଦାଖଲ କଲା ସମସ୍ତ ଦସ୍ତାବିଜ, ସେପ୍ଟେମ୍ବର ୨୮ରେ ହେବ ପରବର୍ତ୍ତୀ ଶୁଣାଣି

କନକ ବ୍ୟୁରୋ: ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।…