Daily Archives

August 3, 2019

ଘାଟିରେ ଜୋରଦାର ସେନା ମୁତୟନ ପରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ: ସ୍ୱାଧୀନତା ଦିବସରେ ୪ହଜାର ୪୮୩ ପଞ୍ଚାୟତରେ…

କନକ ବ୍ୟୁରୋ: ଜମ୍ମୁକଶ୍ମୀରରେ ବହୁ ସଂଖ୍ୟାରେ ସେନା ମୁତୟନ ପରେ ନୂଆ ନୂଆ ତଥ୍ୟ ସବୁ ସାମନାକୁ ଆସୁଛି । କୁହାଯାଉଛି କାଶ୍ମୀର ଘାଟିକୁ ଆତଙ୍କବାଦ ମୁକ୍ତ କରିବା ସହ ବିଜେପି ତାର ସ୍ଥିତି ସୁଦୃଢ଼ କରିବା ପାଇଁ ରଣନୀତି ବନାଇଛି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଓ ଜାତୀୟ…

ବିଜ୍ଞାନର ପ୍ରଚାର ଓ ପ୍ରସାର ପାଇଁ ସକ୍ରିୟ ସରକାର । ରାଜ୍ୟର ଆଉ ୪ଟି ସ୍ଥାନରେ ନିର୍ମାଣ ହେବ ପ୍ଲାନେଟୋରିୟମ ।

କନକ ବ୍ୟୁରୋ: ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ରାଜ୍ୟରେ ଆଉ ୪ଟି ସ୍ଥାନରେ ପ୍ଲାନେଟୋରିୟମ ପ୍ରତିଷ୍ଠା କରିବାକୁ ରଜ୍ୟ ସରକାରଙ୍କ ନିଷ୍ପତି । ତେବେ ଗୋପାଳପୁର, ରାୟଗଡ଼ା, ବାରିପଦା ଓ କେନ୍ଦୁଝର ଭଳି ସ୍ଥାନରେ ହେବ ଏହି ୪ଟି ପ୍ଲାନେଟୋରିୟମ୍ । ଏନେଇ ବିଧାନସଭାରେ…

ଲଗାଣ ବର୍ଷାରେ ବେହାଲ ମୁମ୍ବାଇ : ସ୍କୁଲ ବନ୍ଦ, ୪୮ ଘଣ୍ଟା ପର୍ଯ୍ୟନ୍ତ ରେର୍ଡ଼ ଆଲର୍ଟ

କନକ ବ୍ୟୁରୋ : ପୁଣି ପାଣି ପାଣି ହେଲା ମୁମ୍ବାଇ । ଗତକାଲି ଠାରୁ ମାୟାନଗରୀ ମୁମ୍ବାଇରେ ବର୍ଷା ଜାରି ରହିଛି । ରାସ୍ତା ଉପରେ ପାଣି ରହିଥିବା କାରଣରୁ ଗାଡି ଚଳାଚଳ ମଧ୍ୟ ବ୍ୟାଘତ ହୋଇଛି । ଅଧିକାଂଶ ସ୍ଥାନରେ ପ୍ରବଳ ପାଣି ଜମିରହିଛି । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି…

କମିସନରେଟ୍ ପୁଲିସର କଡା ଆଭିମୁଖ୍ୟ: ଅଭ୍ୟାସଗତ ଅପରାଧୀକୁ ଭୁବନେଶ୍ୱର ମନା, ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଇବା…

କନକ ବ୍ୟରୋ: ‘ଅଗ୍ନି’କୁ ତଡିପାର । ଜଣେ ଅଭ୍ୟାସଗତ ଅପରାଧୀକୁ ଭୁବନେଶ୍ୱର ଭିତରେ ପ୍ରବେଶ ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଂଚଳ ସରକନ୍ତରାର କ୍ଷୀତେଶ୍ୱର ଷଡଙ୍ଗୀ ଓରଫ ଅଗ୍ନିକୁ ତଡିପାର କରାଯାଇଛି । ଓଡିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ରେ କମିଶନରେଟ…

ଟଙ୍କପାଣି ରୋଡରେ ଡବଲ ଏନକାଉଣ୍ଟ ପରେ ପୁଲିସର ବଡ ଖୁଲାସା : ରସୁଲଗଡରେ ଆକ୍ରମଣ ଘଟଣାରେ ଦୁଇ ଅପରାଧୀଙ୍କ ରହିଛି…

କନକ ବ୍ୟୁରୋ : ଭୁବନେଶ୍ୱର ଟଙ୍କପାଣି ରୋଡରେ ଡବଲ ଏନକାଉଣ୍ଟର ପରେ ପୁଲିସର ବଡ ଖୁଲାସା । ରସୁଲଗଡ ତୃପ୍ତି ଢାବା ମାଲିକ ବୁଲୁ ସାମନ୍ତରାୟଙ୍କ ଆକ୍ରମଣ ଘଟଣାରେ ଏହି ଦୁଇ ଅପରାଧୀଙ୍କ ସଂପୃକ୍ତି ରହିଥିବା ପୁଲିସ କହିିଛି । ମଂଚେଶ୍ୱର ପୁଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର…

ଏଣିକି ଧମକ ଦେଲେ ହେବ ଜେଲ୍! ଏନେଇ ଅଭୟ ବାଣୀ ଶୁଣାଇଲେ ସୁପ୍ରିମକୋର୍ଟ, ଜାଣନ୍ତୁ କଣ କହୁଛି ଆଇନ୍

ଯଦି ଆପଣ କାହାକୁ ଦେଖି ନେବି ବୋଲି ଧମକ୍ ଦିଅନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏଣିକି ଏଭଳି ଧମକ ଚମକ ଦେଲେ ମିଳିବ ଦଣ୍ଡ । ଏପରିକି ଏଭଳି ମନ୍ତବ୍ୟ ପାଇଁ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବା ସହିତ ଜେଲର ହାୱା ମଧ୍ୟ ଖାଇବାକୁ ପଡିପାରେ । ଭାରତୀୟ ଦଣ୍ଡ ସଂହିତା ଅର୍ଥାତ୍…