Daily Archives

July 27, 2019

ରାଜ୍ୟରେ ପଞ୍ଜିକୃତ ବେକାରୀଙ୍କ ସଂଖ୍ୟା କେତେ ଓ ନିଯୁକ୍ତି ପାଇଛନ୍ତି କେତେ ? ବିଧାନସଭାରେ ପୂରା ହିସାବ ଦେଲେ ମନ୍ତ୍ରୀ…

କନକ ବ୍ୟୁରୋ : ରାଜ୍ୟରେ ବେକାରୀଙ୍କ ସଂଖ୍ୟା କେତେ ? କେତେ ଜଣ ଯୁବକ ଯୁବତୀ ରାଜ୍ୟରେ ବେକାରୀ ଅଛନ୍ତି । ସରକାର ଏମାନଙ୍କୁ ନିଯୁକ୍ତି ଦେବା ପାଇଁ କଣ ସବୁ ଯୋଜନା କରିଛନ୍ତି ଓ କେବେ ସୁଦ୍ଧା ଏହି ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ । ବିରୋଧୀ ଦଳ ମୁଖ୍ୟ ସଚେତକ ବିଷ୍ଣୁ ଚରଣ ସେଠୀଙ୍କ…

ମତେ କାହିଁକି ସମୟ ଦେଲନି ? ବିଧାନସଭାରେ ଋଷିଗଲେ ବିଧାୟକ, କହିଲେ ଆଲୋଚନା କଲେ କ’ଣ ସରକାର ଭାଙ୍ଗିଯିବ?

କନକ ବ୍ୟୁରୋ: ବିଧାନସଭାରେ ଋଷିଗଲେ ବିଧାୟକ । ଗୃହରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏପରିକି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉପରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ଯଥେଷ୍ଟ ସମୟ ନମିଳିବାରୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ…

ବିରୋଧୀଙ୍କ ମୁଲତବୀ ନୋଟିସରେ ସରକାରଙ୍କ ଜବାବ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ କୋଟି ୧୯ ଲକ୍ଷ ଚାଷୀ, ୫୧ ଲକ୍ଷ ୫ ହଜାର…

କନକ ବ୍ୟୁରୋ : କାଳିଆ ଯୋଜନା ପ୍ରସଙ୍ଗରେ ବିରୋଧୀଙ୍କ ମୁଲତବୀ ନୋଟିସର ଉତର ରଖି ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଛନ୍ତି ସରକାର । କୃଷିମନ୍ତ୍ରୀ କହିଛନ୍ତି, ଡିବିଟି ଓ ଖାଦ୍ୟ ଯୋଗାଣ ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ୍ ୧ କୋଟି ୧୯ ଲକ୍ଷ ଚାଷୀଙ୍କ ତାଲିକା…

ରାଜ୍ୟରେ ମୋଟ୍ ୬୩୯୦ ଭିକାରୀ ଚିହ୍ନଟ : କଟକ ଜିଲ୍ଲାରେ ବୁଲୁଛନ୍ତି ସର୍ବାଧିକ ଭିକାରୀ 

କନକ ବ୍ୟୁରୋ : ଓଡ଼ିଶାରେ ମୋଟ ୬୩୯୦ ଜଣ ଭିକାରୀ ଚିହ୍ନଟ ହୋଇଛନ୍ତି । ଭିକାରୀଙ୍କ ହିତ ଉଦ୍ଦେଶ୍ୟରେ ବିକଳ୍ପ ଆତ୍ମନିଯୁକ୍ତ ସହାୟ ଯୋଜନା ଚଳାଉଛନ୍ତି ରାଜ୍ୟ ସରକାର । ୨୮୮୬ ଜଣ ଭିକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି ।  କଟକ ଜିଲ୍ଲାରେ ସର୍ବାଧିକ ଭିକାରୀ ଭୁଲୁଛନ୍ତି । କଟକରେ…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଛାତି ଥରାଇଦେଲା ଭଳି ଭିଡିଓ ! ବଡଭଉଣୀ ଉପରେ ମାଡି ହୋଇଥିଲା କାନ୍ଥ କିନ୍ତୁ…

ବିସ୍ଫୋରଣ ସ୍ଥଳ ଭାବରେ ପରିଚିତ ସିରିୟା ପ୍ରତିଦିନ ବିସ୍ଫୋରଣ ତାଣ୍ଡବର ଶିକାର ପାଲଟୁଛି । ୨୦୧୫ ମସିହାରେ ତୁର୍କୀର ସିରିୟାରେ ତିନି ବର୍ଷର ଜଣେ କୁନି ଝିଅ ଆୟଲାନ୍ କୁର୍ଦୀର ଫଟୋ ସାରା ଦୁନିଆକୁ ବିଚଳିତ କରିଥିବା ବେଳେ ଏବେ ସେହିଭଳି ଆଉ ଏକ ଫଟୋ ସିରିୟାର ଇଦଲିବ୍ ରୁ ଆସିଛି । ଏହି ଫଟୋରେ…

ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା : ଟ୍ରାକରେ ଫଶିଲା ମହାଲକ୍ଷ୍ମୀ ଏକ୍ସପ୍ରେସ,ଉଦ୍ଧାର ଅପେକ୍ଷାରେ ଶହ ଶହ ଯାତ୍ରୀ 

କନକ ବ୍ୟୁରୋ : ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ୨୪ ଘଂଟା ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାପରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।…