Daily Archives

July 27, 2019

“ଯେ ନ କହିବ ଜୟ ଶ୍ରୀରାମ , ତାକୁ ପଠାଇଦିଅ କବ୍ରିସ୍ତାନ୍” ଭଳି ଉତ୍ତେଜିତ ଗୀତ ଗାଇ ବିବାଦରେ ଛନ୍ଦି ହୋଇଥିଲେ ଏହି…

“ଭଗବାଧାରୀ ସବପେ ଭାରୀ , ଚଲେ ହେଁ ଅପନା ସୀନା ତାନ୍ , ଜୋ ନ ବୋଲେ ଜୟ ଶ୍ରୀ ରାମ , ଭେଜ୍ ଦୋ ଉସକୋ କବ୍ରିସ୍ତାନ୍” ଏଭଳି ଏକ ଉତ୍ତେଜିତପୂର୍ଣ୍ଣ ଗୀତରେ କଣ୍ଠଦାନ କରି ଫସିଛନ୍ତି ଗାୟକ ବରୁଣ ବହାର । ତାଙ୍କୁ ଉତ୍ତରପ୍ରଦେଶର ଗୋଣ୍ଡା ପୋଲିସ୍ ଗିରଫ କରିସାରିଛି । ଏହି ଗାୟକଙ୍କ ବିରୋଧରେ…

ବିରାଟ ବ୍ରିଗେଡ୍ ସହ ଟକ୍କର ପାଇଁ ଦିନିକିଆ ଦଳ ଘୋଷଣା କଲା ୱେଷ୍ଟଇଣ୍ଡିଜ୍ । ମଇଦାନକୁ ଓହ୍ଲାଇବେ କ୍ରିସ୍ ଗେଲଙ୍କ ସମେତ…

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ୍ ଖେଳିବ ଭାରତ । ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଥିବା ବେଳେ ଆଜି ଦିନିକିଆ ସିରିଜ୍ ପାଇଁ ଦଳଘୋଷଣା କରିଛି ୱେଷ୍ଟଇଣ୍ଡିଜ । ତେବେ ବିଶ୍ୱକପ ପରେ କ୍ରିକେଟରୁ ସନ୍ୟାସ…

ସିଲଭର ସିଟିର ସାଇକୋ କିଲର ମିଳୁନି ପତ୍ତା : ୩ ଦିନ ଧରି ଜାଲ ବିଛାଇ ସାରାରାତି ପୋଲିସର ପାଟ୍ରୋଲିଂ , ହେଲେ ଫଳଶୂନ

କନକ ବ୍ୟୁରୋ : ଧରାପଡୁନି କଟକର ସାଇକୋକିଲର । ସିଲଭର ସିଟିରେ ତିନି ତିନିଟି ହତ୍ୟାକାଣ୍ଡ ଘଟାଇ ଲୁଚି ବୁଲୁଛି ହତ୍ୟାକାରୀ । ଆଉ ତାକୁ ଧରିବା ପାଇଁ ତନାଘନା ଜାରି ରଖିଛି କମିଶନରେଟ୍ ପୋଲିସ୍ । ତେବେ କଟକରେ ଯେମିତି ଏହିଭଳି ଘଟଣା ଆଉ ନଘଟେ, ସେଥିଲାଗି ପାଟ୍ରୋଲିଂ ଜାରି ରଖିଛି ପୋଲିସ ।…

ବାବାଙ୍କ ବାରିମୂଳ ଆଶ୍ରମରେ ନୋଟିସ ଲଗାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସାରଥୀଙ୍କ ବେଆଇନ୍ ସମ୍ପତିର ତଦନ୍ତ କରୁଛି…

କନକ ବ୍ୟୁରୋ : ଆତ୍ମଘୋଷିତ ବାବା ସାରଥୀଙ୍କ କେନ୍ଦ୍ରାପଡା ସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଶ୍ରମରେ ପହଞ୍ଚିଛନ୍ତି ଇଡିର ୪ ଜଣିଆ ଟିମ୍ । ମିଳିଥିବା ସୂଚନା ଅନୁସାରେ, ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଲଗାଯାଇଛି । ତେବେ…

ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ଆଜି ହେଉଛି ପୁଣ୍ୟତିଥି ! ଯାହାଙ୍କ ପଂକ୍ତିରେ ପଙ୍କିଳ ମାର୍ଗରେ…

“ମିସାଇଲ୍ ମ୍ୟାନ୍” ନାମରେ ପରିଚିତ ଭାରତର ପୂର୍ବ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କର ଆଜି ହେଉଛି ପୁଣ୍ୟତିଥି । ଆଜକୁ ଠିକ୍ ୪ ବର୍ଷ ତଳେ ଦୁନିଆକୁ ବିଦାୟ କହି ସେ ଇହଧାମ ତ୍ୟାଗ କରିଥିଲେ ଏବଂ ପଛରେ ଛାଡିଯାଇଥିଲେ ତାଙ୍କର କୋଟି କୋଟି ଅନୁଗାମୀଙ୍କୁ । ଯାହାଙ୍କ ବିୟୋଗରେ ସ୍ଥିର…

ସୁନ୍ଦରଗଡ଼ ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ଲୋକାୟୁକ୍ତ ନୋଟିସ୍  : ପଦବୀର ଦୁରୁପଯୋଗ କରି ବାସଭବନରେ ୭୦ ଲକ୍ଷ…

କନକ ବ୍ୟୁରୋ : ଲୋକାୟୁକ୍ତଙ୍କ ପକ୍ଷରୁ ସୁନ୍ଦରଗଡ଼ ପୂର୍ବତନ ଜିଲ୍ଲାପାଳଙ୍କୁ ନୋଟିସ୍ । ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକୟୁକ୍ତ । ପଦବୀର ଅପବ୍ୟବହାର କରି ୭୦ ଲକ୍ଷ ଟଙ୍କା ନିଜ ସରକାରୀ ବାସଭବନରେ ବ୍ୟୟ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ…