Daily Archives

July 23, 2019

ମୋର ରାଜନୀତିକୁ ଆସିବା ଭୁଲ ହୋଇଗଲା, ପଦ ଛାଡିବାକୁ ପ୍ରସ୍ତୁତ- କୁମାରସ୍ୱାମୀ

କନକ ବ୍ୟୁରୋ: ଭାଙ୍ଗି ଯାଇପାରେ କୁମାରସ୍ୱାମୀଙ୍କ ସରକାର । ଦୀର୍ଘ ୧୫ ଦିନ ହେବ କର୍ଣ୍ଣାଟକରେ ଚାଲିଥିବା ନାଟକରେ ଆଜି ପଡିପାରେ ଯବନିକା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୫ ବିଧାୟକ ଇସ୍ତଫା ଦେବା ପରେ ସଙ୍କଟରେ ପଡିଛି ସ୍ୱାମୀ ସରକାର । ତେବେ ସରକାର ସଙ୍କଟରେ ଥିବା ବେଳେ…

ବିଅର ଫ୍ୟାକ୍ଟ୍ରୀ ପାଇଁ ଗଛ କଟା ହୋଇଥିଲା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇଥିଲା । ହେଲେ ମନ୍ତ୍ରୀଙ୍କ…

ବିଅର ଫ୍ୟାକ୍ଟ୍ରୀ ପାଇଁ ଗଛ କଟା ହୋଇଥିଲା । ଆନ୍ଦୋଳନ ତୀବ୍ର ହେବା ପରେ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଛକଟା ବନ୍ଦ ରହିଥିଲା । ହେଲେ ଏବେ ଏହି ସତକୁ ଫାଙ୍କିଦେବା ପାଇଁ ଚେଷ୍ଟା ହୋଇଥିବା ଦେଖିବାକୁ ମିଳିଛି । ଖାସ କରି ବିଧାସନସଭାରେ…

୨୦୦ ଫାଇନ୍ ଦେଉଥିଲେ, ଏବେ ୧୦୦୦ ଦେବେ । ଧୁମ୍ରପାନକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ।

କନକ ବ୍ୟୁରୋ : ଧୁମ୍ରପାନ ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ହାନିକାରକ ଅଟେ । ଏହା ଜାଣିବା ସତ୍ୱେ ମଧ୍ୟ ଧୁମ୍ରପାନ ନିଶାରେ କବଳିତ ହେଉଛନ୍ତି ଯୁବ ସମାଜ । ସବୁଠାରୁ ବଡ କଥା ହେଉଛି, ଅନେକ ଲୋକ ସର୍ବସାଧାରଣରେ ମଧ୍ୟ ଧୁମ୍ରପାନ କରିଥାନ୍ତି । ଯାହାକି ଆଇନ୍ ଅନୁଯାୟୀ ଏକ ଅପରାଧ । ଆଉ ଏଥିପାଇଁ…

ଆସନ୍ତାକାଲି କଂଗ୍ରେସର ୩ ଘଣ୍ଟିଆ ବିକ୍ଷୋଭ । ନାବାଳିକା ନିଖୋଜ, ଦୁଷ୍କର୍ମ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ…

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟରେ କଂଗ୍ରେସ କରିବ ବିକ୍ଷୋଭ । ନାବାଳିକା ନିର୍ଯ୍ୟାତନା, ଦୁଷ୍କର୍ମ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ପ୍ରତି…

ମୋଦିଙ୍କର କିଏ ଏହି କୁନି ସାଙ୍ଗ? ଯାହାଙ୍କ ସହ ଖେଳୁଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବେଳେ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ମଙ୍ଗଳବାର ମଧ୍ୟ ମୋଦିଙ୍କୁ ସେହିଭଳି ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ମୋଦି ମଙ୍ଗଳବାର ଏମିତି ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ଛାଡିଛନ୍ତି ଯାହାକୁ ନେଇ…

ରାସ୍ତା ବଢିଲା, ଗଛ ଗଡିଲା । ୩ ବର୍ଷରେ କଟିଗଲା ୪ ଲକ୍ଷରୁ ଅଧିକ ଗଛ ।

କନକ ବ୍ୟୁରୋ : ରାସ୍ତା ପାଇଁ ଗତ ୩ ବର୍ଷ ମଧ୍ୟରେ କଟାଗଲାଣି ୪ ଲକ୍ଷରୁ ଅଧିକ ଗଛ । ଗୋଟିଏ ପଟେ ଗଛ କଟାଯିବା କାରଣରୁ ଜଳବାୟୁରେ ସାଂଘାତିକ ପରିବର୍ତ୍ତନ ଦେଖାଯାଉଥିବା ବେଳେ ଅନ୍ୟପଟେ ବିକାଶ ନାଁରେ ଗତ ୩ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଗଛ କଟାଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି…