Daily Archives

July 23, 2019

ଶ୍ରାବଣରେ ବର୍ଷା ଗାଏବ । ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ, ଶୁଖି ବଦଳି ଗଲାଣି ତଳିର ରଙ୍ଗ ।

କନକ ବ୍ୟୁରୋ : ଶ୍ରାବଣ ଆସିଲାଣି, ହେଲେ ବର୍ଷାର ଦେଖା ନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ଉଜୁଡିଗଲାଣି । ଗଜା ମରୁଡିର ଭୟ ଚାଷୀର ଚିନ୍ତା ବଢାଇ ଦେଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବାରୁ ଫସଲ ହେବା କଷ୍ଟକର ହୋଇଯାଇଛି…

ଫେଲ୍ ମାରିଲା ସରକାରୀ କଳ ! ନିଜ ଉଦ୍ୟମରେ ଭିଜାୱାଡା-ରାଂଚି ଜାତୀୟ ରାଜପଥ ପ୍ରକଳ୍ପର ଅଧାଗଢା ରାସ୍ତା ନିର୍ମାଣ କଲେ…

କନକ ବ୍ୟୁରୋ : ମାଲକାନଗିରି ମୋଟୁ ଗ୍ରାମବାସୀଙ୍କ ଗାନ୍ଧୀଗିରି । ଅଧାଗଢ଼ା ରାସ୍ତାକାମ ଶେଷ କଲେ ଗ୍ରାମବାସୀ । ମିଟର ଖାଲ ଭିତରେ ଆଣ୍ଠେଇ ଥିଲା ଭିଜାୱାଡା ରାଂଚି ପ୍ରକଳ୍ପର ଭାଗ୍ୟ । କେନ୍ଦ୍ର, ଆନ୍ଧ୍ର ଓ ଓଡିଶାର ତୁତୁ ମେମେ ଯୋଗୁଁ ଅଧାରେ ଅଟକିଥିବା ପ୍ରକଳ୍ପ କାମକୁ ସମ୍ପନ୍ନ କରିଛନ୍ତି…

ରେଜଲ୍ଟ ପୂର୍ବରୁ ହାର ମାନିଲା ହାତ: ତାରା କହିଲେ ଆମ ପ୍ରତି ବିପଦ ରହିଛି, ସୁର କହିଲେ ଆମେ ରହିବୁ ଥାର୍ଡରେ…???

କନକ ବ୍ୟୁରୋ: ରେଜଲ୍ଟ ପୂର୍ବରୁ ହାର ମାନିଲା ହାତ । ପାଟକୁରା ଫଳାଫଳ ବାହାରିବା ପୂର୍ବରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ । ପାଟକୁରାରେ କଂଗ୍ରେସ ହାରୁଥିବା ନେଇ ସ୍ୱୀକାର କରିଛନ୍ତି କଂଗ୍ରେସର ୨ ହେଭିୱେଟ । ବିଧାୟକ ତାରା ପ୍ରସାଦ ବାହିନୀପତି ପାଟକୁରା ରେଜଲ୍ଟ ନେଇ ପ୍ରତିକ୍ରିୟା ଦେଲା…

ବିବାହ ମଣ୍ଡପରେ ଅଧିକ ଯୌତୁକ ମାଗୁଥିଲେ ବରପକ୍ଷ । ପୋଲିସ୍ ଡାକିବା ସହ ଧକ୍କା ଦେଇ ଘରୁ ବାହାର କଲା କନ୍ୟା,ଶିଶୁପାଳ…

ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଟଙ୍କାଲୋଭୀଙ୍କୁ କେବେ ବି ଅଟକାଇ ପାରିବେ ନାହିଁ । ବିବାହରେ ଯୌତୁକପ୍ରଥା କିଛିକାଂଶରେ କମିଥିଲେ ମଧ୍ୟ ଏବେ ବି କିଛି ଲୋକଙ୍କ ବିକୃତ ମାନସିକତା ଏହି ପ୍ରଥା ସେତେଟା ଆଖିଦୃଶିଆ ଥମିନି । ଏହାର ଏକ ଉଦାହରଣ ଲଖନଉଁର ଠାକୁରଗଞ୍ଜ ଥାନା କ୍ଷେତ୍ରରେ ଦେଖିବାକୁ…

ବେଫିକର… ! ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ହୁଲସ୍ତୁଲ । ସରକାରଙ୍କ ଆଭିମୁଖ୍ୟ ସମସ୍ୟାକୁ ଜଟିଳ କରୁଥିବା…

ସରକାର ଅଡୁଆରେ । ବିରୋଧୀ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି । ପ୍ରସଙ୍ଗ ସାଂଘାତିକ । ପଂଚମ ପାଳିର ପ୍ରଥମ ଅଧିବେଶନରେ ସରକାର ପ୍ରଥମ ଥର ପାଇଁ ଆହ୍ୱାନର ସାମ୍ନା କରିଛନ୍ତି, ଯେତେବେଳେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ସ୍ୱରରେ ଶିଶୁ ସୁରକ୍ଷା ଓ ନାବାଳିକା ଦୁଷ୍କର୍ମ ମାମଲାରେ ନବୀନ…

ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାମ କରୁଥିବା ବେଳେ ଖସି ପଡିଲା ଫ୍ଲାସ ଓଭର; ୪ ଗୁରୁତର, ମେଡିକାଲରେ…

କନକ ବ୍ୟୁରୋ: ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଂଟରେ ଦୁର୍ଘଟଣା । କାର୍ଯ୍ୟରତ ବେଳେ ଫ୍ଲାସ ଓଭର ଖସି ପଡି ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଲକୋ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା, ୩ ଜଣ…