Daily Archives

July 22, 2019

ପୋଷ୍ଟ୍ ଅଫିସରେ ପୂରଣ କରନ୍ତୁ ଏହି ଫର୍ମ ! ପ୍ରତି ମାସରେ ବ୍ୟାଙ୍କ୍ ଆକାଉଣ୍ଟକୁ ଆସିବ ୩୦୦୦ ଟଙ୍କା ।

ଯଦି ଆପଣ ନିବେଶର କୌଣସି ଉକୃଷ୍ଟ ରାସ୍ତା ଚୟନ କରିବାକୁ ଚାହୁଁଛନ୍ତି ଯେଉଁଠି ଆପଣଙ୍କ ପୁଞ୍ଜି ସୁରକ୍ଷିତ ରହିବା ସହ ଏଥିରେ ଫାଇଦା ମଧ୍ୟ ମିଳୁଥିବ । ତେବେ ଏଥିପାଇଁ ପୋଷ୍ଟ୍ ଅଫିସ୍ ର ଏକ ସ୍କିମ୍ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହୋଇପାରେ । ପୋଷ୍ଟ୍ ଅଫିସର ଏହି ସ୍କିମରେ ନା କେବଳ ଆପଣଙ୍କ…

ସାରଥୀଙ୍କ ପାଇଁ ସର୍ତ୍ତ: ବାରିମୂଳ ଯାଇ ପାରିବେନି କି ଧର୍ମସଭା କରି ପାରିବେନି, ହାଇକୋର୍ଟ ଦେଲେ ୫ ନିର୍ଦ୍ଦେଶ

କନକ ବ୍ୟୁରୋ: ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ଆଜି ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ହେଁ ଆଜି ଆଉ ଏକ ମାମଲାରେ ତାଙ୍କୁ…

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏମଟିଏନଏଲ୍ ବିଲଡିଙ୍ଗରେ ଲାଗିଲା ନିଆଁ ! ଫସିରହିଛନ୍ତି ୧୦୦ ରୁ ଅଧିକ ଲୋକ ।

ମୁମ୍ବାଇର ବାନ୍ଦ୍ରା ସ୍ଥିତ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (ଏମଟିଏନଏଲ) ଅଟ୍ଟାଳିକାରେ ସୋମବାର ଭୀଷଣ ନିଆଁ ଲାଗିଛି । ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ବିଭାଗର ୧୪ ଟି ଗାଡି ନିଆଁ ଲାଗିଥିବା ସ୍ଥାନରେ ପହଁଚିଥିଲେ । ଉଦ୍ଧାରକାରୀ ଦଳ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏ…

ଚନ୍ଦ୍ରଯାନ-୨ ଯାତ୍ରାରେ ଚାଷୀ ପୁଅ ଚନ୍ଦ୍ରକାନ୍ତା ! ମିଶନ୍ ମୁନର ସଫଳ ପ୍ରକ୍ଷେପଣ ପଛରେ ରହିଛି ଜଣେ ଚାଷୀପୁଅଙ୍କ…

ପଶ୍ଚିମବଙ୍ଗ କଲିକତାର ଶିବପୁର ଗାଁର ଜଣେ ଚାଷୀ ମଧୂସୁଦନ କୁମାରଙ୍କ ଘରେ ଯେତେବେଳେ ପୁଅଟିଏ ହେଲା ବାପା ମା ନା ରଖିଲେ ସୂର୍ଯ୍ୟକାନ୍ତା । କିନ୍ତୁ ଗାଁ ସ୍କୁଲ ଶିକ୍ଷକଙ୍କ ଉପଦେଶରେ ସୂର୍ଯ୍ୟକାନ୍ତା ବଦଳରେ ପୁଅ ନାଁ ରଖାଗଲା ଚନ୍ଦ୍ରକାନ୍ତା । ଏବେ ଏହା ବିଧିର ବିଧାନ କୁହନ୍ତୁ ଅବା କୌଣସି…

ଚନ୍ଦ୍ରଯାତ୍ରାକୁ ଚାମ୍ବରରୁ ଦେଖିଲେ ପ୍ରଧାନମନ୍ତ୍ରୀ: ତାଳି ମାରିଲେ, ଶୁଭେଚ୍ଛା ଜଣାଇଲେ

କନକ ବ୍ୟୁରୋ: ଭାରତର ଜହ୍ନଯାତ୍ରାକୁ ଦେଖିଲେ ଭାରତର ପ୍ରଧାନମନ୍ତ୍ରୀ । ଭାରତ ଯେତେବେଳେ ଜହ୍ନକୁ ଯାତ୍ରା ପାଇଁ ଜୁ ଗୋଟାଉଥିଲା ଆଉ ଚନ୍ଦ୍ରକୁ ୨ୟ ଅଭିଯାନ ଆରମ୍ଭ କରୁଥିଲା । ସେତେବେଳେ ସେଇ ଅବିସ୍ମରଣୀୟ ମୁହୂର୍ତ୍ତକୁ ଆଖି ପୂରାଇ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ…

ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୨ । ଟ୍ୱିଟ୍ କରି ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଭାରତ…

କନକ ବ୍ୟୁରୋ : ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୨ । ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ମାନବ ବିହୀନ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରାଯାଇଛି । ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣ କରାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ପ୍ରକ୍ଷେପଣ ଉପରେ ୨୫୦…