Daily Archives

July 13, 2019

ମା’ ଆଗରେ ଚାଲିଗଲା ପୁଅର ଜୀବନ ! ପିକଅପ୍ ଗାଡି ଧକ୍କାର ସମ୍ମୁଖୀନ ହେଲେ ମା’ପୁଅ , ଗୁରୁତର ଅବସ୍ଥାରେ ମା’…

ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସେମଲା ଛକଠାରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ ପୁଅ ଗାଡିରେ ଘରକୁ ଫେରୁଥିବା ସମୟରେ ଦୂର୍ଘଟଣା ଘଟି ମା’ ଆଗରେ ଚାଲିଯାଇଛି ପୁଅର ଜୀବନ । ନିଜ ନବଜାତକ ନାତୁଣୀକୁ ଦେଖିବା ପାଇଁମ ମା’ ପ୍ରେମଲତା ଏବଂ ପୁଅ ସମୀର ସୋନପୁର ଯାଇଥିଲେ । ଗତକାଲି ବାହୁଡା…

ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଇବା ପାଇଁ ଦାବି

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦୁବାଇ ଓ ମଧ୍ୟପ୍ରାଚ୍ୟକୁ ସିଧାସଳଖ ବିମାନ ଚଳାଚଳ ଦାବି କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂଙ୍କୁ ଚିଠି ଲେଖିଲେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶାକୁ ବିପୁଳ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି ।…

କଂଗ୍ରେସର ଶୋଚନୀୟ ପରିସ୍ଥିତି ! ପରାଜୟ ପରେ କର୍ମଚାରୀଙ୍କୁ ବେତନ ଦେଇପାରୁନି କଂଗ୍ରେସ , ଦରମା କାରଣରୁ ଦଳ ଛାଡୁଛନ୍ତି…

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଅବସ୍ଥା ଅଜାଗା ଘା’ ପରି ହୋଇଯାଇଛି । ଅଧିକ ସମୟ ଧରି ଭାରତରେ ଶାସନ କରିବା ସତ୍ତେ୍ୱ କଂଗ୍ରେସ ଏବେ ଖରାପ ସମୟ ଦେଇ ଗତି କରୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ପାର୍ଟିର ବଡ ବଡ ନେତା ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି ।…

ଘୁଞ୍ଚିଲା ମହାନଦୀ ବିବାଦ ମାମଲା । ଅଗଷ୍ଟ ୩ ତାରିଖରେ ହେବ ପରବର୍ତ୍ତି ଶୁଣାଣି

କନକ ବ୍ୟୁରୋ: ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣି ଅଗଷ୍ଟ ୩କୁ ଘୁଞ୍ଚିଲା । ଅଗଷ୍ଟ ୩ ତାରିଖରେ ହେବ ପରବର୍ତ୍ତି ଶୁଣାଣି । ଏନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା । ମହାନଦୀ ମାମଲା ଉପରେ ମଧ୍ୟବର୍ତ୍ତିକାଳୀନ ଶୁଣାଣି ପାଇଁ ଆବେଦନ…

ଭଦ୍ରକ ବାସୁଦେବପୁରରେ ଓମଫେଡ କ୍ଷୀର ନନେବାରୁ ରାସ୍ତାରେ ଢ଼ାଳିଲେ ଚାଷୀ : ସଂଗ୍ରହ କେନ୍ଦ୍ରରେ ପକାଇଲେ ତାଲା

କନକ ବ୍ୟୁରୋ : ରାସ୍ତାରେ କ୍ଷୀର ଢ଼ାଳିଲେ ଚାଷୀ । ବିକ୍ରି ପାଇଁ ଚାଷୀ ଆଣିଥିବା କ୍ଷୀରକୁ ନିମ୍ନମାନର କହି ଫେରାଇ ଦେବାରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାମୁଲ ଓମଫେଡ୍ କେନ୍ଦ୍ର ଆଗରେ ଢ଼ାଳିଛନ୍ତି । ଓମଫେଡ୍ କ୍ଷୀର ନନେବାରୁ ଏଭଳି ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଶତାଧିକ ଚାଷୀ ।…

ବିରାଟ ବନାମ ରୋହିତ୍ ! ବିଶ୍ୱକପରୁ ବାଦ୍ ପଡିବା ପରେ ଦୁଇ ଭାଗରେ ବାଣ୍ଟିହେଉଛି କି ଟିମ୍ ଇଣ୍ଡିଆ ? କୋଚ୍ ଏବଂ…

ବିଶ୍ୱକପ୍ ସେମିଫାଇନାଲ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ଖେଳାଳୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା କଥା ଶୁଣିବାକୁ ମିଳୁଛି । ପରାଜୟର କାରଣ ଜଣେ ଅନ୍ୟଜଣକୁ ଦେଉଥିବା ନଜର ଆସିଛି । କିଛି ଖେଳାଳୀ ପରାଜୟ ପାଇଁ କୋଚ୍ ଙ୍କୁ ଦାୟୀ କରିଥିବା ବେଳେ ଆଉ କିଛି ଅଧିନାୟକ ବିରାଟ…