Daily Archives

July 13, 2019

ଗାଳି ଦେଉଥିବା ଲୋକ ଯେତେବେଳେ ବେକରେ ଫୁଲମାଳ ପକାଏ, ସେତେବେଳେ ଭିତିରିଆ ସ୍ୱାର୍ଥ କଣ ଅଛି ବୁଝାପଡେ । ଜାଣନ୍ତୁ କାହା…

ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀଦଳର ମାନ୍ୟତା ପାଇଛି ବିଜେପି । ୨୩ ବିଧାୟକଙ୍କ ସହ ଦ୍ୱିତୀୟ ବୃହତ ଦଳ ଭାବେ ଉଭା ହୋଇଛି । ହେଲେ ବିଧାୟକ ଦଳ ଭିତରେ ଯେ ସବୁକିଛି ଠିକ ନାହିଁ, ତାକୁ ନେଇ ଚର୍ଚ୍ଚା କରାଯାଉଛି । ଖାସ କରି ବିରୋଧୀଦଳ ନେତା ପଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜୟନାରାୟଣ…

ସରକାରୀ ହସ୍ପିଟାଲରେ ଜନ୍ମହେଲା ବଡ଼ବାବୁଙ୍କ ପିଲା : ଜନସଚେତନତା ଓ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ବିଶ୍ୱାସ ବଢ଼ାଇବାକୁ…

କନକ ବ୍ୟୁରୋ : ସରକାରୀ ହସ୍ପିଟାଲରେ ଜନ୍ମନେଲା ବଡ଼ବାବୁଙ୍କ ପିଲା । ସନ୍ତାନ ପ୍ରସବ ପାଇଁ ସରକାରୀ ଡାକ୍ତରଖାନାକୁ ବାଛିଲେ ମାଲକାନଗିରି ଜିଲ୍ଲାପାଳ । ଆଜିକାଲି ଲୋକେ ପାଣି ପରି ଟଙ୍କା ଖର୍ଚ୍ଚ କରି ବେସରକାରୀ ମେଡ଼ିକାଲକୁ ଧାଉଁଛନ୍ତି । ସମସ୍ତଙ୍କ ମନରେ ଧାରଣା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର…

୮ ବର୍ଷ ତଳେ ଆଜିର ଦିନରେ ସିରିଜ୍ ବିସ୍ଫୋରଣ ଦେଖିଥିଲା ମାୟାନଗରୀ ମୁମ୍ବାଇ ! ୩ ଟି ବିସ୍ଫୋରଣରେ ଚାଲିଯାଇଥିଲା ୧୯…

ଲୋକଙ୍କୁ ସ୍ୱପ୍ନକୁ ସତର ରୂପ ଦେଉଥିବା ମାୟାନଗରୀ ମୁମ୍ବାଇକୁ ଲଗାତାର ଆତଙ୍କବାଦୀଙ୍କ ନଜର ଲାଗିଛି । ୮ ବର୍ଷ ତଳେ ଆଜିର ଦିନରେ ଆତଙ୍କବାଦୀମାନେ ମୁମ୍ବାଇର ୩ ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ଦେଶର ଆର୍ଥୀକ ରାଜଧାନୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ…

କାହିଁକି ଚୁପ୍ ଅଛନ୍ତି ଟ୍ୱିଟମାଷ୍ଟର ବୈଜୟନ୍ତ ପଣ୍ଡା? ସରକାରୀ ଘର କଳିକୁ ନେଇ ଅନୁଭବଙ୍କ ଘନ ଘନ ଟ୍ୱିଟ୍ । କହିଲେ,…

ସରକାରୀ ଘରକୁ ନେଇ ସାଂସଦ ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଅନୁଭବଙ୍କ ଟ୍ୱିଟ ପରେ ବୈଜୟନ୍ତ ପଣ୍ଡା ଯଦିଓ ଉତ୍ତର ରଖିଥିଲେ, ତଥାପି ବିବାଦ ଥମିବାର ନାଁ ନେଉନାହିଁ । ୧୦ଟି ଟ୍ୱିଟ କରି ପୁଣି ଅନୁଭବ ଟାର୍ଗେଟ କରିଛନ୍ତି…

ଘର କିଣିବାରେ ଦେଶର ସବୁଠାରୁ ସୁଲଭ ସହର ଭୁବନେଶ୍ୱର, ମହଙ୍ଗା ସହର ମୁମ୍ବାଇ

କନକ ବ୍ୟୁରୋ : ଘର କିଣିବାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସବୁଠାରୁ ସୁଲଭ ସହର । ଭୁବନେଶ୍ୱରରେ ଘର ମୂଲ୍ୟ ଦେଶର ଅନ୍ୟାନ୍ୟ ସହର ତୁଳନାରେ ଯଥେଷ୍ଟ କମ୍ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସବୁଠୁ ମହଙ୍ଗା ସହର ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ।…

ଦୁର୍ଘଟଣାର ଦିନ ! ଆଜି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ମୃତ

କନକ ବ୍ୟୁରୋ: ଦୁର୍ଘଟଣା ନେଲା ଜୀବନ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଦିନକୁ ଦିନ ସଡକ ଦୁର୍ଘଟଣା ବଡିବାରେ ଲାଗିଛି । ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ହାନି ହେଉଛି । ସେହିଭଳି ଆଜି ସକାଳୁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ସାମ୍ନାକୁ…