Daily Archives

July 7, 2019

ତାତିଲେ ତାଲିବାନୀ ଆତଙ୍କୀ ! ଆଫଗାନିସ୍ତାନରେ କଲେ କାର୍ ବୋମା ବିସ୍ଫୋରଣ, ୮ ଜଣ ସୁରକ୍ଷା କର୍ମୀଙ୍କ ସହ ୧୨ ଜଣଙ୍କ…

କନକ ବ୍ୟୁରୋ : କନକ ବ୍ୟୁରୋ : ପୁରା ବିଶ୍ୱରେ ଦିନକୁ ଦିନ ଆତଙ୍କୀ ସଂଗଠନ ସକ୍ରିୟ ହେବାରେ ଲାଗିଛି । କେଉଁଠି ଧାର୍ମିକସ୍ଥଳ ତ କେଉଁଠି ଜନଗହଳି ସ୍ଥାନ, ଆତଙ୍କୀଙ୍କ ନିସାନାରେ ରହୁଛି । ଆଉ ଏହାରି ଭିତରେ ଆଫଗାନିସ୍ତାନରୁ ଆସିଛି ଆତଙ୍କୀ ହାମଲାର ବଡ ଖବର । ରବିବାର ଆଫଗାନିସ୍ତାନର ଗଜନୀ…

ବେକାରୀ ବଢୁଛି , ପଦବୀ ଖାଲି ପଡ଼ିଛି । ଦେଶରେ ୫ଲକ୍ଷ, ରାଜ୍ୟରେ ୧୦ ହଜାରରୁ ଅଧିକ ପୋଲିସ୍ ପଦବୀ ଖାଲି ।

କନକ ବ୍ୟୁରୋ: ଗୋଟଏ ପଟେ ଦେଶରେ ରେକର୍ଡ ସଂଖ୍ୟାରେ ବେକାରୀ ବଢୁଛି ଅନ୍ୟପଟେ ପଦବୀ ପୂରଣ ହେଉନି ଫାଙ୍କା ପଡ଼ିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ସୂଚନା ମୁତାବକ ଦେଶରେ ଏବେ ୫ ଲକ୍ଷ ୨୮ ହଜାର ୩୯୬ଟି ପୋଲିସ୍ ପଦବୀ ଖାଲି ପଡ଼ିଛି । ସେଥି ମଧ୍ୟରୁ ଉତ୍ତର ପ୍ରଦେଶରେ…

ନିର୍ବାଚନରେ ଅଧିକ ଟଙ୍କା ଖର୍ଚ୍ଚ କରି ଅଡୁଆରେ ସନ୍ନି ଦେୱଲ । ରଦ୍ଦ ହୋଇପାରେ ସଦସ୍ୟତା ।

ଜୁନ୍ ୧୯ରେ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ହୋଇଥିବା ଅଭିନେତା ସନ୍ନି ଦେଓଲଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଖବର ମିଳିଥିଲା । ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ସେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ନିର୍ବାଚନ ଆୟୋଗରେ ଅଭିଯୋଗ…

ରାଜ୍ୟ ସରକାର ଆଣିବେ ନୂଆ ସ୍ୱାସ୍ଥ୍ୟ ନୀତି: ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ…

କନକ ବ୍ୟୁରୋ: ୫ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀମାନଙ୍କୁ ନିଜ ନିଜ ଦାୟିତ୍ୱ ଭାର ବଣ୍ଟନ କରିଛନ୍ତି । ଦାୟିତ୍ୱ ଭାର ଗ୍ରହଣ ପରେ ଆକ୍ସନ ମୋଡରେ ଅଛନ୍ତି ସବୁ ନେତା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ…

ରାଜଧାନୀରେ ଧରାପଡିଲେ ନକଲି ଗୋଲଡେନ୍ ବାବା। ରେଳଷ୍ଟେସନରୁ ଯାତ୍ରୀଙ୍କୁ ଲୁଟୁଥିବା ବେଳେ ଧରିଲା ରେଳବାଇ ପୋଲିସ

କନକ ବ୍ୟୁରୋ: ଭୁବନେଶ୍ୱର ଜିଆରପି ପୋଲିସ ହାତରେ ଧରାପଡିଛି ନକଲି ଗୋଲଡେନ ବାବା । ଦେହସାରା ଝୁଲୁଛି ମାଳମାଳ ଅଳଙ୍କାର । ସବୁ ସୁନାଭଳି ଚକ ଚକ କରୁଛି । ଏଭଳି ଜଣେ ଯୁବକ ନିଜକୁ ଗୋଲଡେନ ବାବା କହି ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀଙ୍କୁ ଭୂଆଁ ବୁଲାଇ ଲୁଟୁଥିଲେ । ହେଲେ କେହି ତାଙ୍କୁ…

ରେଷ୍ଟୁରାଣ୍ଟରେ ଦୋସା ଖାଇଲେ ରାହୁଲ। ପାଟନା କୋର୍ଟରୁ ଫେରିବା ବେଳେ ସାଧାରଣ ରେଷ୍ଟୁରାଣ୍ଟରେ ବସି ଦୋସା ଓ କଫିର ମଜା…

କନକ ବ୍ୟୁରୋ: ରେଷ୍ଟୁରାଣ୍ଟରେ ବସି ଦୋସା ଖାଇଲେ ରାହୁଲ । ସୋସିଆଲ ମିଡିଆରେ ରାହୁଲଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଗତକାଲି ରାହୁଲ ମାନହାନୀ ମାମଲା ହାଜର ହେବାକୁ ପାଟନା କୋର୍ଟ ଯାଇଥିଲେ । ଏହି ଅବସରରେ ଭୋକ ଲାଗିବାରୁ ପାଖରେ ଥିବା ଏକ ରେଷ୍ଟରାଣ୍ଟକୁ ପଶି ଯାଇଥିଲେ ରାହୁଲ ।…