Daily Archives

June 13, 2019

ତିନି ବର୍ଷ ପରେ ପୁଣି ତାଜା ହୋଇଛି ନଗଡାର ନଗ୍ନ ଚିତ୍ର: ଭୋକର ଭୂଗୋଳ ଭିତରେ ଖାଦ୍ୟ ଖୋଜୁଛି ନଗଡାର ଭାଗ୍ୟ

କନକ ବ୍ୟୁରୋ: ତିନି ବର୍ଷ ତଳେ ନିଦ ହଜାଇ ଦେଇଥିବା ନଗଡ଼ାର ନଗ୍ନଚିତ୍ର ଏବେ ତିନି ବର୍ଷ ପରେ ପୁଣି ତାଜା ହୋଇଛି । ଭୋକର ଭୂମିରେ ସରକାର ବିକାଶର ବୀଜ ବୁଣିବା ପରେ ଯଦିଓ କିଛିଟା ପରିବର୍ତ୍ତନ ଆସିଛି ହେଲେ ତଥାପି ନଗଡାବାସୀଙ୍କ ପେଟରୁ ଭୋକ ମିରିନି । ତାଙ୍ଗ ନିଦୁଆ ଆଖିରୁ ନେହୁରାର ଠାର ଜମା…

ଇଂରାଜୀ ବିଷୟ ଭାରି କଷ୍ଟ! ଚଳିତ ବର୍ଷ ମାଟ୍ରିକରେ ଇଂରାଜୀରେ ଫେଲ୍ ହୋଇଛନ୍ତି ୬୦ ହଜାର ଛାତ୍ରଛାତ୍ରୀ, ରିପୋର୍ଟ…

କନକ ବ୍ୟୁରୋ : ଇଂରାଜୀ ପାରୁନାହାନ୍ତି ଓଡିଆ ପିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ଫେଲହାର ବଢିଛି । ୧ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍ ହୋଇଥିବା ବେଳେ ସେଥିମଧ୍ୟରୁ ୬୦ ହଜାର ଛାତ୍ରଛାତ୍ରୀ କେବଳ ଇଂରାଜୀରେ ଫେଲ୍ ହୋଇଛନ୍ତି । ସେହିପରି ଇ-ଗ୍ରେଡରେ ପାସ୍ କରିଥିବା ୭୩ ପ୍ରତିଶତ…

ଛାତ୍ର ବିଜେଡି ସଭାପତି ନେଇ ଛକାପଞ୍ଝା ! କାହାକୁ ଛାତ୍ର ସଂଗଠନର ମଙ୍ଗ ଧରାଇବେ ନବୀନ ?

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ଏବେ ସଂଗଠନକୁ ତୃଣମୂଳ ସ୍ତରରେ ସଜାଡ଼ିବାକୁ ପ୍ରୟାସ । ଛାତ୍ର, ଯୁବ ଓ ମହିଳା ସାଂଗଠନିକ କ୍ଷମତା କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯାଉଛି ବିଜେଡି । ବିଜେଡିର ବିଭିନ୍ନ ଛାମୁଆ ସଂଗଠନରେ ଖୁବଶୀଘ୍ର ଏକ ବଡ଼ ଧରରଣ ଅଦଳ ବଦଳ ହେବ ବୋଲି ଶଙ୍ଖ ଶିବିରେ…

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଭବିଷ୍ୟବାଣୀ! ବିଶ୍ୱକପ ଟାଇଟଲ ପାଇଁ ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଏହି ଦୁଇ ଦେଶ?

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚା’ ଖଟି ଠାରୁ ଆରମ୍ଭ କରି କର୍ପୋରେଟ ହାଉସର ଏସି ରୁମ୍ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି କ୍ରିକେଟ କ୍ରେଜ । କେଉଁ ଦଳ କେଉଁ ମ୍ୟାଚରେ ବିଜୟୀ ହେବ, କିଏ ସେମିଫାଇନାଲ ଖେଳିବ ଓ ଏପରିକି କେଉଁ ଟିମ ବିଶ୍ୱବିଜେତା ହେବ…

ବାୟୁସେନାର ଦୁର୍ଘଟଣାଗ୍ରସ୍ଥ ବିମାନ ଏଏନ-୩୨ର ମିଳିଲା ବ୍ଲାକବକ୍ସ : ଜଣେ ଓଡିଆଙ୍କ ସମେତ ୧୩ଜଣ ମୃତ ଘୋଷିତ

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ଥ ବିମାନ ଏଏନ-୩୨ର ମିଳିଲା ବ୍ଲାକବକ୍ସ । ୩ତାରିଖରୁ ଅରୁଣାଚଳ ପ୍ରଦେଶର ଘଂଚ ଜଙ୍ଗଲରେ ନିଖୋଜ ହୋଇଥିଲା ବାୟୁସେନାର ଏଏନ-୩୨ ବିମାନ । ବିମାନରେ ଥିବା ସମସ୍ତ ୧୩ କ୍ରିୟୁ ମେମ୍ବରଙ୍କୁ ମୃତ ଘୋଷଣା କରିଛି ବାୟୁସେନା । ଦୁର୍ଘଟଣାସ୍ଥଳକୁ ଯାଇଥିବା ସ୍ୱତନ୍ତ୍ର ଦଳ…

ପଦ୍ମପୁର ଧାନ ଉପରେ ଆନ୍ଧ୍ର ବେପାରୀଙ୍କ ନଜର : ମଣ୍ଡିରେ ଅନିୟମିତତା ଯୋଗୁଁ ଗାଁ ଦାଣ୍ଡରୁ ଶାଗମାଛ ଦରରେ ଧାନ କିଣି…

କନକ ବ୍ୟୁରୋ : ଚାଷ କାମ ଯାହାର କେଡେ ସୁଖ ତାହାର” ବୋଲି କଥାରେ ଅଛି କିନ୍ତୁ ଧାନ ଚାଷ କରି ପଦ୍ମପୁର ଅଞ୍ଚଳର ଚାଷୀ ଏବେ ହରଡଘଣାରେ । ଅମଳ ଧାନକୁ ମଣ୍ଡୀରେ ବିକ୍ରି କରି ଦୁଇ ପଇସା ରୋଜାଗାର କରିବି ବୋଲି ଆଶା ରଖିଥିବା ବେଳେ ଧାନ ମଣ୍ଡି ଖୋଲୁ ନଥିବା ଯୋଗୁଁ ଚିନ୍ତାରେ ଚାଷୀ । ଲକ୍ଷ ଲକ୍ଷ…