Daily Archives

June 13, 2019

ନାବାଳକ ସାଇବର ଠକକୁ ଗିରଫ କଲା ସମ୍ବଲପୁର ପୁଲିସ : ପ୍ରଶାସକ, ନେତା ମନ୍ତ୍ରୀଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି…

କନକ ବ୍ୟୁରୋ : ଫେକ୍ ଫେସବୁକ୍ ଆକାଉଂଟ ସାହାଯ୍ୟରେ ଟଙ୍କା ହଡପ୍ କରୁଥିବା ନାବାଳକକୁ ବାନ୍ଧିଛି ସମ୍ବଲପୁର ପୋଲିସ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ନାମରେ ଫେକ୍ ଫେସବୁକ ଆକାଉଂଟ କରି ଲୋକଙ୍କୁ ଠକୁଥିବା ନାବାଳକ ଠକ ଗିରଫ । ପୋଲିସ ଏଭଳି ଏକ…

ଏଣିକି ଡ୍ରୋନରେ ଫୁଡ ଡେଲିଭରି କରିବ ଜୋମାଟୋ : ଉଡି ଉଡି ଅଳ୍ପ ସମୟରେ ଆପଣଙ୍କ ପାଖରେ ପହଂଚିବ ଖାଦ୍ୟ

ଅନଲାଇନ ଅର୍ଡର ଓ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଡ୍ରୋନ ଜରିଆରେ ଖାଦ୍ୟ ଡେଲିଭରି କରିବାକୁ ଘୋଷଣା କରିଛି । କମ୍ପାନୀ ତରଫରୁ କୁହାଯାଇଛି କି ଡ୍ରୋନ୍ ଡେଲିଭରି ଟେକନୋଲୋଜିର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ପାଇଁ ଜୋମାଟୋ ଏକ ହାଇବ୍ରିଡ୍ ଡ୍ରୋନର ବ୍ୟବହାର କରିଛି । ଏହା…

ଶିଖର ବିନା ସହଜ ନୁହେଁ ! ଧାୱନ ନାହାନ୍ତି ବୋଲି ଧୋଇଯିବ କି ମ୍ୟାଚ ?

କନକ ବ୍ୟୁରୋ: ମହାମୁକାବିଲା ପୂର୍ବରୁ ମାଟି ଓଦା କଲା ବର୍ଷା । ନଟିଂହାମରେ ମ୍ୟାଚରେ ପୂର୍ବରୁ ବର୍ଷା ଜାରି । ଘନଘନ ବର୍ଷା ପାଇଁ ମ୍ୟାଚ ବିଳମ୍ବ ହେଉଥିବା ସୂଚନା । ୨ଟା ୩୦ରେ ଟସ ପଡିବାକୁ ଥିବା ବେଳେ ବର୍ଷା ପାଇଁ ଟସ ପ୍ରକିୟା ବିଳମ୍ବ ହୋଇଛି । ତେବେ ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ…

ରଥଯାତ୍ରା ସମନ୍ୱୟ ବୈଠକ ଶେଷ । ରଥଯାତ୍ରାରେ ଗଡ଼ିବ ୨୦୦ ଅଧିକ ବସ୍, ଫୋକସରେ ଟ୍ରାଫିକ୍ ବ୍ୟବସ୍ଥା ।

କନକ ବ୍ୟୁରୋ: ଶେଷ ହେଲା ଘୋଷଯାତ୍ରା ପୂର୍ବର ତୃତୀୟ ସମନ୍ୱୟ କମିଟି ବୈଠକ । ଆସନ୍ତା ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ବ୍ୟାପକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ଜଗନ୍ନାଥ ବନ ପ୍ରକଳ୍ପ…

ଏସସିଓ ସମିଟ୍ : ପ୍ରଧାନମନ୍ତ୍ରୀ ମୋଦି ପହଂଚିଲେ ବିସ୍କେକ୍ ! ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଇମରାନ୍ ଖାନ୍ ଏବଂ…

ସଙ୍ଘାଇ କରପୋରେସନ୍ ଅର୍ଗନାଇଜେସନ୍ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍କେକ୍ ପହଂଚି ଯାଇଛନ୍ତି । ଶିଖର ସମ୍ମିଳନୀ ୧୩ ଓ ୧୪ ଜୁନ୍ ଆୟୋଜିତ ହେବ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ଦେଶର ନେତାମାନଙ୍କ…

ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ସୂଚନା ଦେଲେ ବୋର୍ଡ଼ ସମ୍ପାଦକ

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁଲାଇ ୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୮ରୁ ୧୪ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ସକାଳ ୯ଟାରୁ ୧୧ଟା ଯାଏଁ ପରୀକ୍ଷା ଚାଲିବ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା…