Daily Archives

May 29, 2019

ଝାରସୁଗୁଡା ଲଖନପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

କନକ ବ୍ୟୁରୋ : ଝାରସୁଗୁଡା ଲଖନପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ୩ ଜୀବନ । ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ପରେ ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡ଼ା ନିକଟରେ ଗୋଟାଏ କୋଇଲା ଟ୍ରକ୍ ଏବଂ ମଟରସାଇକେଲ୍ ମଧ୍ୟରେ ମୁହାଁମୁହିଁ…

ସଲମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ସୋନା । ଜୀବନରୁ ମାରିଦେବାକୁ ଧମକ ଦେଲେ ଭାଇଜାନଙ୍କ…

କନକ ବ୍ୟୁରୋ: ଗତ କିଛିଦିନ ହେଲା ପୁଣି ଥରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ସୋନାଙ୍କୁ ଏବେ ମିଳୁଛି ଜୀବନରୁ ମାରି ଦେବାର ଖୋଲାଖୋଲି ଧମକ । ତେବେ ସୋନାଙ୍କୁ…

ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ : ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ୍…

କନକ ବ୍ୟୁରୋ : ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଇଂରାଜୀରେ ଶପଥ ପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପଞ୍ଚମ ଇନିଂସର ଶପଥ ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ । ସାଥିରେ ଗଲେ ଭାଇ-ଭଉଣୀ, ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ସଚିବାଳୟ…

କନକ ବ୍ୟୁରୋ: ପଞ୍ଚମ ପାଳିର ବିଧିବଦ୍ଧ ଶପଥ ପରେ ସଚିବାଳୟରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଁଚି କାର୍ଯ୍ୟଭାର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସଚିବାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସବୁ…

ଅଧ୍ୟକ୍ଷ ପଦ ଛାଡିବା ଜିଦରେ ଅଟଳ ରାହୁଲ ଗାନ୍ଧୀ : ମନମୋହନ ସିଂହ ଭଳି ବଡ ନେତାଙ୍କୁ ମିଳିପାରେ କାର୍ଯ୍ୟଭାର

ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସର ବଡ ପରାଜୟ ପରେ ପାର୍ଟି ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଗାନ୍ଧୀ ଜିଦରେ ଅଟଳ ଅଛନ୍ତି । କଂଗ୍ରେସ ନେତା ମନାଇବା ପରେ ମଧ୍ୟ ରାହୁଲ ଗାନ୍ଧୀ ଇସ୍ତଫା ଫେରାଇବାକୁ ନାରାଜ ଅଛନ୍ତି । ସୂଚନା ମୁତାବକ, ଗାନ୍ଧୀ ପରିବାରରୁ ବାହାରେ ମନମୋହନ ସିଂହ ଭଳି ବଡ…

ମହାଆଡମ୍ବରରେ ହେବ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ। ସାମିଲ ହେବେ ୬ ହଜାର ୫ଶହ ଅତିଥି

କନକ ବ୍ୟୁରୋ: ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଆସନ୍ତାକାଲି ମୋଦି ରାଷ୍ଟ୍ରପତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଦିନଟିକୁ ସ୍ମରଣୀୟ ତଥା ନିଆରା କରିବା ପାଇଁ ଚାଲିଛି କସରତ। ସୂଚନା ମୁତାବକ,…