Daily Archives

May 25, 2019

ଟିଏମସିର ନିରାଶାଜନକ ପ୍ରଦର୍ଶନ ପରେ ଇସ୍ତଫା ପ୍ରସ୍ତାବ ଦେଲେ ମମତା : କହିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ…

କନକ ବ୍ୟୁରୋ : ପଶ୍ଚିବଙ୍ଗରେ ସତ୍ତାରୂଢ଼ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ନିରାଶାଜନକ ପ୍ରଦର୍ଶନ କରିଛି । ଦିଦିଙ୍କ ଗଡ଼ରେ ଧସେଇ ପଶିଛି ବିଜେପି । ମୋଦି ସୁନାମୀରେ ଦିଦି ତିଷ୍ଠି ପାରିଲେ ନାହିଁ ମମତା । ୨୦୧୪ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଦେଖିଲେ ଏହା ସ୍ୱଷ୍ଟ ଜଣା ପଡ଼ୁଛି…

ଆଗୁଆ ନିମନ୍ତ୍ରଣ ଦେଇଥିଲେ ନବୀନ, ଶପଥଗ୍ରହଣ ଉତ୍ସବକୁ ଆସିବେ କି ମୋଦି?

କନକ ବ୍ୟୁରୋ : ଆସନ୍ତା ୨୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୧୨ ଆସନରେ ବିଜୟ ସହ ବିଜେଡି ରାଜ୍ୟରେ ଏକାକୀ ସରକାର ଗଢିବାକୁ ଯାଉଛି । ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ହୋଇପାରେ । ତେବେ ଶପଥ…

ଶ୍ରୀକ୍ଷେତ୍ରରେ ପରାଜିତ ସମ୍ବିତ । କହୁଥିଲେ ଜଗନ୍ନାଥ ଡାକିଛନ୍ତି, ମୋଦି ପଠାଇଛନ୍ତି, ପୁରୀରେ କାମଦେଲାନି ଫର୍ମୁଲା ।

କନକ ବ୍ୟୁରୋ: ପୁରୀରେ ଫେଲ୍ ମାରିଲା ସମ୍ବିତଙ୍କ ପଲିଟିକ୍ସ । ବାରମ୍ବାର ନିର୍ବାଚନୀ ପ୍ରଚାର ଏବଂ ଗଣମାଧ୍ୟମ ସମ୍ମୁଖରେ କହି ବୁଲୁଥିଲେ ଜଗନ୍ନାଥ ଡାକିଛନ୍ତି, ମୋଦି ପଠେଇଛନ୍ତି, ଏପରିକି ଏହି ବାକ୍ୟକୁ ଧରି ଦିଲ୍ଲୀର ଏସି ରୁମରୁ ପୁରୀ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ । କେତେବେଳେ…

କାହାକୁ ମିଳିବ ପ୍ରମୋଶନ ? ବିଧାୟକ କହିଲେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଚାବିକାଠି, ପ୍ରମୋଶନ ନେଇ ମୁହଁ ଖୋଲୁନାହାନ୍ତି…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଜାଣିଛନ୍ତି । ଆମେ କିଛି ଜାଣିନୁ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ଓ ଯେଉଁ ଦାୟିତ୍ୱ ଦେବେ ତାହା ସୂଚାରୁ ରୂପେ ତୁଲାଇବୁ । ବିଜେଡିର ନବନିର୍ବାଚିତ ବିଧାୟକଙ୍କ ମୁହଁରୁ ଏବେ ଏଭଳି କିଛି କଥା ଶୁଣିବାକୁ ମିଳୁଛି । ୧୧୨ ଆସନ ସହ ରାଜ୍ୟରେ ପଞ୍ଚମ ଥର ପାଇଁ…

ଓଡ଼ିଶାର ମୋଦି ‘ପ୍ରତାପ ଷଡ଼ଙ୍ଗୀ’ : ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଥିବା ବେଳେ ଟ୍ୱିଟରରେ ଏବେ ଚର୍ଚ୍ଚାରେ ବିଜୟୀ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ମୋଦି ସୁନାମୀର ପ୍ରଚଣ୍ଡ ରୂପ ଦେଖିବା ପାଇଁ ମିଳିଛି । ବିଜେପି ଏକାକୀ ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ସଂଖ୍ୟା ୩୫୧ରେ ପହଂଚିଛି । ସୋସିଆଲ ମିଡ଼ିଆ ଗୁରୁବାର ଠାରୁ ନିର୍ବାଚନୀ ରଙ୍ଗରେ ରଙ୍ଗେଇ ହୋଇଛି । ଆଉ ଚାରିଆଡ଼େ ଚର୍ଚ୍ଚାର…

ସୁରତ୍ ଅଗ୍ନିକାଣ୍ଡ : କାଲି ହୋଇଥିଲା ମୃତ୍ୟୁ , ଆଜି ବାହାରିଲା ପରୀକ୍ଷାଫଳ ! ଦ୍ୱାଦଶ ପରୀକ୍ଷାଫଳ ବାହାରିବା ପୂର୍ବରୁ…

ଗୁଜୁରାଟର ସୁରଟ୍ ସ୍ଥିତ ତକ୍ଷଶିଳା କମ୍ପଲେକ୍ସରେ ଶୁକ୍ରବାର ସନ୍ଧ୍ୟା ସମୟରେ ଭିଷଣ ନିଆଁ ଲାଗିବା କାରଣରୁ ଏବେ ପର୍ଯ୍ୟନ୍ତ ୨୦ ଜଣ ନିରୀହଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଯେଉଁଥିରେ କେବଦିୟା ୟଶସ୍ୱୀ ଦିନେଶଭାଇ,ବର୍ଷାନୀ…