Daily Archives

May 25, 2019

ଚଳିତଥର ୭୮ ଜଣ ମହିଳା ହେବେ ସାଂସଦ । ବିଜେପିର ସଂଖ୍ୟା ୪୦ ବେଳେ କଂଗ୍ରେସରୁ ମାତ୍ର ଜଣେ

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ସରିଲା । ସାରା ଦେଶରେ ବିଜୟ ପ୍ରାର୍ଥୀଙ୍କ ନାମ ବି ସମ୍ମୁଖକୁ ଆସିଲା । କେଉଁ ଆସନରେ କିଏ ଜିତିଲା ତାହାର ତାଲିକା ମଧ୍ୟ ଏହାରି ମଧ୍ୟରେ ପ୍ରକାଶ ହୋଇସାରିଛି । ଏହି ଲୋକସଭା ନିର୍ବାଚନରେ ମୋଟ ଉପରେ ସଂସଦକୁ ୭୮ ଜଣ ମହିଳା ନିର୍ବାଚନ ହୋଇଛନ୍ତି । କେବଳ ଏତିକି…

କେନ୍ଦୁଝରରେ ଚମକିଲେ ଚନ୍ଦ୍ରାଣୀ । ବିଜେଡି କନିଷ୍ଠ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି କନିଷ୍ଠ ସାଂସଦ ତେଜାଶ୍ୱୀ…

କନକ ବ୍ୟୁରୋ: ବିଜେଡିର କନିଷ୍ଠ ଲୋକସଭା ଆସନ ବିଜୟୀନୀ ତଥା କେନ୍ଦୁଝର ସାଂସଦ ସିଟ୍ ହାତେଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ବିଜେପିର କନିଷ୍ଠ ସାଂସଦ ଶୁଭେଚ୍ଛା ଜଣାଇଛନ୍ତି । ଦକ୍ଷିଣ ବେଙ୍ଗାଲୁରୁ ଲୋକସଭା ଆସନରୁ ବିଜୟୀ ତିଳକ ପିନ୍ଧିଥିବା ବିଜେପିର କନିଷ୍ଠ ସାଂସଦ ତେଜଶ୍ୱୀ ସୂର୍ଯ୍ୟ । ନିଜ…

ଶୋଚନୀୟ ପରାଜୟ ପରେ ଅରବିନ୍ଦ କେଜ୍ରିୱାଲ ବଦଳାଇଲେ ଫେସବୁକର କଭର ଫଟୋ ! ଲେଖିଲେ, ପୁଣି ଲଢିବି, ନିଶ୍ଚୟ ଜିତିବି

କନକ ବ୍ୟୁରୋ : ଦେଶରେ ନିର୍ବାଚନ ସରିଲା ଫଳାଫଳ ମଧ୍ୟ ଆସିଲା । ହେଲେ ଫଳାଫଳକୁ କେତେକ ନେତା ସହଜରେ ଗ୍ରହଣ କରିପାରୁନଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ହାରିବା ପରେ ସୋଶିଆଲ ମିଡିଆରେ ସକ୍ରିୟ ହୋଇଛନ୍ତି । ଏପରିକି ନିଜ…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ଦୁଃଖିତ ହେଲେ ଦିଦି ! ସୋସିଆଲ୍ ମିଡିଆରେ କବିତା ପୋଷ୍ଟ କରି କହିଲେ “ମୁଁ ରାଜି…

ବିଜେପିର ପ୍ରଚଣ୍ଡ ବହୁମତ ପରେ ସାରା ଦେଶ ଜନାଦେଶର ଆନନ୍ଦ ନେଉଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ସମସ୍ତଙ୍କୁ ଚକିତ କରିଦେଇଛି । ୨୦୧୪ ପରେ ବିଜେପିର ଏଠାରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୁବ୍ ଆଘାତ ପହଂଚାଇଛି । ସେ ଟ୍ୱିଟରରେ ଏକ ପୋଷ୍ଟ କରି ନିଜ ଦୁଃଖ…

ଘୁଞ୍ଚିଲା ଟିଡିଏସ୍ ଦାଖଲ ତାରିଖ । ‘ଫୋନି’ ପାଇଁ ଓଡିଶାରେ ଟିଡିଏସ୍ ଦାଖଲ ସମୟସୀମା ଘୁଞ୍ଚାଇଲା ସିବିଡିଟି ।

କନକ ବ୍ୟୁରୋ: ଓଡିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସିବିଡିଟି । ଗତ ମେ ୩ ତାରିଖରେ ଓଡିଶାରେ ହୋଇଥିବା ସାମୁଦ୍ରିକ ଝଡ ‘ଫୋନି’ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ ଅସ୍ତବ୍ୟସ୍ତ ହୋଇପଡିଥିଲା ଏବଂ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଏହା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ…

ଆସନ୍ତାକାଲି ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ, ମା’କୁ ସାକ୍ଷାତ କରି ଆଶିର୍ବାଦ ନେବେ ମୋଦି

କନକ ବ୍ୟୁରୋ : କେନ୍ଦ୍ରରେ ପୁଣି ମୋଦି ସରକାର । ପ୍ରଚଣ୍ଡ ବହୁମତରେ ପୁଣି ଥରେ ସରକାର ଗଢ଼ିବ ବିଜେପି ।  ମୋଦି ହେ ତୋ ମୁମକିନ୍ ହେ.. ଏ କେବଳ ନାରା ନଥିଲା, ପୁଣିଥରେ ବାସ୍ତବ ରୂପ ନେଇଛି । ପ୍ରଥମଥର ପାଇଁ ବିଜେପି ୩୦୦ ପାର କରିଛି ଆଉ ଏନଡ଼ିଏ ପାର କରିଛି ୩୫୦ ସିଟ୍ । ମୋଦି ସୁନନାମୀରେ ଆଗରେ…