Daily Archives

May 24, 2019

କଂଗ୍ରେସ ପାଇଁ ବ୍ୟାଡଲକ୍ ସାଜିଲେ ପ୍ରିୟଙ୍କା ଗାନ୍ଧୀ ! ଯେଉଁ ଯେଉଁ ସ୍ଥାନରେ ପ୍ରିୟଙ୍କା କଲେ ପ୍ରଚାର , ସେହି ସେହି…

ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଗଲା । କୁହାଗଲା ଯେ ୨୦୧୯ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସ ପାଇଁ ଟପ୍ କାର୍ଡ ଭାବରେ ସାବ୍ୟସ୍ତ ହେବେ । ଦାୟିତ୍ୱ ମିଳିବା ପରେ…

ପରଦାରେ ପାସ୍, ପଲିଟିକ୍ସରେ ଫେଲ୍ । ହାରିଲେ ଦୁଇ ଅଭିନେତ୍ରୀ, ବିପୁଳ ସମର୍ଥନରେ ବାଜି ମାରିନେଲେ ଅଭିନେତା ।

କନକ ବ୍ୟୁରୋ: ଓଡ଼ିଶାରେ ଏବେ ଚାରିଆଡ଼େ ଶୁଭୁଛି ‘ଶଙ୍ଖ’ ନାଦ । ଆଉ ଲଗାତାରଭାବେ ୫ଥର ପାଇଁ କ୍ଷମତା ସମ୍ଭାଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାକୁ ନେଇ ଦେଶର କୋଣ ଅନୁକୋଣରୁ ନବୀନଙ୍କ ପାଇଁ ଶୁଭେଚ୍ଛାର ସୁଅ ଛିଟିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଓଡଲିଉଡ୍ ଜଗତରୁ ରାଜନୀତି…

ମହେଶ୍ୱରଙ୍କ ବାଦ୍ ସବୁ ମନ୍ତ୍ରୀ ରଖିଲେ ବିଜେଡି ଟେକ, ପ୍ରଥମ ଥର ପାଇଁ ପୁରୀ ବିଧାନସଭାରେ ଫୁଟିଲା ‘ପଦ୍ମ’ ।

କନକ ବ୍ୟୁରୋ: ୧୯୯୫ ମସିହା ପରଠାରୁ ବିଜେଡିର ଗଡ଼ ରହିଥିବା ପୁରୀ ବିଧାନସଭା ଆସନକୁ ଭେଦିଲା ବିଜେପି । ପ୍ରଥମଥର ପାଇଁ ପୁରୀ ବିଧାନସଭାରେ ପଦ୍ମ ଫୁଟାଇଛି ବିଜେପି । ଆଉ ବିଜେଡି ୪ର୍ଥ ପାଳିରେ ଅଦଳବଦଳ ହୋଇଥିବା ମନ୍ତ୍ରିମଣ୍ଡଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ…

ପଦ୍ମର ଅପାର ସଫଳତା ପରେ ବି ବଡ ବିଜୟ ହାସଲ କଲେ ବିରୋଧୀ, ମୋଦି ସୁନାମୀରେ ଚଟାଣ ଭଳି ହୋଇଥିଲେ ଛିଡା

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ପରେ ଏବେ ସବୁ ସ୍ପଷ୍ଟ ହୋଇସାରିଛି । ନରେନ୍ଦ୍ର ମୋଦିଙ୍କ ନେତୃ୍ତ୍ୱରେ ବିଜେପି ଏଥର ବଡ ବିଜୟ ହାସଲ କରି ବିରୋଧୀଙ୍କୁ ଧରାଶାୟୀ କରିଦେଇଛି । ବିଜେପି ଏକୁଟିଆ ୩୦୩ଟି ଆସନରେ ବିଜୟ ହାସଲ କରିଛି । ସେଇଠି ଏନଡିଏର ସିଟ୍ ୩୫୦ ପାଖାପାଖି…

ବିରୋଧୀଙ୍କୁ ମାତ ଦେଲା ବିଜେଡିର ମହିଳା କାର୍ଡ : ବିଜୟୀ ହେଲେ ୭ରୁ ୦୫ ବିଜେଡି ମହିଳା ଲୋକସଭା ପ୍ରାର୍ଥୀ,ବିରାଟ ଭୋଟ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ମିଳିଛି ବିଜେଡିକୁ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ । ୨୧ ଲୋକସଭା…

ମୋଦି ସରକାରଙ୍କ ୭ ଟି ବଡ଼ ମୁଦ୍ଦା , ଯାହାର ଗୋଟି ଖେଳି ବିଜୟ ରଥରେ ଚଢିଲା ବିଜେପି ! ଚାରିଆଡେ ଛାଇଲା ମୋଦି ମ୍ୟାଜିକ୍…

ଲୋକସଭା ନିର୍ବାଚନ ୨୦୧୯ ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ପୁଣିଥରେ ଦିଲ୍ଲୀରେ ଗାଦି ସମ୍ଭାଳିବେ ମୋଦି । ନିର୍ବାଚନ ପ୍ରଚାର ରାଲିରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରବାଦ,ବିକାଶ ଏବଂ ହିନ୍ଦୁତ୍ୱ ଭଳି ବିଷୟକୁ ଆଗକୁ ଆଣିଥିଲେ । କିନ୍ତୁ ଏଭଳି…