Daily Archives

May 24, 2019

ସରିଲା ନିର୍ବାଚନ, ଆସିଲା ଫଳାଫଳ । ଜାଣନ୍ତୁ ଆପଣଙ୍କ ଅଂଚଳର କିଏ ହେଲେ ବିଧାୟକ

କନକ ବ୍ୟୁରୋ: ସରିଲା ୨୦୧୯, ଆସିଲା ଫଳାଫଳ ଆଉ ସବୁଥର ଭଳି ଚଳିତ ଥର ମଧ୍ୟ ଓଡିଶାରେ ବାଜି ମାରିଛି ବିଜେଡି । ୨୧ ଲୋକସଭା ଆସନ ଏବଂ ୧୪୬ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ ବହୁମତ ପାଇ ପୁଣି ଥରେ କ୍ଷମତାକୁ ଫେରିଛି ବିଜୁ ଜନତା ଦଳ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ପୁଣି…

ବାଲେଶ୍ୱରରେ ବାଜି ମାରିଲା ବିଜେପି : ୧୨୯୫୬ ମାର୍ଜିନରେ ବିଜୟୀ ହେଲେ ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀ

କନକ ବ୍ୟୁରୋ : ବାଲେଶ୍ୱର ବିଗ୍ ଫାଇଟରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଦୀର୍ଘ ୧୦ ବର୍ଷ ବନବାସରୁ ଫେରିଲା ବିଜେପି । ବାଜି ମାରିନେଲେ ପୁରୁଖା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ । ସେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ମାର୍ଜିନରେ ହରାଇଛନ୍ତି ।…

ଧର୍ମେନ୍ଦ୍ରଙ୍କ ‘ଗଡ’ରେ ବିଜେଡିର ଧୂଆଁଧାର ବିଜୟ: ଢେଙ୍କାନାଳରେ କ୍ଲିନ ସୁଇପ୍; ଚାରିକୁ ୪ ବିଜେଡି

କନକ ବ୍ୟୁରୋ: ଚାରିରୁ ଚାରି ବିଧାନସଭା କ୍ଷେତ୍ର ପୋଛିନେଲା ବିଜେଡି। ଢେଙ୍କାନାଳ ଜିଲ୍ଲାରେ କ୍ଲିନ୍ ସୁଇପ୍ କଲା। କେବଳ ବିଧାନସଭା କାହିଁକି, ଲୋକସଭା ଆସନରେ ବି ଆଗକୁ ଆସିଛି ବିଜେଡି। ଯଦିଓ ପୂରା ଫଳାଫଳ ସ୍ପଷ୍ଟ ହୋଇନାହିଁ, ତଥାପି ରିପୋର୍ଟ ଲେଖାଯିବା ସୁଦ୍ଧା ୩୬, ୭୭୧ଖଣ୍ଡ ଭୋଟରେ…

ଦକ୍ଷିଣରେ ବିଜେଡିର ବାଜିମାତ : ବିଜେଡି କବଜାରେ ୩ ଲୋକସଭା ଓ ୧୪ ବିଧାନସଭା ଆସନ

କନକ ବ୍ୟୁରୋ: ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ରହିଛି ୩ ଲୋକସଭା ଏବଂ ୧୮ ବିଧାନସଭା ଆସନ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାରେ ମୋଦି ଲହର୍ କାମ କଲାନି। କନ୍ଧମାଳ, ବ୍ରହ୍ମପୁର ଓ ଆସିକା ତିନିଟି ଯାକ ଲୋକସଭା ଆସନକୁ ବିଜେଡି କବଜା କରିଛି।…

ମୋଦିଙ୍କ ନବରତ୍ନ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ ସଫଳତା ପଛରେ ରହିଛି ଏହି ୯ ଜଣଙ୍କ ହାତ ।

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହିତ ସକାଶେ ସବୁ କାମ ସ୍ୱୟଂ କରନ୍ତି ନା ତାଙ୍କ ସଫଳତା ପଛରେ ରହିଛି କାହାର ହାତ? ଏଭଳି ପ୍ରଶ୍ନ ପବ୍ଲିକ୍ ପ୍ଲେସରେ ବାରମ୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ । ସିନେମାରେ…

ପ୍ରଚଣ୍ଡ ବିଜୟ ପରେ ଯୋଶୀ-ଆଡଭାନୀଙ୍କ ସହ ସାକ୍ଷାତ କଲେ ମୋଦି ଏବଂ ଶାହ ! ବିଜେପି ପୁରୁଖାଙ୍କ ପାଦ ଛୁଇଁ କଲେ ପ୍ରଣାମ ।

ଲୋକସଭା ନିର୍ବାଚନ ୨୦୧୯ ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ପ୍ରଚଣ୍ଡ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଦଳର ପୁରୁଖା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସହ ସାକ୍ଷାତ କରି ବିଜୟର ଆଶିର୍ବାଦ…