Daily Archives

May 6, 2019

ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ବାତ୍ୟା ଫୋନି ଅଧା ଓଡିଶାକୁ ଛାରଖାର କରି ଦେଇଥିବା ବେଳେ ଏବେ ପୁଣିଥରେ ଓଡିଶାକୁ ଗଢିତୋଳିବା ପାଇଁ ଦେଶ ଓ ବିଦେଶରୁ ବିଭିନ୍ନ ବର୍ଗର ଲୋକ ସହାୟତାର ହାତ ବଢାଇଛନ୍ତି । ଆଉ ଏହି ଧାରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ପାଇଁ କେନ୍ଦ୍ର ସରକାର…

ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ମିଳିଲାନି ସାକ୍ଷ୍ୟପ୍ରମାଣ । ୯ଟି ମାମଲାରେ ହେଲେ ଦୋଷମୁକ୍ତ ।

କନକ ବ୍ୟୁରୋ : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୯ଟି ମାମଲାରେ ମିଳିଛି କ୍ଲିନଚିଟ୍ । ମାଓନେତା ସଚ୍ୟସାଚୀ ପଣ୍ଡା ଗଜପତି ଜିଲ୍ଲାର ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୯ଟି ମୋକଦ୍ଦମାରେ ସୋମବାର ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ସିଜେଏମ କୋର୍ଟର ମୁଖ୍ୟ ବିଚାରପତି ଏମ ଈଶ୍ୱର ରାଓ ୯ଟି…

ବାତ୍ୟା ପୀଡିତଙ୍କ ପାଇଁ ନବୀନଙ୍କ ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କଲେ ବର୍ଷକର ଦରମା ।

କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ଆସିଲା, ଆଉ କିଛି ସମୟ ମଧ୍ୟରେ ସବୁ କିଛି ଛାରଖାର କରି ଚାଲିଗଲା । ଆଉ ବାତ୍ୟା ପରର ଯେଉଁ ବିକଳ ଚିତ୍ର ଛାଡିଗଲା, ତାହା କେବେ ଯେ ଲିଭିବ, ତାହା ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ଏହାରି ଭିତରେ ଉଜୁଡି ଯାଇଥିବା ସୁନାର ଓଡିଶାକୁ ପୁଣି ଥରେ ଗଢି ତୋଳିବା…

ହ୍ୱିଲ ଚେୟାରରୁ ହୃଦୟ ଜିତିଲେ ଦିବ୍ୟାଙ୍ଗ କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ଦେଶରେ ଟପ୍ପର ହେଲେ ଓଡ଼ିଆ…

କନକ ବ୍ୟୁରୋ: ହ୍ୱିଲ୍ ଚେୟାରରେ ହାର ମାନିଲେନି କେଶବ । ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲିଗାଲ ଷ୍ଟଡ଼ି ପେପର ବା ଆଇନ ବିଷରେ ସାରା ଦେଶରେ ଟପ୍ପର ହୋଇଛନ୍ତି  ଦିବ୍ୟାଙ୍ଗ କେଶବ ଚନ୍ଦ୍ର ପୃଷ୍ଟି । ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ଥିବା କେଶବ ଚାଲିବା, କଥା କହିବା ଓ ଲେଖିବାରେ…

ମେ’ ୨୦ରେ ଓଡିଶାରେ ହେବ ନିଟ୍ ପରୀକ୍ଷା । ବାତ୍ୟା ପାଇଁ ଘୁଞ୍ଚିଥିଲା ପରୀକ୍ଷା

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ହେବ ଓଡିଶାରେ ନିଟ୍ ପରୀକ୍ଷା । ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଗତକାଲି ଓଡିଶାରେ ହେବାକୁ ଥିବା ନିଟ୍ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ଡାକ୍ତରୀ ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ ସ୍ତରରେ ଗତକାଲି ନିଟ୍ ପରୀକ୍ଷା ଅନୁଷ୍ଠିତ…

ଫୋନି ପାଇଁ ୨ ମାସ ଘୁଞ୍ଚିଲା ପାଟକୁରା ନିର୍ବାଚନ । ସ୍ଥିତି ସୁଧୁରିବା ପରେ ଘୋଷଣା ହେବ ନିର୍ବାଚନ ତାରିଖ, ସୂଚନା ଦେଲେ…

କନକ ବ୍ୟୁରୋ : ଫୋନି ପାଇଁ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ପରେ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାର୍ଚନ ଅଧିକାରୀ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ବାତ୍ୟା ଫୋନିର ପ୍ରଭାବ…