Daily Archives

May 6, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସଙ୍ଗୀନ୍ ଅଭିଯୋଗ ଆଣିଲେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ! କହିଲେ , ୪ କୋଟି…

ଭାରତର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି। ମୋଦୀ ସରକାର ଅର୍ଥନୀତିକୁ ଅତ୍ୟନ୍ତ ଖରାପ ପରିସ୍ଥିତିରେ ଛାଡ଼ି ଦେଇଛନ୍ତି। ସରକାରଙ୍କ ଆର୍ଥିକ ଦୃଷ୍ଟିକୋଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ କହିଛନ୍ତି। ଆସନ୍ନ ମାନ୍ଦାବସ୍ଥା…

ବିପର୍ଯ୍ୟୟ ପ୍ରତିରୋଧ ଓଡ଼ିଶା ଗଢ଼ିବାକୁ ନବୀନଙ୍କ ବ୍ଲୁ-ପ୍ରିଣ୍ଟ! ରାଜ୍ୟକୁ ୧୭ ହଜାର କୋଟି ଟଙ୍କା ଦେଉ କେନ୍ଦ୍ର,…

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇପଡ଼ିଥିବା ଓଡ଼ିଶାର କ୍ଷତିପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପର୍ଯ୍ୟୟର ମୁକାବିଲା ପାଇଁ ୧୭ ହଜାର କୋଟି ଟଙ୍କାର ଦୀର୍ଘ ମିଆଦୀ ସହାୟତା ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ…

ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ…

କନକ ବ୍ୟୁରୋ : ବାତ୍ୟା ଫୋନି ଓଡିଶାରେ ତାଣ୍ଡବ ରଚିବା ପରେ ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି ଅଧା ଓଡିଶା । ଖାସକରି ପୁରୀ ଓ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି । ରଙ୍ଗ ବେରଙ୍ଗର ଲାଇଟରେ ଝଲସି ଉଠୁଥିବା ଏହି ଦୁଇ ସହର ଉପରେ ଏବେ ଅନ୍ଧକାର ରାଜୁତି କରୁଛି । ତେବେ ଓଡିଶାର ଏଭଳି…

ବାତ୍ୟାର ତିନି ଦିନ ପରେ ବି ଆସୁନି କୌଣସି ସୁଧାର ! ପାଣି ଓ ବିଜୁଳି ପାଇଁ ଡ଼ହଳବିକଳ ରାଜଧାନୀବାସୀ । 

ଭୟଙ୍କର ବାତ୍ୟା ଫୋନିର କ୍ରୋଧରେ କୋଳାହଳ ପୂର୍ଣ୍ଣ ଭୁବନେଶ୍ୱର ଏବେ ଶାନ୍ତ ପଡିଯାଇଛି । କରେଣ୍ଟ, ପାଣି, ଖାଦ୍ୟ,ଏଟିଏମ୍ ,ଇଣ୍ଟନେଟ୍ ଭଳି ସେବାରୁ ବଚିଂତ ହୋଇଛନ୍ତି ରାଜଧାନୀ ବାସୀ । ନଳକୂପଟିଏ କେଉଁଠି ଦେଖିଲେ ପାଣି ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି ଲୋକ । ବାତ୍ୟାର ୩ ଦିନ ପରେ ମଧ୍ୟ ଅନେକ…

ଫୋନିରୁ ବର୍ତି ପାରିନାହିଁ ପାହାଳ ମିଠା ଦୋକାନ ! ଉଜୁଡା ଦୋକାନକୁ ପୁନର୍ଜୀବିତ କରିବା ପାଇଁ ଚାଲିଛି ଚେଷ୍ଟା

କନକ ବ୍ୟୁରୋ : ବାତ୍ୟା ଫୋନି କେବଳ ପୁରୀ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ସମେତ ଅନେକ ବିଶାଳ ଗଛ ରାସ୍ତା ଉପରେ ପଡିରହିଛି । ତେବେ ଏହି ବାତ୍ୟା ଫୋନିରୁ ବାଦ ପଡିନାହିଁ ପାହାଳ ମିଠା ଦୋକାନ । ମିଳିଥିବା ସୂଚନା ଅନୁସାରେ ବାତ୍ୟା…

‘ଫୋନି’ ପୀଡିତଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ନିବେଦନ । ଜାରି କଲେ ୨ଟି ବ୍ୟାଙ୍କ ଆକାଉଣ୍ଟ ନମ୍ବର ।

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ଉପକୂଳ ଓଡିଶାର ଚିତ୍ର ବଦଳାଇ ଦେଇଥିବା ବେଳେ ଛାରଖାର କରିଦେଇଛି ସବୁକିଛି । ଆଉ ଅନ୍ୟପଟେ ପୁଣି ଥରେ ଓଡିଶାର ପୁନରୁଦ୍ଧାର ପାଇଁ ଜୋରଦାର କସରତ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଏଯାଏଁ ୧୩୪୧ କୋଟି ଟଙ୍କା…