Daily Archives

April 13, 2019

ଗଣତନ୍ତ୍ରର ଜାଗ୍ରତ ସୈନିକଙ୍କୁ ସଲାମ ! ବଣ୍ଡା ଘାଟିରେ ମାଓବାଦୀଙ୍କୁ ବୋକା ବନାଇ ଅନ୍ଧାର ରାତିରେ ଇଭିଏମ ସହ ସୁରକ୍ଷିତ…

କନକ ବ୍ୟୁରୋ : ଗଣତନ୍ତ୍ରର ସୈନିକଙ୍କୁ ସଲାମ । ମାଓବାଦୀଙ୍କୁ ଚକମା ଦେଇ ପୋଲିଂ ବାକ୍ସ ସହ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଲେ ନିର୍ବାଚନ କର୍ମଚାରୀ । ମାଲକାନଗିରି ବଣ୍ଡାଘାଟିରେ ଘନ ଅନ୍ଧାର ରାତିରେ ମୁଣ୍ଡରେ ପୋଲିଂ ବାକ୍ସ ବୋହି ୧୫ କିଲୋମିଟର ପାହାଡିଆ ରାସ୍ତା ଚାଲି ଜିଲ୍ଲାପାଳଙ୍କ ଅଫିସରେ…

ଭୋଟ୍ ପାଇଁ ରାସନ ଲୋଭ ଦେଖାଇଲେ ଧର୍ମେନ୍ଦ୍ର, ଜବାବ ରଖିଲା ବିଜେଡି । କହିଲା, ନିର୍ବାଚନୀ ସମୟରେ ମିଥ୍ୟା ପ୍ରତିଶ୍ରୁତି…

କନକ ବ୍ୟୁରୋ: ଭୋଟ୍ ପାଇଁ ରାସନ ଲୋଭ ଦେଖାଇଲେ ଧର୍ମେନ୍ଦ୍ର ଜବାବ ରଖିଲା ବିଜେଡି । ଦଳୀୟ ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି କି, ଧର୍ମେନ୍ଦ୍ର ବାବୁ କେବଳ ମିଛ କହିବ ଜାଣିଛନ୍ତି । ୫ ବର୍ଷ ହେବ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି । ଏପରିକି ଧର୍ମେନ୍ଦ୍ର ପ୍ରଧାନ ପ୍ରତିଦିନ ମିଛ ନକହିଲେ…

ପୂର୍ବରୁ କେବଳ ଆକାଶରେ ଦେଖିଥିଲେ ହେଲିକପ୍ଟର, ଏବେ ନବୀନଙ୍କ ସହଯାତ୍ରୀ ସାଜିଲେ ପରୀ ମା’ । ଟ୍ୱିଟ୍ କରି ଫଟୋ ଛାଡିଲେ…

କନକ ବ୍ୟୁରୋ : ୭୦ ବର୍ଷ ବୟସରେ ପୂରଣ ହେଲା ସ୍ୱପ୍ନ । ଦୀର୍ଘ ବର୍ଷ ପରେ ଆକାଶରେ ଉଡିଲେ ପରୀ ମା’ । ଯିଏ ଦିନେ କେବଳ ହେଲିକପ୍ଟର ଓ ଉଡାଜାହାଜକୁ ଆକାଶରେ ଉଡିବାର ଦେଖିଥିଲେ ଆଜି ସେ ହେଲିକପ୍ଟରରେ ବିଜେଡି ସୁପ୍ରିମୋଙ୍କର ସାଜିଛନ୍ତି ସହଯାତ୍ରୀ । ଆକାଶପୃଷ୍ଠରୁ ନିଜ ଅଞ୍ଚଳକୁ ଦେଖି ବେଶ…

ବାରାଣାସୀରେ ଏଥର ବଡ ଲଢେଇ ! ମୋଦିଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରନ୍ତି ପ୍ରିୟଙ୍କା ଗାନ୍ଧି ।

କନକ ବ୍ୟୁରୋ : ବାରାଣାସୀରେ ଚଳିତ ନିର୍ବାଚନରେ ଦେଖିବାକୁ ମିଳିପାରେ ବଡ ଟକ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଏଥର ମଇଦାନକୁ ଓହ୍ଲାଇପାରନ୍ତି କଂଗ୍ରେସ ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧି । ଏହି ଆସନରୁ ଲଢିବା ନେଇ ପ୍ରିୟଙ୍କା ସ୍ଥିର…

ଐତିହାସିକ ହେବ ମୋଦିଙ୍କ ନାମାଙ୍କନ ! ବିଜେପି କରୁଛି ଜୋରଦାର ପ୍ରସ୍ତୁତି, ସାମିଲ ହେବେ ପାଖାପାଖି ୫ ଲକ୍ଷ ଜନତା ।

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ପୁଣି ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ନାମାଙ୍କନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ସୂଚନା ଅନୁଯାୟୀ, ନାମାଙ୍କନ ଭରିବା ପୂର୍ବରୁ ବାରାଣାସୀରେ ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି ।…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡ଼ରୁଛି କି ବିଜେପି ? ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି , ଡ଼ବଲ ଇଞ୍ଜିନ୍…

କନକ ବ୍ୟୁରୋ: ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଦଶପଲ୍ଲା ନିର୍ବାଚନୀ ପ୍ରଚାର ମୈଦାନରେ ବିଜେପିକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ବଜେପିକୁ ଶାଣିତ ଆକ୍ରମଣ କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଓଡ଼ିଶା ଇଞ୍ଜିନ୍ ଆଉ ବିଜେପିର…