Daily Archives

April 13, 2019

ବରଗଡ଼ ବିଗ୍ ଫାଇଟରେ ବାଜି ମାରିବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ବରଗଡ ଲୋକସଭା ଓ ୭ ବିଧାନସଭାର ଟିକିନିକି ତଥ୍ୟ ।

କନକ ବ୍ୟୁରୋ : ବରଗଡରେ ହେବ ବଡ ଲଢେଇ । ମୈଦାନରେ ହେଭିୱେଟ ନେତା । ବିଜେଡି ଓ ବିଜେପି ପୁରୁଖା ନେତାଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ନୂଆ ମୁହଁଙ୍କୁ ସାମ୍ନାକୁ ଆଣିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଲଢୁଥିବାରୁ ଓ ଏହା ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ…

ରାଜଧାନୀରେ ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ : ନିର୍ବାଚନକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛାନଭିନ୍ । ଗାଡି…

କନକ ବ୍ୟୁରୋ : ରାଜ୍ୟରେ ନିର୍ବାଚନ ତାତି ବହୁଛି । ଏହାରି ଭିତରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁଲିସ । ଏହି କ୍ରମରେ ରାଜଧାନୀରେ ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ । ନିର୍ବାଚନକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛାନଭିନ୍…

ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନ । ‘ଯୋଡି ବଳଦ’କୁ ଘାଇଲା କଲା ‘ଧନୁ ଓ ତୀର’ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଓଡ଼ିଶାର ନିର୍ବାଚନ ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ଅନୁଭୂତ ହୋଇଛି ଆରମ୍ଭରୁ । ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ଓଡ଼ିଶାରେ କଂଗ୍ରେସ ଦଳକୁ ଯଦି ସବୁଠାରୁ ବେଶୀ କ୍ଷତି କିଏ ପହଞ୍ଚାଇଥିଲା, ତାହା ହେଲା ନବଗଠିତ ଆଞ୍ଚଳିକ ଦଳ…

ଧର୍ମେନ୍ଦ୍ର ଦେଖାଇଲେ ସୁନେଲୀ ସ୍ୱପ୍ନ । ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଡାଲି ଚାଉଳ ଓ ଲୁଣ, ୩.୨୬ କୋଟି…

କନକ ବ୍ୟୁରୋ : ୧ ଟଙ୍କାରେ ମିଳିବ ଲୁଣ, ଚାଉଳ ଓ ଡାଲି । ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ…

ଧର୍ମେନ୍ଦ୍ରଙ୍କୁ ବିଜେଡିର କାଉଣ୍ଟର । ବୁଲେଟ ଉପରେ ବିଶ୍ୱାସ କରେ ବିଜେପି, ବାଲାଟ ପେପର ଉପରେ ବିଜେଡି ।

କନକ ବ୍ୟୁରୋ: ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ଧର୍ମେନ୍ଦ୍ର ବାବୁ ଜେଣ ପଳାୟନପନ୍ଥୀ ନେତା ଯିଏକି ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ପଛଘୁଞ୍ଚା ଦେଇଛନ୍ତି । ଏପରିକି ୨୦୦୦ ମସିହାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଧରି…

ଭାରତର ୧୦ ସର୍ବଶ୍ରେଷ୍ଠ ବ୍ୟାଙ୍କ ଗୁଡିକର ତାଲିକା ପ୍ରକାଶ : ଜାଣନ୍ତୁ ଏସବିଆଇ କେଉଁ ସ୍ଥାନରେ ଅଛି

ଫୋର୍ବସ ସାରା ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଙ୍କଗୁଡିକର ତାଲିକା ଜାରି କରିଛି । ଏହି ତାଲିକାରେ ୨୩ ଦେଶଗୁଡିକର ବ୍ୟାଙ୍କକୁ ସାମିଲ କରାଯାଇଛି । ଭାରତର ମଧ୍ୟ ୧୦ଟି ବ୍ୟାଙ୍କକୁ ଏହି ତାଲିକାରେ ସ୍ଥାନ ମିଳିଛି । ବ୍ୟାଙ୍କ ଗୁଡିକର ତାଲିକା ପ୍ରସ୍ତୁତ କରିବାରେ ତାଙ୍କର ସର୍ଭିସ, ବାଲାନ୍ସ ସିଟକୁ…