Daily Archives

April 12, 2019

ଭୋଟର ତାଲିକାରେ ନାଁ ନଥିଲେ ଭୋଟ୍ ଦେବା ପାଇଁ ଚ୍ୟାଲେଞ୍ଜ ଦେଇପାରିବେ ଆପଣ । କ’ଣ ରହିଛି ନିୟମ ପଢ଼ନ୍ତୁ ।

କନକ ବ୍ୟୁରୋ: ଭୋଟର୍ ତାଲିକାରେ ନାମ ନ ଥିଲେ ହୁଏତ ଆପଣ ଭୋଟ୍ ନଦେଇ ଫେରିଯାଉଥିବେ । ହେଲେ ଆପଣ ଭୋଟ ନ ଦେଇ ଫେରନ୍ତୁ ନାହିଁ, କାହିଁକି ନା ଆପଣ ଏହାକୁ ନେଇ ‘ଚ୍ୟାଲେଞ୍ଜ’ ଦେଇପାରିବେ କିମ୍ବା ‘ଟେଣ୍ଡର୍’ ଭୋଟ୍ କରିବା ପାଇଁ ଦାବି କରିପାରିବେ ବୋଲି ଜଣାପଡ଼ିଛି । ଏନେଇ ସୁପ୍ରିମକୋର୍ଟର…

ବଲାଙ୍ଗୀରରେ ବାଜି ମାରିବ କିଏ । ମୈଦାନରେ ରାଜପରିବାରର ଦିଅର-ଭାଉଜଙ୍କୁ ଟକ୍କର ଦେବେ ନରସିଂହ ନନ୍ଦନ । ଫଟୋରେ ଫଟୋରେ…

କନକ ବ୍ୟୁରୋ : ବଲାଙ୍ଗୀରରେ କିଏ ମାରିବ ବାଜି । ବିଜୟର ହ୍ୟାଟ୍ରିକ ଲଗାଇବ କି ବିଜେଡି ନା ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀରରେ ଫୁଟିବ ପଦ୍ମ ନା ଦୀର୍ଘ ଦୁଇ ଦଶନ୍ଧି ପରେ କମବ୍ୟାକ୍ କରିବ କଂଗ୍ରେସ । ବିଜେଡି ଓ ବିଜେପି ରାଜପରିବାର ସଦସ୍ୟଙ୍କୁ ମୈଦାନକୁ ଓହ୍ଳାଇଥିବା ବେଳେ କଂଗ୍ରେସ ଏଠାରେ…

ନିର୍ବାଚନୀ ସମୟରେ ମୋଦିଙ୍କ ପାଇଁ ଋଷ ଦେଲା ଭଲ ଖବର । ୟୁଏଇ ପରେ ପ୍ରଧାନମନ୍ତ୍ରୀଙ୍କୁ ମଳିବ ଋଷର ସର୍ବୋଚ୍ଚ ସମ୍ନାନ ।

କନକ ବ୍ୟୁରୋ: କିଛି ଦିନ ତଳେ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ ଜାୟେଦ ମେଡାଲ ପାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଆଉ ଏକ ସଫଳତା ହାସଲ କରିଛନ୍ତି । ତାଙ୍କୁ ଋଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୟୁ ଦି ଆପୋଷ୍ଟଲ’ରେ ସମ୍ମାନିତ କରାଯିବ ବୋଲି…

ଆସ୍କା ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମାରାଥନ ପ୍ରଚାର । ସାନଖେମୁଣ୍ଡି, ଶେରଗଡ ଓ ହିଞ୍ଜିଳିରେ ରୋଡ ସୋ’ କରି ମାଗିଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ରୋଡ ସୋ । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ସାନଖେମୁଣ୍ଡି, ଶେରଗଡ, ହିଂଜିଳିକାଟୁରେ ରୋଡ ସୋ କରିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଏବଂ ଲୋକଙ୍କ ଆର୍ଶାୀବାଦ କାମନା କରିଛନ୍ତି । ସାଢେ ୪…

ଛତିଶଗଡ ସୀମାନ୍ତରେ ନିର୍ବାଚନୀ ଉଷ୍ମତା । ବରଗଡ ଭୋଟରଙ୍କ ଉପରେ ପଡିବ କି ପଡୋଶୀ ରାଜ୍ୟର ପ୍ରଭାବ

କନକ ବ୍ୟୁରୋ: ଆସନ୍ତା ୧୮ ତାରିଖରେ ଓଡିଶାରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରିବେ ଜନତା…

ଗଣତନ୍ତ୍ରର ମହାପର୍ବରେ ଆଗରେ ମହିଳା । ମତାଧିକାର ସାବ୍ୟସ୍ତ କରିବାରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା ଭୋଟର ।

କନକ ବ୍ୟୁରୋ: ମତଦାନରେ ବି ମହିଳା ଆଗରେ । ଗତକାଲି ଓଡ଼ିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ଭୋଟର ମତଦାନ ସବ୍ୟାସ୍ତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓଙ୍କ ସୂଚନା ମୁତାବକ, ଓଡ଼ିଶାରେ…