Daily Archives

April 12, 2019

ବୈଜୟନ୍ତ ପଣ୍ଡାଙ୍କ ମୁଖା ଖୋଲିଲା ବିଜେଡି ! ୨୦୧୪ରେ ଆୟ ସର୍ମ୍ପକରେ ଦେଇଥିଲେ ଭୁଲ ତଥ୍ୟ, ୨୦୧୯ ସତ୍ୟପାଠରେ ଓଗାଳିଲେ…

କନକ ବ୍ୟୁରୋ : ବୈଜୟନ୍ତଙ୍କ ବିରୋଧରେ ବିଜେଡି ଆଣିଲା ବଡ ଅଭିଯୋଗ । ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ଠକିଥିବା କହିଛି ବିଜେଡି ।୨୦୧୪ରେ ବୈଜୟନ୍ତ ନିଜ ଆୟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ । କୌଣସି ପାରିବାରିକ କମ୍ପାନୀରୁ ଆୟ ହେଉନଥିବା ସତ୍ୟପାଠରେ ଦର୍ଶାଇ ଥିଲେ ବୈଜୟନ୍ତ ପଣ୍ଡା…

ଅପରାହ୍ମରୁ ସନ୍ଧ୍ୟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା ! ଘଣ୍ଟାପ୍ରତି ୪୦ ରୁ ୫୦ କିମି…

କନକ ବ୍ୟୁରୋ : ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ରାଜ୍ୟର କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ରାୟଗଡ଼ା, ବୌଦ, ସୋନପୁର ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର…

ନୟାଗଡ ରାଜନୀତିର ନୂଆ ଅସ୍ତ୍ର । ‘ଚିନିକଳ’ର ଦ୍ୱାହି ଦେଇ ଭୋଟ୍ ମାଗୁଛନ୍ତି ନେତା

କନକ ବ୍ୟୁରୋ: ଆସନ୍ତା ୨୩ରେ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନୟାଗଡରେ ପଡିବ ଭୋଟ । ଏଥିପାଇଁ ନୟାଗଡ ବିଧାନସଭା ଆସନରେ ଘମାଘୋଟ ପ୍ରଚାର ସହ ଭୋଟରଙ୍କୁ ହାତେଇବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣେଇଲେଣି ନେତା । ଏଥିସହିତ ପରସ୍ପରକୁ କାଦୁଅ ଛାଟିବାରେ ବ୍ୟସ୍ତ  ରାଜ୍ୟର ତିନି ପ୍ରମୁଖ…

ରାଜ୍ୟରେ ପ୍ରଥମଥର ପାଇଁ ଭୋଟ୍ ଦେଉଛନ୍ତି ୮ ଲକ୍ଷ ଭୋଟର୍ ! ଯୁବ ଭୋଟର ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୁମିକା

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବମ୍ପର ଭୋଟିଂ । ସିଇଓଙ୍କ ସୂଚନା, ଓଡ଼ିଶାରେ ହୋଇଛି ୭୩.୭୬% ଭୋଟ, ୨ଟି ବୁଥରେ ହୋଇପାରେ…

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ପ୍ରଥମ ଚରଣରେ ୭୩.୭୬% ପ୍ରତିଶତ ମତ ସଂଗ୍ରହ ହୋଇଛି । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ…

ପଦ୍ମ ଫୁଟାଇବାକୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କଲେ ବିଜେପି ଚାଣକ୍ୟ, ଶାହା କହିଲେ, କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ…

କନକ ବ୍ୟୁରୋ: ପ୍ରତିଶ୍ରୁତି ବର୍ଷା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପାଞ୍ଚ ବର୍ଷ ଓଡ଼ିଶାରେ ମୋଦି ସରକାରଙ୍କୁ ସରକାର ଗଠନ କରିବାକୁ ସୁଯୋଗ ଦିଅ ଓଡ଼ିଶାକୁ ଏକ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବ ବିଜେପି । ଏପରିକି ବହୁ ଦିନର ଦାବି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟର…