Daily Archives

April 9, 2019

ଜୋର ଧରୁଛି କେନ୍ଦ୍ରାପଡା ରାଜନୀତି ! ବିଶାଳ ଶୋଭାଯାତ୍ରା ସହ ନାମାଙ୍କନ ଭରିଲେ ଅନୁଭବ ଓ ଶଶୀଭୂଷଣ, ବୈଜୟନ୍ତଙ୍କୁ କଲେ…

କନକ ବ୍ୟୁରୋ : ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଆଜି ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେଡିର କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଶଶିଭୂଷଣ ବେହେରା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ବିରୋଧୀ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ…

ଦିନକ ପରେ ଭୋଟ୍, ନେତାଙ୍କ ଛାତିରେ ଛନକା ! ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ଏଣିକି ଜନତାଙ୍କ ହାତରେ…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର, ଏଣିକି ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ସମସ୍ତ ରାଜନୈତିକ ଦଳର ନେତା ନିଜ ନିଜ ପ୍ରଚାର ଶେଷ କରିଛନ୍ତି । ଏହି ୪ଟି ଲୋକସଭାରେ କିଏ କାହାକୁ…

କଂଗ୍ରେସ ରାଲିରେ ହଙ୍ଗାମା ! ପିୟଙ୍କାଙ୍କ ରୋଡ୍ ଶୋରେ ମୋଦି ମୋଦି ନାରା ଲଗାଇଲେ ବିଜେପି କର୍ମୀ, ପ୍ରିୟଙ୍କା ଫୋପାଡିଲେ…

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କଂଗ୍ରେସ ରୋଡ଼ ଶୋରେ ହଙ୍ଗାମା । ରାଲିରେ ମୁହାମୁହିଁ ହେଲେ ବିଜେପି କଂଗ୍ରେସ କର୍ମୀ । ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ପ୍ରତ୍ୟେକ ଦଳ ନିଜ ନିଜ ପ୍ରଚାର ପ୍ରସାରରେ ଲାଗିପଡ଼ିଛି । ଆଜି ଉତ୍ତର ପ୍ରଦେଶ ବିଜନୌରରେ ରୋଡ଼ ଶୋ କରିଥିଲେ ପ୍ରିୟଙ୍କା ଗାନ୍ଧୀ…

ରାଜନୀତିରେ ସବୁ ସମ୍ଭବ ! ମିଶ୍ରଣ ପର୍ବରେ ଜୁହାର ହେଲେ ଦୁଇ ପ୍ରତିଦ୍ୱନ୍ଦି, କାଲି ହାରିଥିଲେ ଆଜି ହାତ ଧରି ଦଳରେ…

କନକ ବ୍ୟୁରୋ : କ୍ଷଣ କ୍ଷଣରେ ବଦଳୁଛି ରାଜ୍ୟ ରାଜନୈତିକ ପାଣିପାଗ । ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜନୀତିରେ ସବୁ କିଛି ସମ୍ଭବ । କାଲି ଯେ ପରମ ଶତ୍ରୁ ଆଜି ସେ ମିତ୍ର । ରାଜନୀତିରେ ରକ୍ତ ସମ୍ପର୍କ, ଶତ୍ରୁତା, ମିତ୍ରତା କିଛି ମାନେ ରଖେନା । ନିର୍ବାଚନ ସମସୟ ଆସିଲେ ନେତାଙ୍କ…

ଆମେଠି ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି ! ରାହୁଲଙ୍କୁ ଟକ୍କର ଦେଉଛନ୍ତି ସ୍ମୃତି, କଂଗ୍ରେସ ଗଡରେ ଏଥର କିଏ କରିବ…

କନକ ବ୍ୟୁରୋ : ଆମେଠି ଏଥର ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି । ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ପୁଣି ଥରେ ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସର ଗଡ କୁହାଯାଉଥିବା ଆମେଠିରେ ଗୋଟିଏ ପଟେ ରହିଛି ଆନୁଗତ୍ୟ…

ଇସ୍ତାହାରରେ ଯୁବଗୋଷ୍ଠୀ । ମହିଳା ଓ ଚାଷୀଙ୍କ ସହ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଦେଲା ବିଜେଡି ।

କନକ ବ୍ୟୁରୋ: ସବୁ ପ୍ରତିକ୍ଷାର ଅନ୍ତଘଟିଲା ଆସିଲା ୨୦୧୯ ନିର୍ବାଚନୀ ବିଜେଡି ଇସ୍ତାହାର ପତ୍ର । ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବାକୁ ଜୋର ଦେଉଥିବା ବିଜେଡି ଚଳିତ ଇସ୍ତାହାରରେ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇଛି । ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନେଇ ବିଜେଡି ଇସ୍ତାହାର ପତ୍ରରେ ୧୧ଟି…