Daily Archives

April 9, 2019

ବିଜେଡି ଇସ୍ତାହାରରେ ଚାଷୀ । ସରକାର ଗଠନର ପ୍ରଥମ ଦିନରେ ୨୫ ଲକ୍ଷ ବଳକା ଚାଷୀଙ୍କୁ ଏକସଙ୍ଗେ ମିଳିବ ୨ଟି କିସ୍ତିର…

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର । ୧୧ ପୃଷ୍ଠା ସମ୍ବଳିତ ଏହି ଇସ୍ତାହାର ପତ୍ରରେ ୨୦୧୪ର ପ୍ରତିଶ୍ରୁତି ଓ ଆଗାମୀ ଦିନରେ ସରକାର ଗଢ଼ିଲେ ବିଜୁ ଜନତା ଦଳ କ’ଣ କରିବ ସେନେଇ ଗୋଟି ଗୋଟି ଇସ୍ତାହାରରେ ଉଲ୍ଲେଖ କରିଛି ଦଳ । ବିଜେଡି ୨୦୧୯ ଇସ୍ତାହାରରେ ଚାଷୀଙ୍କୁ ପ୍ରାଧାନ୍ୟ…

୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଲା ବିଜେଡି । ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ ରାଜ୍ୟବାସୀଙ୍କ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପତ୍ର ଜାରି କଲା ବିଜୁ ଜନତା ଦଳ । ତେବେ ଇସ୍ତାହାର ପତ୍ରରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ୨୦୧୪ ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କେତେ ମାତ୍ରାରେ ପୂରଣ ହୋଇଛି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ଏହା ସହ ଦଳ…

ଇସ୍ତାହାର ଜାରି କଲା ବିଜେଡ଼ି ! ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କ ଉପରେ ଗୁରୁତ୍ୱ, କ୍ଷମତାକୁ ଆସିବାର ପ୍ରଥମ ଦିନରେ ୨୫…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କଲା ବିଜୁ ଜନତା ଦଳ । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଇସ୍ତାହାର ଜାରି କଲେ ମୁଖ୍ୟମନ୍ତ୍ର । କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ…

‘କାଳିଆ’ ଟଙ୍କା ଅଟକାଯାଇଥିବା ଅଭିଯୋଗରେ ସିଇଓଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । କହିଲେ, କେନ୍ଦ୍ରୀୟ ଯୋଜନା ଚାଲୁଛି,…

କନକ ବ୍ୟୁରୋ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାଳିଆ ଟଙ୍କା ଅଟକାଯାଇଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ । ଏନେଇ କହିଛନ୍ତି କି, କାଳିଆ ଟଙ୍କା ଅଟକା…

କେନ୍ଦ୍ରାପଡ଼ାରେ ଗର୍ଜିଲେ ଅନୁଭବ ! ବୈଜୟନ୍ତଙ୍କୁ ବେଇମାନ୍ କହି କଲେ କଡ଼ା ସମାଲୋଚନା ।

କନକ ବ୍ୟୁରୋ: ଅନୁଭବଙ୍କ ଟାର୍ଗେଟରେ ବୈଜୟନ୍ତ । କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ନାମାଙ୍କନ ଭରିବା ପରେ କେନ୍ଦ୍ରପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି । ଅନୁଭବ କହିଛନ୍ତି କି, “ମୋ ପୂର୍ବରୁ ଯେଉଁ ସାଂସଦ ବିଜେଡି ଟିକେଟ୍ ପାଇ…

ମହାରାଷ୍ଟ୍ରରେ କଂଗ୍ରେସ ଉପରେ ବର୍ଷିଲେ ମୋଦି ! ପ୍ରଥମ ଭୋଟ୍ ଏୟାରଷ୍ଟ୍ରାଇକ କରିଥିବା ବୀରଙ୍କ ନାମରେ କରିବା ପାଇଁ…

କନକ ବ୍ୟୁରୋ : ସପ୍ତଦଶ ନିର୍ବାଚନ ପାଇଁ ମାତ୍ର ଗୋଟିଏ ଦିନର ବ୍ୟବଧାନ । ପୁଣି ଥରେ ସତ୍ତାକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତୃବୃନ୍ଦମାନେ ଜୋରସୋରରେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । ବିଜେପି ସରକାର ଅମଳରେ ହୋଇଥିବା ଯୋଜାନକୁ ଜନସାଧାରଣଙ୍କ ନିକଟରେ…