Daily Archives

April 4, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ! ଜାୟଦ୍ ସମ୍ମାନରେ ସମ୍ମାନିତ ହେଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ଗୁରୁବାର ପ୍ରତିଷ୍ଠିତ ‘ଜାୟଦ୍ ମେଡଲ୍’ ରେ ସମ୍ମାନିତ କରିଛନ୍ତି । ମୋଦିଙ୍କୁ ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ଦ୍ୱିବିପକ୍ଷୀୟ ରଣନୀତିକ ସଂବନ୍ଧକୁ ଖୁବ୍ ଆଗେଇନେବା ପାଇଁ ଦିଆଯାଇଛି । ୟୁଏଇ ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହୟାନ୍…

ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ! ରୋଡ୍ ସୋ’ ପରେ ମୋଦିଙ୍କୁ କଲେ ଟାର୍ଗେଟ୍ । ସେପଟେ ପ୍ରିୟଙ୍କା କହିଲେ, ସବୁଠୁ…

କନକ ବ୍ୟୁରୋ : ଦ୍ୱିତୀୟ ଆସନ ଲାଗି କେରଳର ୱାୟନାଡରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ  । ଏହାସହ ଦକ୍ଷିଣରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ  । ୱାୟନାଡରୁ ପ୍ରାର୍ଥୀପତ୍ର ଦାଖଲ ବେଳେ ସାଂଗରେ ଥିଲେ ଭଉଣୀ ପ୍ରିୟଙ୍କା  । ୨ କିଲୋମିଟର ଧରି ମେଗା ରୋଡ ସୋ କରିଥିଲେ…

ବନ୍ଧୁମାନଙ୍କ ଆଗରେ ଡ୍ୟାନ୍ସ କରିବାକୁ ମନା କରିବାରୁ ସ୍ତ୍ରୀକୁ ଉଲଗ୍ନ କରିବା ସହ ଲଣ୍ଡା କରି ପିଟିଲା ସ୍ୱାମୀ !…

ପ୍ରତିଦିନ ଖବରକାଗଜରେ ନାରୀଙ୍କୁ ପ୍ରତାଡିତ କରୁଥିବା ସ୍ୱାମୀଙ୍କ କଥା ତ ଆପଣ ପଢୁଥିବେ । ଏଭଳି ଆଉ ଏକ ଘଟଣା ଘଟିଛି ପାକିସ୍ତାନରେ । ବନ୍ଧୁମାନଙ୍କ ଆଗରେ ପତ୍ନୀ ଡ୍ୟାନ୍ସ ନ କରିବାରୁ ପତ୍ନୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ୍ ପିଟିବା ଏବଂ ଲଣ୍ଡା କରିବା ଘଟଣା ଘଟିଛି ପାକିସ୍ତାନରେ । ଘଟଣାଟି…

ବନ୍ଦ କରନାହିଁ ‘କାଳିଆ’ ଟଙ୍କା । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ କୃଷକ ସଙ୍ଗଠନ, କହିଲେ, ଚାଷୀଙ୍କ ସମସ୍ୟା…

କନକ ବ୍ୟୁରୋ : ନିର୍ବାଚନ ପାଇଁ କାଳିଆ ଟଙ୍କା ବନ୍ଦ ହେବାକୁ ନେଇ ତାତିଛନ୍ତି ଚାଷୀ । ଗୋଟିଏ ପଟେ କାଳିଆ ଟଙ୍କା ବନ୍ଦ ନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ବିଜେଡି ଫେରାଦ ହୋଇଥିବା ବେଳେ ଏବେ ଚାଷୀ ମଧ୍ୟ ସମାନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ।…

ସେନାର ଗାଡି ଗଲାବେଳେ ସାଧାରଣ ଗାଡି ଚଳାଚଳ ଉପରେ ଲାଗିଲା ରୋକ୍ ! ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ସରକାର ନେଲେ ଏଭଳି…

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ଗାଡି ଗଲାବେଳେ ସାଧାରଣ ଗାଡି ଚଳାଚଳ ଉପରେ ଲାଗିଲା ରୋକ । ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ଜମ୍ମୁକଶ୍ମୀରରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ସେନାର ଗାଡିରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି । ଜାତୀୟ ରାଜପଥରେ…

ଭାରତରେ ବ୍ୟାନ୍ ହୋଇପାରେ “ଟିକ୍ ଟକ୍” ଆପ୍ ! ମଦ୍ରାସ୍ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ନୋଟିସ୍ ।

ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରକୁ ଚୀନ୍ ଭିଡିଓ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କହିଛନ୍ତି । କୋର୍ଟଙ୍କ କହିବା ମୁତାବକ ଏହା ଯୁବାବର୍ଗଙ୍କ ଭବିଷ୍ୟତ ତଥା ପିଲାମାନଙ୍କ ମସ୍ତିଷ୍କକୁ ଖରାପ କରୁଛି । ଜଣେ ଆଇନଜୀବୀଙ୍କ ଦ୍ୱାରା ଦିଆଯାଇଥିବା ଏକ ଯାଚିକାର…