Daily Archives

April 4, 2019

ଶେଷ ମୁହୂର୍ତ୍ତରେ ୩ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ?

କନକ ବ୍ୟୁରୋ : ଶେଷ ଦିନରେ କଂଗ୍ରେସ ବଦଳାଇଲା ୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ତାରିଖ ରହିଥିବା ବେଳେ ଆଜି ୩ଟି ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । କେନ୍ଦୁଝର ଲୋକସଭା ସମେତ ପାଟଣା ଓ ତେଲକୋଇରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । କେନ୍ଦୁଝର ଲୋକସଭା ଆସନ…

କାଶ୍ମୀରକୁ ନେଇ ଭାରତ ପାକ୍ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ କାଶ୍ମୀର ସ୍କୁଲ ପିଲା ଗାଇଲେ “ହିନ୍ଦୁସ୍ତାନ ହେ ହମାରା…

ଦେଶରେ ଗୋଟେ ପଟେ ନିର୍ବାଚନୀ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟ ପଟେ କାଶ୍ମୀରକୁ ନେଇ ବିତର୍କ ଜାରି ରହିଛି । ଏ ମଧ୍ୟରେ କାଶ୍ମୀର ସ୍କୁଲ ଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିତର୍କ କରୁଥିବା ଲୋକମାନଙ୍କୁ ଅନେକ କିଛି ଶିଖାଇବ ବୋଲି ଲୋକେ କହିବା ଆରମ୍ଭ…

ଆମେଠିରେ ସ୍ମୃତି ଇରାନୀଙ୍କ ନିର୍ବାଚନୀ ପ୍ରଚାର ! ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ୍, ଆମେଠିବାସୀଙ୍କୁ ରାହୁଲ ଅପମାନ…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟାର୍ଗେଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କହିଲେ ଆମେଠିର ଜନତାଙ୍କ ପ୍ରତି ଘୋର ଅପମାନ କରିଛନ୍ତି ରାହୁଲ । ୧୫ ବର୍ଷ ଧରି ଆମେଠି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ଶାସନ କରିବା ପରେ ଏବେ ଅନ୍ୟ କେଉଁ ଆସନରୁ ନିର୍ବାଚନ ଲଢ଼ି ଦଳକୁ…

ଛତିଶଗଡରେ କାଙ୍କେରରେ ମାଓ ଆକ୍ରମଣ । ଗୁଳିବିନିମୟରେ ବିଏସଏଫର ୪ ଯବାନ ସହିଦ, ୨ ଗୁରୁତର

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଛତିଶଗଡରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ । ଛତିଶଗଡର କାଙ୍କେରରେ ନକ୍ସଲଙ୍କ ସହ ଗୁଳିବିନିମୟରେ ବିଏସଏଫର ୪ ଜଣ ଯବାଦ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଭିନ୍ନ ଦଳର ହେଭିୱେଟ ନେତା । ଭୁବନେଶ୍ୱର ଲୋକସଭା ପାଇଁ…

କନକ ବ୍ୟୁରୋ : ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କାଟି…

ଗୋଟିଏ ହାତରେ ଟଙ୍କା ଏବଂ ଅନ୍ୟ ହାତରେ କୁକୁଡାଟିଏ ଧରି ଡାକ୍ତରଖାନାରେ ପହଂଚିଲା ଏହି କୁନି ପୁଅ ! ସବୁ କଥା ଶୁଣି…

ଶିଶୁମାନଙ୍କ ହୃଦୟ ଯେ ସଂସାରର ଅନ୍ୟ ସମସ୍ତଙ୍କଠାରୁ ସ୍ୱଚ୍ଛ ଏଥିରେ ତିଳେ ବି ସନ୍ଦେହ ନାହିଁ। କ୍ଷମତା ଥାଉ କି ନଥାଉ, ମାନବିକତା କିନ୍ତୁ ସେମାନଙ୍କ ଭିତରେ ଭରି ହୋଇଥାଏ ଏହା ଅନ୍ତତଃ କେହି ଅସ୍ୱୀକାର କରିବେ ନାହିଁ। ଫଟୋରେ ଦିଶୁଥିବା ଏହି କଅଁଳ ଶିଶୁ ପୁତ୍ର ଜଣକ ମିଜୋରାମର। ଗୋଟିଏ ହାତରେ…