Daily Archives

March 20, 2019

ମାସୁଦ ଉପରେ ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ ! ୟୁରୋପୀୟ ସଂଘ ଦ୍ୱାରା ଆଝାରକୁ ବିଶ୍ୱ ଆତଙ୍କବାଦ ଘୋଷଣା ପାଇଁ…

କନକ ବ୍ୟୁରୋ : ମାସୁଦ ଆଝାର ଉପରେ ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ । ୟୁରୋପୀୟ ସଂଘ ଦ୍ୱାରା ମାସୁଦକୁ ବିଶ୍ୱ ଆତଙ୍କବାଦ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଲା ଜର୍ମାନୀ । ତେବେ ୟୁରୋପୀୟ ସଂଘର ୨୮ଟି ରାଷ୍ଟ୍ର ରାଜି ହେଲେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦ ଘୋଷଣା କରାଯିବ । ପୂର୍ବରୁ…

ମୋଦିଙ୍କ ଗଡରେ ପ୍ରିୟଙ୍କା ଗାନ୍ଧି ! ଦଶ୍ୱାସମେଧଘାଟରେ ପୂଜାଚ୍ଚର୍ନା ପରେ ବାବା ବିଶ୍ୱନାଥ ମନ୍ଦିରରେ ରୁଦ୍ରାଭିଶେକ,…

କନକ ବ୍ୟୁରୋ : ବାରାଣାସୀ ଦଶ୍ୱାସମେଧ ଘାଟରେ ଗଙ୍ଗା ପୂଜା, ଜୟ ହିନ୍ଦର ନାରାବାଜି ଓ ବିଶ୍ୱନାଥ ମନ୍ଦିରରେ ରୁଦ୍ରାଭିଶେକ । ନିର୍ବାଚନୀ ମାହୋଲରେ କାଶୀରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିିଛି । ବୋଟ୍ ଯାତ୍ରା ସହ ପଦ ଯାତ୍ରା କରି ଲୋକଙ୍କ ପାଖରେ ପହଂଚିଛନ୍ତି ପ୍ରିୟଙ୍କା । ଏହାସହ…

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ : ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲେ ଉଭୟ ବିଜେଡ଼ି ଓ ବିଜେପି

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ଏସବୁ ଭିତରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ଶାସକ ଦଳ ଓ ବିଜେପି ଉଭୟ ନିର୍ବାଚନ କମିସନଙ୍କ ନିକଟରେ…

ପାଖଉଛି ନିର୍ବାଚନ, ବଢୁଛି ନେତାଙ୍କ ଦଳଡିଆଁ ଅଭିଯାନ ! ପୂର୍ବତନ ସାଂସଦଙ୍କ ସମେତ ବିଜେପିରେ ସାମିଲ ହେଲେ ୩ ବିଧାୟକ ।

କନକ ବ୍ୟୁରୋ : ବଦଳୁଛି ରାଜ୍ୟ ରାଜନୀତି ପାଣିପାଗ । ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତେକି ବଢିଚାଲିଛି । ଆଉ ଏହି କ୍ରମରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଜଣେ ପୂର୍ବତନ ସାଂସଦଙ୍କ ସମେତ ୩ ଜଣ ବିଧାୟକ । ପଦ୍ମ ଧରିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ…

ବିଜେପିରେ ଯୋଗଦେଲେ କୁସୁମ ଟେଟେ ! ଶଙ୍ଖ ଛାଡ଼ିବାର ଦିନକ ପରେ ପଦ୍ମ ଧରିଲେ କୁସୁମ

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ କୁସୁମ ଟେଟେ । ଆଜି ବିଦ୍ଧିବଧ ଭାବେ ଗେରୁଆ ଗଡ଼ରେ ଯୋଗଦେଲେ କୁସୁମ । ଟିକେଟ ଦେଲେନି ବିଜେଡ଼ି ସୁପ୍ରିମୋ, ପଦ୍ମ ପୋଖରୀକୁ ଡେଇଁଲେ କୁସୁମ । ସେହିପର ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ…

ବିଜେଡିକୁ ପ୍ରତ୍ୟୁଷାଙ୍କ ବାଏ ବାଏ, ଖୁବଶୀଘ୍ର ଧରିପାରନ୍ତି କଂଗ୍ରେସର ହାତ? ନୟାଗଡ ଆସନରୁ ଲଢିବା ନେଇ ବଢିଲା ଚର୍ଚ୍ଚା…

କନକ ବ୍ୟୁରୋ : ବିଜେଡିକୁ ବାଏ ବାଏ କରିବା ପରେ ଏବେ କେଉଁ ଶିବିରରେ ଏଣ୍ଟ୍ରି କରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଏପରିକି ବିଧାନସଭା ନା ଲୋକସଭା ପାଇଁ ପ୍ରତ୍ୟୁଷା ମୈଦାନକୁ ଓହ୍ଲାଇବେ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ରହିଛି । ତେବେ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ବଡ…