Daily Archives

March 20, 2019

ବିଜେପିରେ ସାମିଲ ହେଲେ ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ । ୨୦୦୯ରେ ବିଜେଡି ଟିକେଟରେ ହୋଇଥିଲେ ବିଜୟୀ

କନକ ବ୍ୟୁରୋ : ପଦ୍ମ ଧରିଲେ ପୂର୍ବତନ ସାଂସଦ । ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେପିରେ ଏଣ୍ଟ୍ରି ମାରିଛନ୍ତି । ଗଲା କିଛି ଦିନ ହେବ ବିଜେପି ଅନ୍ୟ ଶିବିରର ନେତାଙ୍କୁ ଆମଦାନୀ କରିବାରେ ଲାଗିଛି । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛି ଲକ୍ଷ୍ମଣଙ୍କ ନାଁ । ୨୦୦୯ରେ…

ସରଗରମ ରାଜ୍ୟ ରାଜନୀତି ! ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା, ଜନମତ ହାସଲ ପାଇଁ ଚାଲିଛି ଅଙ୍କକଷା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ବିଗୁଲ ବାଜିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଏହି କ୍ରମରେ ପଛରେ ରହିଛି ବିଜେପି । ଦଳ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା…

ମହିଳା ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଦେଖାଇଲେ ଉବର୍ ଡ୍ରାଇଭର ! ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କଲେ ସାମ୍ବାଦିକା…

ରାଜଧାନୀ ନୂଆଦିଲ୍ଲୀରେ ଜନୈକା ମହିଳା ସାମ୍ବାଦିକା ତାଙ୍କ ସ୍ୱାମୀଙ୍କ ସହ ଏକ ଉବର୍ କ୍ୟାବରେ ଯାତ୍ରା କରୁଥିବା କାଳରେ ସଂପୃକ୍ତ କ୍ୟାବର ଡ୍ରାଇଭର ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। କ୍ୟାବ ଡ୍ରାଇଭରଙ୍କ ଦ୍ୱାରା ଅଶାଳୀନ ଓ ଅଭଦ୍ରୋଚିତ ଆଚରଣର ଶିକାର ହେବା ପରେ…

ହାତ ଧରିବେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ଲଢ଼ିପାରନ୍ତି ନିର୍ବାଚନ

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ନିର୍ବାଚନ । ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳ ଛାଡ଼ୁଛନ୍ତି ନେତା । ତେବେ ଦଳ ଛାଡ଼ିବା ନୂଆ କଥା ନୁହେଁ । ନିର୍ବାଚନ ସମରେ ଦଳବଦଳ କରିବା ସାଧାରଣ କଥା । ଦଳଡ଼ିଆଁ ରାଜନୀତି ଯୋଗୁଁ କିଏ ଲାଭରେ ରୁହେ ତ ଆଉ କେଉଁ ଦଳକୁ କ୍ଷତି ସହିବା ପାଇଁ ପଡ଼ିଥାଏ ।…

ନିର୍ବାଚନୀ ଜିଙ୍ଗିଲ୍ସରେ ଦିଦିଙ୍କୁ କଟାକ୍ଷ ପଡିଲା ମହଙ୍ଗା ! ଗାୟକ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ…

ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରି ଏକ ଜିଙ୍ଗିଲ୍ସ ପ୍ରସ୍ତୁତ କରିବା ଖ୍ୟାତନାମା କଣ୍ଠଶିଳ୍ପୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାବୁଲ…

ଠକ ସର୍ଦ୍ଦାର ନିରବ ମୋଦି ଗିରଫ । ୧୩ ମାସ ହେଲା ଖୋଜୁଥିଲେ ଭାରତ ସରକାର, ଦେଶକୁ ଆଣିବାକୁ ଆରମ୍ଭ ହେଲା ପ୍ରକିୟା ।

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ଧରାପଡିଲା ୧୩,୫୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି । ପିଏନବି ମହାଠକେଇର ସର୍ଦ୍ଦାର ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଲଣ୍ଡନରୁ ଗିରଫ କରିଛି ପୋଲିସ । ନିରବଙ୍କ ଗିରଫଦାରୀ ଭାରତ ସରକାରଙ୍କ ସବୁଠୁ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଥିବା ବେଳେ…