Daily Archives

March 13, 2019

ରାଜ୍ୟର ୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ! ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି

କନକ ବ୍ୟୁରୋ : ରାଜ୍ୟର ତିନୋଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତି, ନୟାଗଡ଼ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ହେବାସହ ରାତି ୮ଟା ସୁଦ୍ଧା ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ଏହା ବ୍ୟତୀତ ରାଜ୍ୟର…

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ ! ଭିଣୋଇଙ୍କ ସହ ଶ୍ୟାଳକ ରାହୁଲ ବି ଭ୍ରଷ୍ଟାଚାରରେ ସାମିଲ ବୋଲି କହିଲେ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବାପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ସମସ୍ତ ରାଜନୈତିକ ଦଳଗୁଡ଼ିକ କାଦୁଅ ଫୋପଡ଼ା ଫୋପଡ଼ି ହେଉଛନ୍ତି । ଗୋଟିଏ ପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ବିଜେପି ଉପରେ ଭ୍ରଷ୍ଟାଚାର ଅଭିଯୋଗ ଆଣୁଛି । ଅନ୍ୟପଟେ ବିଜେପି କଂଗ୍ରେସକୁ ଜମି…

ଖରା ଆରମ୍ଭରୁ ଉତ୍କଟ ଜଳ ସମସ୍ୟା ! ଆଦିବାସୀଙ୍କ ଶୋଷ ମେଂଟାଉଛି ଚୂଆ, ପାଣି ପାଇଁ ୧ କିଲୋମିଟର ଜଙ୍ଗଲ ରାସ୍ତା ଚାଲନ୍ତି…

କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳ ଚିନ୍ତା । ଆଦିବାସୀଙ୍କ ଶୋଷ ମେଂଟାଉଛି ଚୂଆ । ପାଲଲହଡା ଚୁଆନାଳି ଆଦିବାସୀ ବସ୍ତି ବାସିନ୍ଦାଙ୍କ ଭରସା ଚୂଆ । ଦିନ କି ଦୁଇ ଦିନ ନୁହେଁ, ୧୫ ବର୍ଷ ହେବ ଭଙ୍ଗା, ଦଦରା, ପରିତ୍ୟକ୍ତ ଖୋଲାକୂଅରୁ ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ । ଗ୍ରୀଷ୍ମ ଆରମ୍ଭରୁ…

ମାର୍ଚ୍ଚ ୧୬ରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି ! କଟିପାରେ ୮୦ରୁ ୯୦ ସାଂସଦଙ୍କ ଟିକେଟ୍

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା…

ଭାରତର ଏପରି କିଛି ଅଶୁଣା ଅକୁହା କଥା ଯାହା ଆପଣଙ୍କୁ ଭାରତୀୟ ରୂପେ ଗର୍ବାନ୍ୱିତ କରିବ ! ଦୁନିଆଠାରୁ ଖାସ୍ ଏବଂ ଅଲଗା…

ଭାରତ ପ୍ରତି କ୍ଷେତ୍ରରେ ନିଜକୁ ସର୍ବୋତ୍ତମ ସାବ୍ୟସ୍ତ କରିବାରେ କୌଣସି ମଉକା ଛାଡିନାହିଁ । ଆମ ଦେଶ କିଛି କ୍ଷେତ୍ରରେ ଏଭଳି ଉନ୍ନତୀ କରିଛି ଯାହାକୁ ଆଉ କେଉଁ ଦେଶ ମଧ୍ୟ କରିପାରିବେ ନାହିଁ । ଆସନ୍ତୁ ଜାଣିବା ଭାରତ ସହ ଜଡିତ ଏଭଳି କିଛି ବିଷୟ ବିଷୟରେ ଯାହାକୁ ଶୁଣି ଆପଣ ମଧ୍ୟ ଗର୍ବରେ କହି…

ସମସ୍ୟା ବଢାଉଛି ବେପରୁଆ ପରିବହନ ! ବିପଦ ସୃଷ୍ଟି କରୁଛି ଓଭରଲୋଡିଂ, କାର୍ଯ୍ୟକାରୀ ହେଉଛି ତ ଜିରୋ ଟଲରାନ୍ସ ପଲିସି ?

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ବେଆଇନ ପରିବହନ । ବିପଦଜ୍ଜନକ ଭାବେ କେଉଁଠି ପରିବହନ ହେଉଛି ତ ଆଉ କେଉଁଠି ରାସ୍ତାରେ ବିଛେଇ ହୋଇପଡିଛି ଗେଟି ପଥର । ପରିବହନ ବିଭାଗର ଅପାରଗତା ଯୋଗୁଁ ସାଧାରଣରେ ବଢୁଛି ଅସନ୍ତୋଷ । ଜିଲ୍ଳାପାଳ ପରିବହନ କ୍ଷେତ୍ରରେ ଜିରୋ ଟଲରାନ୍ସ କଥା କହୁଥିବା ବେଳେ…