Daily Archives

March 13, 2019

ଗୁହାରି ଶୁଣିଲାନି ପ୍ରଶାସନ ! ନିଜ ଶ୍ରମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ଦେଲେ ନିର୍ବାଚନ ବର୍ଜନ ଚେତାବନୀ ।…

କନକ ବ୍ୟୁରୋ : ଗ୍ରାମକୁ ହୋଇପାରିଲା ନାହିଁ ରାସ୍ତା । ଯାଇପାରୁନାହିଁ ଗାଡିମୋଟର । ଏପରିକି ଆମ୍ବୁଲାନ୍ସ ସେବା ମଧ୍ୟ ଅପହଂଚ । ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ଦାବୀ କରି ବିଫଳ ହେବା ପରେ ନିଜେ ଚାନ୍ଦା କରି ଏବଂ ସମୁହ ଶ୍ରମଦାନ କରି ନିର୍ମାଣ କଲେ ରାସ୍ତା । ଖାଲି ସେତିକି ନୁହଁ…

ନିର୍ବାଚନ ନେଇ କମିସନରେଟ ପୋଲିସର ଆଡ଼ଭାଇଜରି ଜାରି ! ଶୋଭାଯାତ୍ରା ପୂର୍ବରୁ ଆଗୁଆ ସୂଚନା ଦେବାସହ ପ୍ରଚାର ଗାଡ଼ିରେ ୧…

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜି ସାରିଛି । ଟିକେଟ ପାଇବା ପାଇଁ ଜୋରଦାର ଲବି ଚାଲିଛି । ଆଗକୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବୈଠକ, ରୋଡ଼ସୋ, ରାଲି ଆଦି କରିବେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ଼ଭାଇଜରି ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ…

କାହାର ହେବ ରାଇରଙ୍ଗପୁର! କଂଗ୍ରେସ-ବିଜେପିରେ ଛିଣ୍ଡୁନି ଅଙ୍କ, କାହାକୁ ବାଛିବେ ବିଜେଡି ସୁପ୍ରିମୋ? ୩ ଦଳକୁ ଟେନସନ୍…

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ମୟୁରଭଞ୍ଜ ସଂସଦୀୟ…

ବାପା-ପୁଅଙ୍କୁ ଟିକେଟ ଦେବା ଉଚିତ ନୁହେଁ ! ତାରା କହିଲେ, ବିଜୟୀ ପ୍ରାର୍ଥୀଙ୍କୁ ଦିଆଯାଉ ପ୍ରାଥମିକତା

କନକ ବ୍ୟୁରୋ : ବାପ ହେଉ କି ପୁଅ ଗୋଟିଏ ପରିବାରୁ କେବଳ ଜଣଙ୍କୁ ଦଳୀୟ ଟିକେଟ୍ ମିଳିବା ଉଚିତ । ବାପା-ପୁଅଙ୍କୁ କଂଗ୍ରେସ ଟିକେଟ ମିଳିଲେ ବରୋଧ କରିବେ ତାରା ବାହିନୀପତି । କଂଗ୍ରେସ ବାପା-ପୁଅକୁ ଟିକେଟ ଦେଲେ ଏହାକୁ ବିରୋଧ କରିବି ବୋଲି ତାରା ବାହିନୀପତି ପ୍ରକାଶ କରିଛନ୍ତି । ଏପରି ହେଲେ…

ସଙ୍କଟରେ ଫସିଲା ବିଏସଏନଏଲ୍ ଟେଲିକମ୍ କମ୍ପାନୀ ! ୧.୭୬ କର୍ମଚାରୀଙ୍କୁ ମିଳିନାହିଁ ଫେବୃୟାରୀ ମାସର ବେତନ । 

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ବହୁତ ବଡ ସଙ୍କଟରେ ଫସିଯାଇଛି । ଆର୍ଥୀକ ସଙ୍କଟ ସହ ଲଢେଇ କରୁଥିବା ବିଏସଏନଏଲ୍ କମ୍ପାନୀ ଏବେ ପର୍ଯ୍ୟନ୍ତ ୧.୭୬ ଲକ୍ଷ କର୍ମଚାରୀଙ୍କୁ ଫେବୃୟାରୀ ମାସର ଦରମା ଦେଇନାହାନ୍ତି । କର୍ମଚାରୀ ସଂଘ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ପତ୍ର ଲେଖି…

ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି । ‘କାଳିଆ’ ସମୟସୀମା ବୃଦ୍ଧି ନେଇ ସିଇଓଙ୍କ ନିକଟରେ ବିଜେପିର ଫେରାଦ ।

କନକ ବ୍ୟୁରୋ: ଅର୍ଥ ମନ୍ତ୍ରୀଙ୍କ ବହିଷ୍କାର ଦାବୀ କରି ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ରାଜ୍ୟ ବିଜେପି । ‘କାଳିଆ’ ଯୋଜନାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣକୁ ବିରୋଧ କରି ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ରାଜ୍ୟ ବିଜେପି । ତେବେ ନିର୍ବାଚନ ଆଚରଣବିଧି…