Daily Archives

February 23, 2019

ଆସନ୍ତାକାଲିଠୁ କାଳବୈଶାଖୀ ସମ୍ଭାବନା ! ପାଣିପାଗ ବିଭାଗର ସୂଚନା, ସମସ୍ତ ଜିଲ୍ଲାରେ ହୋଇପାରେ ମଧ୍ୟମ ଧରଣର ବର୍ଷା । 

କନକ ବ୍ୟୁରୋ : କାଲିଠୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ତାରିଖରୁ ୨୭ ତାରିଖ ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି । ଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିରେ ଝଡ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ…

ସୁପରସଣ୍ଡେରେ ସୁପରଲଢେଇ । ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ୍ ଟକ୍କର, ମ୍ୟାଚ୍ ପାଇଁ ପ୍ରସ୍ତୁତ…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ । ଏହି ଗସ୍ତରେ ଅଷ୍ଟ୍ରେଲିଆ ଭାରତ ସହିତ ଖେଳିବ ମୋଟ୍ ୨ ଟି ଟି-ଟ୍ୱେଂଟି ଓ ୫ ଟି ଦିନିକିଆ ମ୍ୟାଚ୍ । ତେବେ ଟି-ଟ୍ୱେଂଟି ସିରିଜ ପ୍ରଥମ ମ୍ୟାଚ୍ ଖେଳାଯିବ ବିଶାଖାପାଟଣାରେ । ସଂଧ୍ୟା ୭ଟା ରେ ହେବ ଏହି ହାଇଭୋଲଟେଜ୍ ଟକ୍କର ।…

କଂଗ୍ରେସରେ ଯୋଗଦେବେ କି ବରୁଣ ? କନକ ନ୍ୟୁଜ ଓଡ଼ିଶା ନିର୍ମାଣ କନକ୍ଲେଭରେ କଣ କହିଲେ ବିଜେପି ସାଂସଦ ?

କନକ ବ୍ୟୁରୋ : ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ପରେ ବରୁଣ ଗାନ୍ଧି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ସମୟରେ କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୧୯ରେ ମୁହଁ ଖୋଲିଛନ୍ତି ବରୁଣ । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବରୁଣ ଖୁବ ଶୀଘ୍ର କଂଗ୍ରେସରେ ଯୋଗ…

ପୁଲୱାମା ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ ! ପାକିସ୍ତାନକୁ କଲେ ସମାଲୋଚନା, କହିଲେ, ଆମେରିକା ସହାୟତାର ଭୁଲ ବ୍ୟବହାର…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ । ପାକିସ୍ତାନକୁ ସମାଲୋଚନା କରିବା ସହ ପାକ୍ ଓ ଭାରତ ସଂପର୍କର ବର୍ତମାନ ସ୍ଥିତି ନେଇ ଉଦବେଗ ମଧ୍ୟ ପ୍ରକାଶ କରିଛନ୍ତି ଟ୍ରମ୍ପ । ପୁଲୱାମା ହମଲାକୁ ନେଇ ଦୁଃଖ ପ୍ରକାଶ କରିବା ସହ…

ପୁଣି ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ ! କହିଲେ, ଏ ଲଢେଇ କାଶ୍ମୀର ପାଇଁ, କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ।

କନକ ବ୍ୟୁରୋ : ଆତଙ୍କବାଦ ରହିଥିବା ଯାଏଁ ମାନବ ସମାଜ ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାର ଫ୍ୟାକ୍ଟ୍ରିରେ ତାଲା ଲାଗିବା ଜରୁରୀ ବୋଲି ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଏହା ସହ ଭାରତର ଲଢେଇ କାଶ୍ମୀର ପାଇଁ, ଆତଙ୍କବାଦ ବିରୋଧରେ,…

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ ! ବଡ଼ମ୍ବା ଓ ନରସିଂହପୁର ପାଇଁ ୯୩୧ କୋଟି ଟଙ୍କାର ପ୍ରକଳ୍ପ ଭେଟି । 

କନକ ବ୍ୟୁରୋ: କଟକ ଜିଲ୍ଲାକୁ ୯୩୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କଟକ ଜିଲ୍ଲା ଗସ୍ତ କରି ବଡମ୍ବା ଏବଂ ନରସିଂହପୁର ଅଚଂଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୨୫ କୋଟି ଟଙ୍କାରେ ୧୬୨ ଟି ଗାଁର ୨୫…