Daily Archives

February 23, 2019

ବିଶ୍ୱକପ ପୂର୍ବରୁ ଶକ୍ତି ପରୀକ୍ଷା ! କାଲିଠୁ ଆରମ୍ଭ ମହାମୁକାବିଲା, ପ୍ରଥମ ଟି-ଟ୍ୱେଣ୍ଟିରେ ମୁହାଁମୁହିଁ ହେବେ…

କନକ ବ୍ୟୁରୋ : ସୁପରସଣ୍ଡେର ସୁପର ଫାଇଟ୍ । କାଲିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଲଢେଇ । ବିଶ୍ୱକପ ପୂର୍ବରୁ ଭାରତର ଏହା ଶେଷ ସିରିଜ ଥିବା ବେଳେ ଏହା ଟିମ୍ ଇଣ୍ଡିଆ ପାଇଁ ଶକ୍ତି ପରୀକ୍ଷା ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆ ସହ ଭାରତ ଦୁଇଟି ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ…

ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରଶ୍ନବାଣ ! କୁଆଡେ ଗଲା ୧୦ କୋଟି ନିଯୁକ୍ତି, ରାଜ୍ୟବାସୀଙ୍କୁ କାହିଁକି ମିଛ କହୁଛି…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ୨୦ଟି ପ୍ରଶ୍ନ । ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି କେତେ ପୂରଣ କରିଛନ୍ତି ସେନେଇ ଉଭୟ ବିଜେପି ଓ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡିର ଆଇଟି ସେଲ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ । ନଜର…

ଶନିବାର ଲୁଟେରାଙ୍କୁ ପଡିଲା ଶନିଦଶା। ଆସିଥିଲେ ଚେନ୍ ଲୁଟିବାକୁ, ହେଲେ ମହିଳାଙ୍କଠୁ ଛେଚା ଖାଇ ଧରା ପଡିଲେ

କନକ ବ୍ୟୁରୋ: ଶନିବାର ଲୁଟେରାଙ୍କୁ ପଡିଲା ଶନିଦଶା । ଆସିଥିଲେ ଚେନ୍ ଲୁଟିବାକୁ , ହେଲେ ସ୍ମାର୍ଟସିଟିର ମହିଳାଙ୍କ ଠାରୁ ଛେଚା ଖାଇଲେ, ଧରା ପଡିଲେ । ଭୁବନେଶ୍ୱର ଜିଜିପି କଲୋନୀ ନିକଟରେ ଅଭିଜିତାଙ୍କ ସାହସୀକତା କାରଣରୁ ଫେଲ୍ ମାରିଛି ଲୁଟେରାଙ୍କ ଲୁଟ୍ ଯୋଜନା । ସାହସୀକତା ପାଇଁ କମିଶନରେଟ୍…

ବାଙ୍ଗାଲୁରୁ ଏରୋ ଇଣ୍ଡିଆ ସୋର ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁ ହୁତୁ ହୋଇ ଜଳିଗଲା ୩୦୦ରୁ ଅଧିକ କାର

କନକ ବ୍ୟୁରୋ: ବାଙ୍ଗାଲୁୁରୁ ଏୟାର ଶୋ ବେଳେ ଭୟାବହ ଅଗ୍ନିକାଣ୍ଡ । ପାର୍କିଂ ସ୍ଥାନରେ ଭୟଙ୍କର ନିଆଁଲାଗି ଶହ ଶହ କାର ପୋଡି ପାଉଁଶ ହୋଇଯାଇଛି । ଚାହୁଁ ଚାହୁଁ ଗୋଟିଏ କାରରୁ ଅନ୍ୟ କାରକୁ ନିଆଁ ବ୍ୟାପିଯାଇଥିଲା । ତେବେ ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ ।…

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ! ମୋଦି କହିଲେ, ପାକିସ୍ତାନର ଭାଷା କହୁଛି କଂଗ୍ରେସ ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ସରଗରମ ହୋଇସାରିଛି ଜାତୀୟ ରାଜନୀତି । ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ନୂଆ ନୂଆ ରଣନୀତି ସହ କିପରି ଜନମତ ହାସଲ କରିହେବ ସେନେଇ ଚାଲିଛି ଅଙ୍କକଷା । ବିଭିନ୍ନ ସ୍ଥାନରେ କରାଯାଉଛି…

ଜୟନ୍ତ, ଯଶୋବନ୍ତ ଓ ରାଜନୀତି ! ଜଣେ ବିରୋଧୀ, ଜଣେ ସମର୍ଥକ । ଘରେ କିଭଳି ରୁହେ ସମୀକରଣ ?

କନକ ବ୍ୟୁରୋ: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭରେ ମନକଥା କହିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା । ମୋଦି ସରକାରରେ ତାଙ୍କ ପୁଅ କ୍ୟାବିନେଟ ମନ୍ତ୍ରୀ ଥିଲେ ମଧ୍ୟ ମୋଦିଙ୍କୁ ବାରମ୍ବାର ସମାଲୋଚନା କରିବା ନେଇ ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ …