Daily Archives

February 19, 2019

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଚିଟଫଣ୍ଡ ଜମାକାରୀ ! ଶ୍ୱେତପତ୍ର ଆଣିବା ପାଇଁ ସରକାର ଦେଲେ…

କନକ ବ୍ୟୁରୋ : ସରକାରଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଚିଟଫଣ୍ଡ ଜମାକାରୀ । କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇବା ପାଇଁ ସତ୍ୟାଗ୍ରହରେ ବସିଥିଲେ । ତେବେ ଆଜି ସଚିବାଳୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ପ୍ରତିନିଧି ଦଳ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସରକାରଙ୍କ ସହ…

ରାଜଧାନୀରେ ବୁଲୁଛି ବାଘ ! କଲରାପତରିଆକୁ ଧରିବାକୁ ରାତି ଅନିଦ୍ରା ହେଲା ବନବିଭାଗ, ହେଲେ ଧରାପଡିଲାନି ବାଘ, ଏପଟେ…

କନକ ବ୍ୟୁରୋ : ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ ଧରିବାକୁ ଆରମ୍ଭ ହେବ…

‘କାଳିଆ’ ଗଢ଼ିବ ଚାଷୀ ପିଲାଙ୍କ ଭବିଷ୍ୟତ ! ‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କାଳିଆ ସ୍କଲାରସିପର ଆବେଦନ ପ୍ରକ୍ରିୟା । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।  ସମସ୍ତ କାଳିଆ ହିତାଧୀକାରୀଙ୍କ ପିଲାମାନେ ‘କାଳିଆ’ ଛାତ୍ରବୃତ୍ତି ପାଇଁ kalia.co.in/scholarship ୱେବସାଇଟ ମାଧ୍ୟମରେ ଆବେଦନ…

ଛତିଶଗଡରେ ଓଡିଶା ଟଙ୍କା ! ୧୦ କୋଟି ୯୦ ଲକ୍ଷ ଟଙ୍କା ରହସ୍ୟ ନେଇ ବଢିଲା ସସପେନ୍ସ , ପୋଲିସ ଛାନଭିନ୍ ଜାରି ।

କନକ ବ୍ୟୁରୋ : ଛତିଶଗଡରେ ଜବତ ହେଲା ଓଡିଶା ଟଙ୍କା । ଗୋଟିଏ କାର ଭିତରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ହୋଇଛି । ଏହା ସହ ଛତିଶଗଡ ମହାସମୁନ୍ଦରେ ୪ ଜଣ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟ ୩ ଜଣ ଯୁବକ ଥିବା ବେଳେ ଜଣେ ମହିଳା ଅଛନ୍ତି । ଏହି ଟଙ୍କା ଏକ ଟୟୋଟା ଇଟିଅସ୍ କାର ଯୋଗେ କଟକରୁ ଛତିଶଗଡ…

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ତାଲିକାଭୁକ୍ତ

କନକ ବ୍ୟୁରୋ : ମାଗଣାରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଗତ ବର୍ଷ ସ୍ୱାଧୀନତା ଦିବସ ଦିନ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଜନସାଧାରଣଙ୍କ ପାଖରେ ସହଜରେ ପଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଏହି ଯୋଜନା । ବର୍ତ୍ତମାନ…

ପାକିସ୍ତାନର ପକ୍ଷ ନେଲେ ମେହବୁବା ମୁଫତି ! କହିଲେ, ଇମ୍ରାନ୍ ଖାନଙ୍କୁ ଆଉ ଏକ ମଉକା ମିଳିବା ଦରକାର

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ଘଟଣାରେ ଭାରତବାସୀ ମର୍ମାହତ । ୪୦ ବୀରପୁତ୍ରକୁ ହରାଇଛି ମାଟିମା’ । ଲୋକଙ୍କ ମନରେ ଗଭୀର ରେଖାପାତ କରିଛି ଏହି ଦୁର୍ଘଟଣା । ରାଜନେତା, ଅଭିନେତା, ଜନତାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ମଧ୍ୟ ଘଟଣା ପାଇଁ ବେଶ ଦୁଃଖରେ ଅଛନ୍ତି । ଏକ ଅବ୍ୟକ୍ତ…